Browsing Category

ଖବର

ଏବେ ରେଳରେ ଯାତ୍ରା କରିବେ ବିଦେଶ , ୨୦୨୬ ସୁଦ୍ଧା ଏହି ସବୁ ଦେଶ ସହ ସଂଯୋଗ ହେବ ରେଳଲାଇନ୍, ରୁଟ୍ କ’ଣ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଟ୍ରେନରେ ବସି ଆପଣ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନକୁ ତ ଯାତ୍ରା କରିପାରୁଥିଲେ । କିନ୍ତୁ ଏବେ ଟ୍ରେନରେ ବସି ଆପଣ ବିଧୋ ଯାତ୍ରା ବି କରିପାରିବେ । ମୋଦୀ ସରକାର ଭାରତ ଓ ଭୂଟାନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ…

ନନଭେଜ୍ ଠାରୁ ଅଧିକ ମହଙ୍ଗା ହେଲା ଭେଜ୍ ଥାଳି, ଟମାଟୋ ସହିତ ଅନ୍ୟାନ୍ୟ ପନିପରିବାର ଦରବୃଦ୍ଧି କାରଣରୁ ୩୪ ପ୍ରତିଶତ ମହଙ୍ଗା ହେଲା ଶାକାହାରୀ…

ନୂଆଦିଲ୍ଲୀ:ଶାକାହାରୀ ଭୋଜନ କରୁଥିବା ଲୋକଙ୍କ ପାଇଁ ଏବେ ଚିନ୍ତା ବଢିଯାଇଛି । ବିଭିନ୍ନ ପନିପରିବାର ମୂଲ୍ୟ ଉଚ୍ଚା ରହିଥିବା ବେଳେ ବିଶେଷକରି ଟମାଟୋର ଚଢା ଦର ଶାକାହାରୀଙ୍କ ଭୋଜନ ଥାଳି ଉପରେ ମହଙ୍ଗା ମାଡ କରିଛି ।…

ଖୁସି ଖବର! ଓଡ଼ିଶା ପାଇଁ ନାହିଁ ବନ୍ୟା ଆଶଙ୍କା: ହୀରାକୁଦରେ କମୁଛି ଜଳସ୍ତର

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପଶି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିବା…

Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ…

ଆଖି ଡୋଳାରେ ରହିଛି କି କଳାଦାଗ ? ହୋଇଯାଆନ୍ତୁ ସତର୍କ,ନହେଲେ..

ଓଡିଶା ଭାସ୍କର; ଆମ ଶରୀରରେ ସବୁଠୁ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ଏହି ଆଖି ଦ୍ୱାରା ଆମେ ପୁରା ସାରା ଦୁନିଆକୁ ଦେଖିପାରୁ । ଥରେ ଭାବନ୍ତୁ, ଯେଉଁମାନଙ୍କର ଆଖି ଥାଇ ବି ସେମାନେ ଏହି ସୁନ୍ଦର ଦୁନିଆକୁ ଦେଖି…

ଆମେ ସପରିବାର ଇଚ୍ଛାମୃତ୍ୟୁ ଚାହୁଁ, ରାଜ୍ୟପାଳଙ୍କୁ ଏପରି ଚିଠି ଲେଖିଲେ ପରିବାରର ମୁଖ୍ୟ

ଓଡିଶା ଭାସ୍କର : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁର ଏକ ପରିବାର ନିଜର ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ପାଥପୁର ଗାଁରେ ନିରୋଦ କୁମାର ସାହୁଙ୍କ ଘର ।…

ତତ୍କାଳ ପଇସା ଆବଶ୍ୟକ ପଡିଲେ ହଠାତ୍ ଭାଙ୍ଗି ଦିଅନ୍ତୁନି ଏଫଡି, କ’ଣ ବିକଳ୍ପ ଉପାୟ ଆପଣାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି କାହାକୁ ଇମର୍ଜେନ୍ସୀରେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସମସ୍ତେ ନିଜ ପାଖରେ ଥିବା ସମସ୍ତ ବିକଳ୍ପର ସନ୍ଧାନ କରିଥାନ୍ତି । ଏପରି ସ୍ଥିତିରେ ପ୍ରଥମେ ନଜର ପଡିଥାଏ ବ୍ୟାଙ୍କରେ…

(Video) ପ୍ରେମିକଙ୍କ ସହ ଝଗଡ଼ା ପରେ ବିଦ୍ୟୁତ ଟାୱାର ଉପରେ ଚଢ଼ିଗଲେ ଯୁବତୀ: ତା’ପରେ ଚାଲିଲା ହାଇ ଡ୍ରାମା

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ପୁରୁଷ-ମହିଳାଙ୍କ ମଧ୍ୟରେ ବହୁ ପ୍ରେମଜନିତ ମାମଲା ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ନିଜର ହାତ କାଟିଲାଣି ତ ଆଉ କିଏ ରାସ୍ତା ମଝିରେ ଗୋଲାପ ଦେଇ ପ୍ରପୋଜ୍ କଲାଣି । ସେହିପରି…

ଧରିତ୍ରୀ ମଧ୍ୟଭାଗରେ ବିରାଟ ଗର୍ତ୍ତ ଓ ଏଥିରେ ଭର୍ତ୍ତି ହେଉଛି ଭୂପୃଷ୍ଠର ପାଣି, ବିଶ୍ୱାସ ହେଉ ନ ଥିଲେ ଦେଖନ୍ତୁ ଭିଡିଓ

କାଲିଫର୍ଣ୍ଣିଆ: କ'ଣ ହେବ ଯଦି ଆମ ଧରିତ୍ରୀ ମଧ୍ୟରେ ଏକ ବିରୀାଟ ଗର୍ତ୍ତ ହୋଇଯିବ । ଏବେ ଆମେ ପାଣିକୁ ଭୂପୃଷ୍ଠ ଉପରେ ଦେଖୁଥିବା ବେଳେ ଏପରି ଘଟିଲେ ଆମେ ପାଣି ଭୂମଧ୍ୟକୁ ଯାଉଥିବାର ଦେଖିବା । ଏବେ ଏପରି କିଛି ଘଟଣା…

ଚର୍ଚ୍ଚାରେ ନବୀନ ଓ ଶାହାଙ୍କ ୩୦ ମିନିଟର ଗୋପନ ଆଲୋଚନା

ଓଡିଶା ଭାସ୍କର: ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୂଚନା ଅନୁଯାଇ ,ଏହା ଶାହାଙ୍କ ସରକାରୀ କାର‌୍ୟ୍ୟକ୍ରମ ପାଇଁ ଗସ୍ତ ରହିଥିଲା । କିନ୍ତୁ ଶାହାଙ୍କ ଅଚାନକ ଏହି ଗସ୍ତ…