Browsing Category

ଖବର

(Video) ଏ ସମୁଦ୍ର ମୋର କଣ ଟା କରିବ… ପୁରୀ ସମୁଦ୍ରରୁ ଉଦ୍ଧାର ହେବା ପରେ ରଜା ଠାଣୀରେ ଆସୁଛନ୍ତି ବ୍ୟକ୍ତି

ପୁରୀ: ବର୍ତ୍ତମାନ ସମୟରେ ଅଶାନ୍ତ ହୋଇଛି ସମୁଦ୍ର । ଭୟଙ୍କର ଗର୍ଜନ ସାଙ୍ଗକୁ ମଣିଷଙ୍କୁ ବି ଟାରି ନେଉଥିବା ଦେଖିବାକୁ ମିଳିଛି । ତେବେ ପୁରୀ ସମୁଦ୍ରରେ ଘଟିଯାଇଛି ଏଭଳି ଏକ ଘଟରା । ଜଣେ ବ୍ୟକ୍ତିଙ୍କୁ ସମୁଦ୍ର ଟାଣି…

(Video) କ’ଣ କହୁଛି ମାଳିକା? ଓଡ଼ିଶାର ୬ଟି ଜିଲ୍ଲାରୁ ଆରମ୍ଭ ହେବ ଜଳପ୍ରଳୟ: ଧ୍ୱଂସ ପାଇଯିବ ସୁନ୍ଦର ସୃଷ୍ଟି

ଭୁବନେଶ୍ୱର: ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କ ଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ଏପରି ଏକ ସମୟ ଆସିବ , ସମଗ୍ର ଓଡ଼ିଶାର ଅବିଭକ୍ତ ୬…

ଏହି ରାଜ୍ୟରେ କୃଷକମାନେ ଗଧକୁ ଖାଇବାକୁ ଦେଉଛନ୍ତି ଗୋଲାପଜାମୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମନ୍ଦସୌର: ଶୀର୍ଷକଟି ପଢି ଆପଣ ନିଶ୍ଚୟ ଏହାକୁ ସତ ବୋଲି ବିଶ୍ୱାସ କରିବେ ନାହିଁ । କାରଣ ଗଧ ତ ଘାସ ଖାଏ । ସେ କେମିତି ପୁଣି ଗୋଲାପଜାମୁ ଖାଇବ । କିନ୍ତୁ ଏହା ସତ । ଏହିପରି ଏକ ଘଟଣା ମଧ୍ୟପ୍ରଦେଶ ମନ୍ଦସୌରରୁ…

ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ରାସ୍ତା ଖୋଲିଲା: ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟଙ୍କ ପରିବର୍ତ୍ତନ

କଟକ: ନର୍ସିଂ ଅଫିସର ନିଯୁକ୍ତି ଉପରେ ଲାଗିଥିବା ରୋକ୍ କୁ ନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ତ୍ତମାନ ୭୪୮୩ ନର୍ସିଂ ଅଫିସର ପଦବୀ ପାଇଁ ରାସ୍ତା ଫିଟିଯାଇଛି । ଇଚ୍ଚୁକ ପ୍ରାର୍ଥିମାନେ ଆବେଦନ…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ…

ଅପୂର୍ବ ସଂଯୋଗ; ମହାପ୍ରଭୁଙ୍କ ବନକଲାଗି, ସେପଟେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ: ସଫଳ ହେବା ସୁନିଶ୍ଚିତ!

ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ୨୩ ତାରିଖ ସନ୍ଧ୍ୟା ୦୬.୦୪ ସମୟରେ ଏହା ଜହ୍ନ ରାଇଜରେ ପାଦ ଥାପିବ । ଏହି ସଫଳତାକୁ ହୃଦୟଙ୍ଗମ କରିବା ପାଇଁ ସାରା ଦେଶ ଅପେକ୍ଷା କରି…

ମୁଁ ଆଉ ନିର୍ବାଚନ ଲଢିବି ନାହିଁ… ୨୦୨୪ Electionକୁ ନେଇ ସନ୍ନି ଦେଓଲଙ୍କ ଘୋଷଣା

ନୂଆଦିଲ୍ଲୀ: ଗଦାର-୨ ରିଲିଜ ପରେ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ‘ତାରା ସିଂହ’ ସନ୍ନି ଦେଓଲ । ତାଙ୍କର ଗୋଟିଏ ପରେ ଗୋଟିଏ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଉଛି । ନିକଟରେ ଗଦାର-୩କୁ ନେଇ…

କରୋନାର ନୂଆ ଭାରିଏଣ୍ଟକୁ ନେଇ କେନ୍ଦ୍ରର ସତର୍କ ସୂଚନା : ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଦେଶ ସଜାଗ ହେବାରେ ଲାଗିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ରା କୋଭିଡ-୧୯ର ବର୍ତ୍ତମାନ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏହି…

‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ…’ ଗୀତର କଣ୍ଠଶିଳ୍ପୀଙ୍କ ବିୟୋଗ: ବହୁ ଦିନରୁ ଥିଲେ ଅସୁସ୍ଥ

ମୁମ୍ବାଇ: ‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ ରେ...’ ଗୀତକୁ ଯୁବପିଢୀ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଏହି ଗୀତକୁ ନିଜ କଣ୍ଠସ୍ଥ କରିଥିବା ହରିୟାଣାର ଲୋକପ୍ରିୟ ସିଙ୍ଗର ରାଜୁ ପଞ୍ଜାବୀଙ୍କର ଆଜି ମୃତ୍ୟୁ ହୋଇଛି ।…

ପାକିସ୍ତାନ ଉପରେ ପୁଣି ଭାରତର Surgical Strike 2.0: ‘ମିଶନ୍’ ରେ ସାମିଲ ଥିଲେ ୧୫ କମାଣ୍ଡୋ

ନୂଆଦିଲ୍ଲୀ: ପୁଣିଥରେ ଶତ୍ରୁ ରାଷ୍ଟ୍ରରେ ପଶି ଆତଙ୍କବାଦଙ୍କୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପୁଣିଥରେ ପାକିସ୍ତାନକୁ ଦେଖାଇଛି ଭାରତୀୟ ସେନା ଏବଂ ଯବାନଙ୍କ ସାହସ ଓ ଦକ୍ଷତା । ରଜୌରୀ ଏବଂ ପୁଂଛ ଜିଲ୍ଲାରେ…