Browsing Category

ଖବର

ଅଶ୍ୱୀନଙ୍କ କ୍ଲବରେ ରୋୟଲ ଏଣ୍ଟ୍ରି କଲେ ସାର୍ ଜାଡେଜା: ୫୦୦ ଶିକାରରେ ବିରାଟ ଇତିହାସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ନିଜର ୫୦୦ତମ ୱିକେଟ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ମଧ୍ୟ ଏହି…

ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; ପାଇବେ ୧୦ହଜାର ନିଯୁକ୍ତି

କଟକ: ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ। ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ। ଦକ୍ଷିଣ ଓ ପଶ୍ଚିମ…

ସ୍ଥଗିତ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ; ସରକାରଙ୍କ ପ୍ରତିଶ୍ରୁତି ପରେ ନିଷ୍ପତି ନେଲା ସଙ୍ଘ

ଭୁବନେଶ୍ୱର: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ । ପର୍ଯ୍ୟାୟକ୍ରମେ ସ‍‍ବୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ସ୍ଥଗିତ । ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା…

ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦୁର୍ଘଟଣା; ଧସିଲା ପେଣ୍ଡାଲ୍, ୮ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବଡ଼ ଆଘଟଣ। ଷ୍ଟାଡିୟମ ନିକଟରେ ଏକ ଟେଣ୍ଟ୍ ଭୁଶୁଡ଼ି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ବର୍ତ୍ତମାନ ଅଗ୍ନିଶମ ବାହିନୀର ଦୁଇଟି…

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ED

ଭୁବନେଶ୍ୱର: ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କଲା ଇଡି । ଡକ୍ୟୁମେଣ୍ଟ ସହ ହାଜର…

ଡ୍ରାଇଭିଂ ଷ୍ଟାଇଲ ଉପରେ ରଖନ୍ତୁ ନଜର; କମିପାରେ ଗାଡ଼ିର ମାଇଲେଜ୍, ଏହା ରହିଛି କାରଣ

ଓଡ଼ିଶା ଭାସ୍କର: ଦିନକୁ ଦିନ ଦେଶରେ ଜନସଂଖ୍ୟ ବୃଦ୍ଧି ହେବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଥିରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳ ପ୍ରଦୂଷଣର ମୁଖ୍ୟ କାରଣ ଅଟେ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ…

ମୋବାଇଲ ମୋହରେ ୮୪% ଭାରତୀୟ; ନିଦରୁ ଉଠିବା ପରେ ଆଗ ଘାଣ୍ଟୁଛନ୍ତି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଆଜିର ଯୁଗରେ ସ୍ମାର୍ଟଫୋନ୍ ଅନେକାଂଶରେ ଏକ ଅତ୍ୟାବଶ୍ୟକ ଡିଭାଇସ୍ ରେ ପରିଣତ ହୋଇଛି। ଏହା ସାହାଯ୍ୟରେ ଅନଲାଇନ କ୍ଲାସ ସମେତ ଅନେକ ପ୍ରକାର କାମ ହୋଇପାରିବ । ତେବେ କେତେକ ରିପୋର୍ଟରେ ମୋବାଇଲ ଫୋନ୍ ନଷ୍ଟ…

BIG BREAKING…୫ ଥର ମନା କରିବା ପରେ କୋର୍ଟ ସମନରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: କୋର୍ଟ ସମନରେ ହାଜର ହେବାକୁ ପ୍ରସ୍ତୁତ କେଜ୍ରିୱାଲ, ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବାନେଇ ରହିଛି ସୂଚନା । ପୂର୍ବରୁ ୫ ଥର ମନା କରିଥିଲେ । ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଶୁଣାଣିରେ ଯୋଗ ଦେବେ। ଭିଡିଓ…

କୃଷକ ଆନ୍ଦୋଳନ ଭିତରେ ଶମ୍ଭୁ ସୀମାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ; ଦିନକ ପୂର୍ବରୁ ହୋଇଥିଲା ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ମୁତୟନ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ହରିୟାଣା ପୋଲିସ ସବ୍ ଇନ୍ସପେକ୍ଟର ହୀରାଲାଲ।…

ଭାରତ-ଇଂଲଣ୍ଡ ଟେଷ୍ଟ: ମ୍ୟାଚ୍ ମଝିରୁ ନାଁ ପ୍ରତ୍ୟାହାର କଲେ ଆର. ଅଶ୍ୱିନ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ପରିବାରରେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଅଶ୍ୱିନ ତୁରନ୍ତ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।…