Browsing Category

ଖବର

Video: ବର୍ଷା ପାଣିରେ ମୁଣ୍ଡ ତଳକୁ କରି ଜୁନିୟରଙ୍କୁ ପ୍ରବଳ ପିଟିଲେ ସିନିୟର ଛାତ୍ର, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଆମାନୁଷିକ ଭାବେ NCC କ୍ୟାଡେଟମାନଙ୍କୁ ବର୍ଷା ପାଣିରେ ମୁଣ୍ଡ ତଳକୁ କରି ସିନିୟର କ୍ୟାଡେଟମାନେ ପ୍ରବଳ ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌…

(Video) ବରାକୁ ଛୁଇଁଲେ ମାରୁଛି କରେଣ୍ଟ: ବରା ଖାଇବା ତ ଦୂରର କଥା, ଛୁଇଁବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ବିଦ୍ୟୁତ ସୁପରିବାହୀ ବସ୍ତୁରେ ବିଦ୍ୟୁତ ପ୍ରବାହିତ ହେବା ଫଳରେ ତାକୁ ଛୁଇଁଲେ କରେଣ୍ଟ ମାରିଥାଏ । ମାତ୍ର ଆପଣମାନେ କେବେ ବରାରେ କରେଣ୍ଟ ମାରୁଥିବା କଥା ଶୁଣିଛନ୍ତି…

ଭୂତ ସହ ସେୟାର କରୁଛନ୍ତି ସୋଫା ଓ ପଲଙ୍କ, ଆପଣଙ୍କ ରାତିର ନିଦ ଚୋରାଇ ନେବ ବ୍ରିଟେନର ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ବ୍ରିଟେନର ଏକ ଦମ୍ପତି ଏପରି କିଛି ଘଟଣା ବିଷୟରେ ସମସ୍ତଙ୍କ ସହ ସେୟାର କରିଛନ୍ତି ଯାହା ଶୁଣିଲେ ଭୟରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଦମ୍ପତି କହିଛନ୍ତି ସେମାନେ ନିୟମିତ ଭୂତ ସହ ବା ପରଲୋକଗତ ଆତ୍ମା…

ମାସେ ଯାଏ ରାଜରାସ୍ତାରେ ବୁଲି ପାରିବେନି ବୁଲାକୁକୁର, କାହିଁକି ଦିଲ୍ଲୀ ନଗର ନିଗମର ଏପରି ଯୋଜନା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଦିଲ୍ଲୀରେ ଜି ୨୦ ସମ୍ମିଳନୀର ପ୍ରସ୍ତୁତି ଜୋରସୋର ଚାଲିଛି । ଏଥିପାଇଁ ରାଷ୍ଟ୍ରୀୟ ରାଜଧାନୀକୁ ଖୁବ୍ ସଜାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ଦିଲ୍ଲୀ ସଡକରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇ ଦିଆଯିବ ।…

(Video) ମୁଣ୍ଡଳିରେ ପହଞ୍ଚିଲା ବନ୍ୟା ଜଳ: ମହାନଦୀରେ ସୃଷ୍ଟି ହେଉଛି ଭଉଁରୀ, ଲୋକେ ଭୟଭୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଜଳକୁ ହୀରାକୁଦ ଡ୍ୟାମରେ ଅଟକାଇବା ସମ୍ଭବପର ହୋଇନଥିଲା । ତେଣୁ ଗତ ମାସ ୨୩ ତାରିଖରେ ହୀରାକୁଦ…

ଗୁଗଲର ବଡ ନିଷ୍ପତ୍ତି, ଏହି ଆଣ୍ଡ୍ରଏଡ୍ ଫୋନକୁ ମିଳିବନି ପ୍ଲେଷ୍ଟୋର ସପୋର୍ଟ , କ’ଣ ରହିଛି କାରଣ ଆସନ୍ତୁ ଜାଣିବା

ଖୁବ୍ ଶୀଘ୍ର ଗୁଗଲ କିଛି ଆଣ୍ଡ୍ରଏଡ୍ ମୋବାଇଲରୁ ପ୍ଲେ ଷ୍ଟୋର ସପୋର୍ଟ ହଟାଇ ଦେବାକୁ ଯାଉଛି । ପ୍ରକୃତରେ ଗୁଗଲ ପୁରୁଣା ହୋଇଯାଇଥିବା ଆଣ୍ଡ୍ରଏଡ୍ ଭର୍ସନରୁ ନିଜ ସମର୍ଥନ ହଟାଇ ନେବାକୁ ଚାହୁଁଛି । ଅଗଷ୍ଟ ମାସର ଆରମ୍ଭରୁ…

ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର: ଅଚାନକ ଭାବରେ ନେଲେ ବିଦାୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୩ ମାସ ବାକି ରହିଥିବା ବେଳେ ଭାରତୀୟ କ୍ରିକେଟକୁ ଏକ ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ଭେଟେରାନ କ୍ରିକେଟର ବର୍ତ୍ତମାନ କ୍ରିକେଟରୁ ବିଦାୟ ନେଇଛନ୍ତି । ଭାରତୀୟ…

ଭାରତରେ କେତେ ସଫଳ Marriage Life? ଏହି ଦେଶରେ ସବୁଠୁ ଅଧିକ ଭାଙ୍ଗେ ବିବାହ ସମ୍ପର୍କ

ନୂଆଦିଲ୍ଲୀ: ପରିବାରରେ ସମ୍ପର୍କ ଏବଂ ସମ୍ପର୍କର ମହତ୍ତ୍ୱ ବଜାୟ ରଖିବା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଖୁବ ଆଗରେ…

Asia Cup-2023ରୁ ବାଦ୍ ପଡ଼ି ପାରନ୍ତି ୨ ଷ୍ଟାର ଖେଳାଳି: ଟିମ ଇଣ୍ଡିଆକୁ ଲାଗିବ ଶକ୍ତ ଝଟକା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବ ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଟିମ ଇଣ୍ଡିଆ ନିଜକୁ ପ୍ରସ୍ତୁତ କରି ସାରିଛି । ତେବେ ଆଉ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଟିମ…

ପୂର୍ବ ଅଫିସର ଝିଅ କହି ଅଧିକାରୀଙ୍କ ଠାରୁ ମ୍ୟାଜିକ୍ କଲ୍ ଆପ୍ ମାଧ୍ୟମରେ ଠକିନେଲେ ୪୮ ଲକ୍ଷ, ଆପଣ ବି ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ:ସାଇବର ଠକେଇର ନୂଆ ନୂଆ ଓ ବିଚିତ୍ର ମାମଲା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଗରୀବଙ୍କ ଠାରୁ ଆରମ୍ଭ କରି ଧନୀ କିମ୍ବା ଶିକ୍ଷିତଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର…