Browsing Category

ଖବର

ଶହୀଦ ସୁଶାନ୍ତ ଖୁଣ୍ଟିଆଙ୍କୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହୀଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ଏନେଇ ନେଇ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

‘ଗଦ୍ଦର-୨’ ସିନେମା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡିଶା ଭାସ୍କର; ସନ୍ନି ଦେଓଲଙ୍କ ଅଭିନୀତ ‘ଗଦ୍ଦର-୨’ ସିନେମାକୁ ନେଇ ଏବେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । ବିଭିନ୍ନ ସିନେମା ହଲରେ ଏହା ରିଲିଜ ହୋଇଥିବା ବେଳେ ପ୍ରାୟ ସମସ୍ତେ ଏହାକୁ ପସନ୍ଦ କରୁଥିବା ଦେଖିବାକୁ…

(Video) ମିଜୋରାମରେ ଏୟାର ଷ୍ଟ୍ରାଇକ୍ କରିଥିଲା କଂଗ୍ରେସ ସରକାର: ଲୋକସଭାରେ ବର୍ଷିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହି ଅବସରରେ ସେ ୧୯୬୬ ମସିହାରେ କଂଗ୍ରେସ ଶାସନ ସମୟରେ ମିଜୋରାମରେ…

ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକ ନିଲମ୍ବିତ

ଓଡିଶା ଭାସ୍କର; ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୋଲିସ ଉପରେ ପୋଲିସର ଆକ୍ସନ । ଲୋକଙ୍କ ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଆଇଆଇସିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ଏହି ଘଟଣାରେ ରାଜ୍ୟ ପୁଲିସ…

(Video) ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ଦୋଷୀଙ୍କ ଦଣ୍ଡକୁ ଆହୁରି କଠୋର କରାଯାଇଛି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ଓ ଭାରତୀୟ ସାକ୍ଷ୍ୟ ବିଲ ଆଗତ କରିଛନ୍ତି । ଏହି ବିଲ ଭାରତୀୟ ଦଣ୍ଡ ସଂହିତା,…

(Video) ଦୁଇଭାଇ ଆଉ ବାପା ଚାଲିଗଲା ପରେ ଏବେ ସହିଦ ହୋଇଗଲେ ସୁଶାନ୍ତ: ଘର ହୋଇଗଲା ପୁରୁଷଶୂନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଇବ ଯାହାକୁ ଦୁଃଖ ଦେବ ତାହାକୁ ରୋକିବାର ଶକ୍ତି କାହାର ନଥାଏ । ଅନେକ ସମୟରେ ଟିକିଏ ଦୁଃଖ କାରଣରୁ ଆମର ଆଖିରୁ ଲୁହ ଝରିଯାଏ । ମାତ୍ର ଥରେ ଭାବନ୍ତୁ ଯେଉଁ ପରିବାରର ବାପା, ଭାଇ ଅଳ୍ପ ଦିନ…

MMS ପାଇଁ ଶୁଭଲକ୍ଷ୍ମୀଙ୍କୁ କରାଯାଉଥିଲା କି ବ୍ଲାକମେଲିଂ?

ଭୁବନେଶ୍ୱର; ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ବଢ଼ିବାରେ ଲାଗିଛି ସସପେନ୍ସ । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ…

ରାସ୍ତା ପାର ହେଉଥିବା ବେଳେ ବାଘୁଣୀକୁ ପିଟିଦେଲା କାର୍, ଛଟପଟ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୋନ୍ଦିଆ-କୋହମାରା ହାଇୱେ ନିକଟସ୍ଥ ମୁରଡୋଲୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସଡକ ପାର କରୁଥିବା ଏକ ବାଘୁଣୀକୁ ପିଟି ଦେବାରୁ ତାହାର ମୃତ୍ୟୁ ଘଟିଛି…

ସାବଧାନ! ଆସିବ ନୂଆ ଆଇନ, ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ…

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶ ଉଠୁଛି ଓ ପଡୁଛି । ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ସମସ୍ତ ବିରୋଧୀ ଦଳ । ଏମିତି କି କେନ୍ଦ୍ର ସରକାରଙ୍କ…

ସଫଳ ହୋଇଛି କି ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ଯାତ୍ରା”?

ଓଡିଶା ଭାସ୍କର; ଗତ କିଛି ଦିନ ହେବ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ପୂର୍ବ ଅପେକ୍ଷା ସେ ଏବେ ଅନେକ କ୍ଷେତ୍ରରେ ବଦଳି ଯାଇଥିବା ପରି ମନେ ହେଉଛି । ବିଶେଷକରି…