Browsing Category
ଖବର
କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍
କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍ । ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…
୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼…
ଲୋହିତ ସାଗରରେ ଆମେରିକୀୟ ଜାହାଜରେ ଡ୍ରୋନ୍ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଲା ଭାରତୀୟ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ: ବୁଧବାର ରାତିରେ ଲୋହିତ ସାଗରରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି ଜେନ୍କୋ ପିକାର୍ଡି ନାମକ ଏକ ବ୍ୟବସାୟୀ ଜାହାଜ। ଆଡେନ ବନ୍ଦରଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣରେ ଏହି ଆକ୍ରମଣ ହୋଇଥିଲା, ଯାହା ପରେ…
ପାକିସ୍ତାନ ଆକ୍ରମଣରେ ୯ ଜଣ ବିଦେଶୀଙ୍କ ମୃତ୍ୟୁ: ଇରାନ ସରକାର
ନୂଆଦିଲ୍ଲୀ: ଇରାନର ସରକାରୀ ଗଣମାଧ୍ୟମ ଇରନା ଅନୁଯାୟୀ, ପାକିସ୍ତାନର ଆକ୍ରମଣରେ ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ଗୃହ ମନ୍ତ୍ରୀ ଅହମ୍ମଦ ୱାହିଦି କହିଛନ୍ତି ଯେ ଏହି ଆକ୍ରମଣରେ ୩ ଜଣ ମହିଳା, ୪ ଜଣ…
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଛୁଟି ମଞ୍ଜୁର କଲେ କେନ୍ଦ୍ର ସରକାର: କିନ୍ତୁ ଅଧା ଦିନ ମିଳିବ ଛୁଟି
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ…
ମାତ୍ର ୬୦୦ଟଙ୍କାରେ ଘରକୁ ଆଣନ୍ତୁ ଏହି ଯନ୍ତ୍ର, ଦେଖନ୍ତୁ କିପରି ଆପଣଙ୍କ ବାଲ୍ଟି ପାଲଟିଯିବ ୱାଶିଂ ମେସିନ୍
ନୂଆଦିଲ୍ଲୀ: ଭାରତର ଅଧିକାଂଶ ରାଜ୍ୟରେ ଏବେ ଜୋରଦାର ଥଣ୍ଡା ଅନୁଭୂତ ହେଉଛି । ଏହି କାରଣରୁ ବହୁ ଲୋକ ବିଭିନ୍ନ ଘରୋଇ କାମ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ଏକ ଯନ୍ତ୍ର…
ବିଶ୍ୱବାସୀ ଶୁଣିଲେ ଓଡ଼ିଆ ଭାଷାରେ ରାମ ଭଜନ: ନମିତା ଅଗ୍ରୱାଲ ଗାଇଥିବା ଗୀତକୁ ଶେୟାର କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ…
ଏକସଙ୍ଗେ ୨ଟି ଶଙ୍ଖ ବଜାଇ ଶଙ୍ଖନାଦୀ ନାମରେ ପ୍ରସିଦ୍ଧ ଏହି ବ୍ୟକ୍ତି, କହିଲେ ଶଙ୍ଖ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଶଳା
ନୂଆଦିଲ୍ଲୀ: ଆପଣ କେବେ କାହାକୁ ଏକ ସମୟରେ ଦୁଇଟି ଶଙ୍ଖ ବଜାଉଥିବାର ଦେଖିଛନ୍ତି କି? ଯଦି ନୁହେଁ ତେବେ ଭେଟନ୍ତୁ ଲକ୍ଷ୍ନୌର ୭୭ ବର୍ଷୀୟ ମହେଶଙ୍କୁ ଯିଏକି ଦୀର୍ଘ ୩୪ ବର୍ଷ ହେବ ଏହିପରି କମାଲ କରି ଆସୁଛନ୍ତି । ଏହି…
କେଜ୍ରିୱାଲ ଅପରାଧୀ ନୁହଁନ୍ତି, ହେଲେ ତାଙ୍କୁ ବାରମ୍ବାର କାହିଁକି ପଠାଯାଉଛି ସମନ, ଚତୁର୍ଥ ଥର ମଧ୍ୟ ଇଡିରେ ହାଜର ହେଲେନି ଦିଲ୍ଲୀ…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଦିଲ୍ଲୀ ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ଚତୁର୍ଥ ଥର ପାଇଁ ଏହି ମାମଲାରେ ହାଜର ହେବାକୁ ଇଡି ତାଙ୍କୁ…
(Video) ରାମ ମନ୍ଦିର ପରିସରରେ ପହଞ୍ଚିଲା ରାମଲଲାଙ୍କ ପ୍ରତିମୂର୍ତ୍ତି: ଆଜି ଗର୍ଭଗୃହରେ ସ୍ଥାପନ କରାଯିବ
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ…