Browsing Category

ଖବର

ସବୁବେଳେ ହନୁମାନଙ୍କୁ ଜଗି ରହୁଛି ମାଙ୍କଡ଼

ଯାଜପୁର:  (ଓଡ଼ିଶା ଭାସ୍କର) ମଣିଷ ଭଳି କଥା ମାନୁଛି ମାଙ୍କଡ଼, ଆଉ ଯାହା ବି ଦେଲେ ମଣିଷଙ୍କ ଭଳି ଖାଉଛି ମାଙ୍କଡ଼, ସଞ୍ଜ ନଇଁଲେ ମନ୍ଦରରେ ରହୁଛି ମାଙ୍କଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା…

ଧୀରେ ଧୀରେ ସମ୍ପୂର୍ଣ୍ଣ ଅନୁମତି ମିଳିବ… Same Sex Marriage ଉପରେ ସୁପ୍ରିମ ନିଷ୍ପତ୍ତିରେ ଦୂତୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେବା ପାଇଁ ମନା କରି ସାରିଛନ୍ତି ସୁପ୍ରିମକୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟକୁ ପରିବର୍ତ୍ତନର ଅଧିକାର କେବଳ ସଂସଦ ପାଖରେ ରହିଛି । ତେଣୁ ଏଥିପାଇଁ ଏକ କମିଟି ଗଠନ ପାଇଁ…

ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ପାକିସ୍ତାନର ସବୁ ଖେଳାଳି: ସମସ୍ୟାରେ ଅଧିନାୟକ

ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ଟିମକୁ ଭାରତ ଏକ ବଡ଼ ଝଟକା ଦେଇଛି । ୭ ୱିକେଟରେ ମାତ୍ ଦେଇ ଦଳର ମନୋବଳକୁ ଭାଙ୍ଗି ଦେଇଛି ରୋହିତ ସେନା । ଏବେ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ ବାବର ଆର୍ମି । କିନ୍ତୁ…

Big Breaking ବାହାନଗା ଟ୍ରାଜେଡି: ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବାହାନଗା ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର, ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍ । ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟଙ୍କ ଅନୁମତି । ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ADJ…

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’; ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା…

Same Sex Marriageକୁ କାହିଁକି ମିଳିଲାନି ମାନ୍ୟତା? ସମସ୍ୟା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘଦିନରୁ ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ…

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଢିଲା ଚିନ୍ତା, ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ

ଓଡ଼ିଶା ଭାସ୍କର: ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଢିଲା ଚିନ୍ତା । ସାଜିଲା ମୁଣ୍ଡବ୍ୟଥାର କାରଣ । ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଦେଖିବାକୁ ମିଳିଛି ଫାଟ । ପୂର୍ବରୁ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ…

ରିସର୍ଚ୍ଚରୁ ମହା ଖୁଲାସା! ମସ୍ତିଷ୍କରେ ଲୁଚି ରହୁଛି ଭୟଙ୍କର ସ୍ମୃତି: ଶାରୀରିକ-ମାନସିକ ରୋଗର ସୃଷ୍ଟି କରୁଛି

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ତଥା ବିରଳ ଜୀବ । ମଣିଷକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ…

ବାହାରକୁ ବାହାରି ଆସୁଛି ଯୁବକଙ୍କ ଆଖି ଡୋଳା: Gunniess Book of World Recordରେ ସ୍ଥାନ ଦେଲା ଟାଲେଣ୍ଟ

ନୂଆଦିଲ୍ଲୀ: ଦୁନିଆରେ ନାଁ କମାଇବା କିମ୍ବା ରେକର୍ଡ ସୃଷ୍ଟି କରିବା ସେତେଟା ସହଜ ନୁହେଁ । ଏହା ଭିତରେ ବିଶ୍ୱ ରେକର୍ଡ କରିବା ଏବେ ଆହୁରି ମୁସ୍କିଲ ହୋଇଯାଉଛି । କାରଣ ବିଶ୍ୱରେ ଏବେ ଅନେକ ଟାଲେଣ୍ଟ ଏବଂ ଅଦ୍ଭୁତ କଳାରେ…

ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କ ମାସିକ ଦରମା କେତେ, ମ୍ୟାଚ ଖେଳିବା ପାଇଁ PCB ପକ୍ଷରୁ ପାଆନ୍ତି କେତେ ଟଙ୍କା ?

ଓଡ଼ିଶା ଭାସ୍କର: ବାସ୍ତବରେ ନୂଆ ବଲ ସହ ଶାହିନଙ୍କୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ । ସେ ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ଏହି କାରଣରୁ ପାକିସ୍ତାନ କ୍ରିକେଟ୍…