Browsing Category

ଖବର

(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ…

ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; କୁହୁଡି ଯୋଗୁଁ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଯୋଜନା

ନୂଆଦିଲ୍ଲୀ: ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ସପ୍ତାହ ଶେଷ ଆଡ଼କୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାର ରହିଛି ଯୋଜନା । ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲଲାଙ୍କ…

IND vs AFG ଶେଷ ମ୍ୟାଚରେ ସଞ୍ଜୁ-କୁଳଦୀପଙ୍କ ଏଣ୍ଟ୍ରି: ଦଳରୁ ବାଦ୍ ପଡ଼ିଲେ ଅକ୍ସର ପଟେଲ-ଅର୍ଶଦୀପ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି ରୋହିତ ସେନା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ୨ଟି ମ୍ୟାଚ ବିଜୟୀ ହୋଇ ଟିମ ଇଣ୍ଡିଆ ସିରିଜ ଉପରେ କବଜା…

ଦିବ୍ୟାଙ୍ଗ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇପାରିବ ନାହିଁ; ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ: "ମୋଦି ଜୀ କହିଛନ୍ତି ଯେ ତାଙ୍କୁ ବିକଳାଙ୍ଗ କୁହନ୍ତୁ ନାହିଁ, ଦିବ୍ୟାଙ୍ଗ କୁହନ୍ତୁ, ତେଣୁ ଆଜି ଏହା ଏକ ଦିବ୍ୟାଙ୍ଗ ମନ୍ଦିର । ଆଉ ଏହି ଦିବ୍ୟାଙ୍ଗ ମନ୍ଦିରରେ କିପରି ପୂର୍ଣ୍ଣାଙ୍ଗ ଭଗବାନଙ୍କୁ ପ୍ରତିଷ୍ଠା…

ରାଷ୍ଟ୍ରପତିଙ୍କ ପୁଅକୁ ଜେଲ ପଠାଇଲେ ଅଦାଲତ: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା…

ନୂଆଦିଲ୍ଲୀ: ନିୟମ ଏବଂ କାନୁନ ଆଗରେ ସମସ୍ତେ ସମାନ ହୋଇଥାନ୍ତି । ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ବଡ଼ ପଦ-ପଦବୀରେ କାର୍ଯ୍ୟରତ ଅଧିକାରୀ ବା ତାଙ୍କ ସମ୍ପର୍କୀୟ । ପ୍ରତ୍ୟେକ ବ୍ୟକ୍ତି ପାଇଁ ଅପରାଧର…

୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇଲା ଆପଲ 

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ସ୍ମାର୍ଟଫୋନ୍ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇ ସ୍ମାର୍ଟଫୋନ୍ ଦୁନିଆରେ ଏକ ନମ୍ବର ସ୍ଥାନ ହାସଲ କରିଛି ଆପଲ୍ ।…

(video)ପୁରୁଣା ହୋଇଗଲାଣି ‘ପାପା କି ପରୀ’ ଜମାନା, ଏବେ ‘ମମି କା ମଗରମଚ୍ଛ’ଙ୍କ ରାଜ, ଭିଡିଓ ଦେଖିଲେ ସବୁ କିଛି ବୁଝିପାରିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଆମେ ନ ହସି ରହିପାରି ନ ଥାଉ । ଆମେ ଏପରି ବହୁ ଭିଡିଓ ପୂର୍ବରୁ ଦେଖିଛୁ ଯେଉଁଥିରେ ଝିଅମାନେ ଅଜବ ଅଜବ ତରିକାରେ ସ୍କୁଟି…

୬ ବର୍ଷ ପର୍ଯ୍ୟନ୍ତ ଏହି କ୍ରିକେଟରଙ୍କୁ Suspend: କାହିଁକି ନିଆଗଲା ଏଭଳି କାର୍ଯ୍ୟାନୁଷ୍ଠାନ?

ନୂଆଦିଲ୍ଲୀ: ସାରା ଭାରତରେ କ୍ରିକେଟକୁ ନେଇ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଥାଏ । କିନ୍ତୁ ଅନେକ ସମୟରେ କ୍ରିକେଟରଙ୍କ ଅଜବ କାରନାମା ପାଇଁ ଫ୍ୟାନ୍ସ ନିରାଶ ହୋଇଥାନ୍ତି । ବର୍ତ୍ତମାନ ସେହିଭଳି ଏକ ଖବର…

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; ଦେଖନ୍ତୁ କିପରି ରହିଛି ମନ୍ଦିର ଗର୍ଭଗୃହର ଦୃଶ୍ୟ

ଓଡ଼ିଶା ଭାସ୍କର: ରାମ ମନ୍ଦିରର 'ପ୍ରାଣ ପ୍ରତିଷ୍ଠା' ସମାରୋହ ଆଉ ମାତ୍ର ଅଳ୍ପ ଦିନ ରହିଲା। ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ଭବ୍ୟ ମନ୍ଦିର କିପରି ଦେଖାଯିବ ତାହା ଜାଣିବାକୁ ସାରା ଦେଶରେ ଲୋକମାନେ…