Browsing Category
ଖବର
ଆଳୁ ବ୍ୟତୀତ ଏହିସବୁ ଜିନିଷରେ ବି ପ୍ରସ୍ତୁତ ହୁଏ ସିଙ୍ଗଡ଼ା… ଜାଣନ୍ତୁ କେଉଁଥିରେ ପ୍ରସ୍ତୁତ ହୋଇଥାଏ Samosa
ଓଡ଼ିଶା ଭାସ୍କର: ଆଜିକାଲି ଅନେକ ଫାଷ୍ଟ ଫୁଡ ମାର୍କେଟରେ ଥିଲେ ମଧ୍ୟ ସିଙ୍ଗଡ଼ାର ଚାହିଦା ଖୁବ ଅଧିକ ରହିଛି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରିଥାନ୍ତି । ମଇଦା ଭିତରେ ମସାଲାଯୁକ୍ତ ଆଳୁ ଏବଂ ଚଟଣୀରେ ପ୍ରସ୍ତୁତ ହୋଇଥିବା…
(Video) ଗ୍ରାଉଣ୍ଡ ବାହାରେ ବି ବିବାଦରେ ଶାକିବ: ନିର୍ବାଚନରେ ଜଣକୁ ଚାପୁଡ଼ା ମାରିଲେ ବାଂଲାଦେଶୀ ଅଧିନାୟକ
ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନଙ୍କ ପିଛା ଛାଡ଼ୁନି ବିବାଦ । କ୍ରିକେଟ ହେଉ କି ନିର୍ବାଚନ ସବୁଠି ବିବାଦ ଘେରରେ ରହିଛନ୍ତି ଶାକିବ । ବର୍ତ୍ତମାନ ସେ ବାଂଲାଦେଶରେ ନିର୍ବାଚନ ଲଢୁଥିବା ବେଳେ ତାଙ୍କର…
ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଛାତ୍ରଛାତ୍ରୀ ଲେଖିବେ ନିଜର ପୁସ୍ତକ ‘ମୋ କଥା ମୋ କାହାଣୀ’
ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ…
ଟି-୨୦ ବିଶ୍ୱକପ ଖେଳିବେ ରୋହିତ-ବିରାଟ: ଶେଷ ସିରିଜରେ ଇସାରା ଦେଲା BCCI
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ ବୋର୍ଡ । ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆର ଟି-୨୦ ଦଳକୁ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି…
ହ୍ୟାକ ହୋଇପାରେ ଆପଣଙ୍କ Whatsapp Accont: ୩ଟି ଉପାୟରେ ବଢାନ୍ତୁ Security
ନୂଆଦିଲ୍ଲୀ: ବର୍ତ୍ତମାନ ସାରେ ଦେଶରେ ବଢିବାରେ ଲାଗିଛି ସାଇବର କ୍ରାଇମ । ଗୁଗଲ ଆକାଉଣ୍ଟରୁ ଆରମ୍ଭ କରି ହ୍ୱାଟ୍ସଆପ୍ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଥିରେ ପଶି ସାଇବର ଠକ ଡାଟା ଚୋରି କରିବାକୁ ସକ୍ଷମ ହେଉଛନ୍ତି । ବିଶେଷ…
ବୁଦ୍ଧାଦିତ୍ୟ ରାଜଯୋଗ ଏହି ୫ଟି ରାଶି ପାଇଁ ହେବେ ଲାଭବାନ, ପ୍ରେମ ସମ୍ପର୍କରେ ଆସିବ ମଧୁରତା
ଓଡ଼ିଶା ଭାସ୍କର: ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ଜାନୁଆରୀ ୭ ରାତିରୁ ଗ୍ରହମାନଙ୍କ ରାଜକୁମାର ‘ବୁଧ’ ଧନୁ ରାଶିରେ ପ୍ରବେଶ କରିଛନ୍ତି । ତେବେ ଧନୁ ରାଶିରେ…
ନୂଆ ରୂପ ନେଉଛି ନରେନ୍ଦ୍ର ପୋଖରୀ: ପାଚେରୀ ବଖାଣିବ ପୁରୀ ଐତିହ୍ୟର ଗାଥା
ପୁରୀ: ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି । ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥାନ୍ତି । କେହି କେହି ମାନସିକ…
ଆଜିଠୁ ଧର୍ମଘଟକୁ ଓହ୍ଲାଇବେ ପରିବହନ ଶ୍ରମିକ: Hit And Run ଆଇନକୁ ବିରୋଧ କରି ଆନ୍ଦୋଳନ
ଭୁବନେଶ୍ୱର: ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଉଛି ରାଜ୍ୟ ପରିବହନ ଶ୍ରମିକ ସଂଘ । ରାଜ୍ୟବ୍ୟାପୀ ଧର୍ମଘଟ କରିବେ ପରିବହନ ଶ୍ରମିକ ସଂଘର ସଦସ୍ୟ । ନୂଆ ହିଟ ଆଣ୍ଡ ରନ୍ ଆଇନକୁ ପ୍ରତ୍ୟାହାର ଦାବିରେ ଧର୍ମଘଟ କରୁଛି ଓଡ଼ିଶା…
ମେ’-ଜୁନରେ ହେବାକୁ ଥିବା ବିବାହରେ ଆସିବ ଅନେକ ସମସ୍ୟା! ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି
ଓଡ଼ିଶା ଭାସ୍କର: ନୂଆବର୍ଷର ଫେବୃଆରୀ ମାସରେବିବାହ ପାଇଁ ୨୦ରୁ ଅଧିକ ମୁହୂର୍ତ୍ତ ରହିଛି । କିନ୍ତୁ ମେ’ ଏବଂ ଜୁନ୍ ମାସରେ ହେବାକୁ ଥିବା ବିବାହରେ ଅନେକ ସମସ୍ୟା ଦେଖା ଦେଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେ’ ଏବଂ…
ଟି-୨୦ ଦଳକୁ ଫେରି ପାରିବେନି ରାହୁଲ-ଶ୍ରେୟସ! ଚହଲଙ୍କୁ ବି ମିଳିବନି ସୁଯୋଗ…
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ନିଜ ଦଳ ଘୋଷଣା କରିସାରିଛି । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ବର୍ଷକ ପରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଆହତ ସମସ୍ୟା ଯୋଗୁଁ…