Browsing Category

ଖବର

(Video) ଛତିଶଗଡ଼ ପାଣି ଛାଡ଼ିଲେ ଖୋଲିବ ହୀରାକୁଦ ଗେଟ: ଯଦି ଗେଟ ନ ଖୋଲେ ତେବେ ସବୁଦିନ ପାଇଁ ଇତିହାସ ହୋଇ ରହିଯିବ ହୀରାକୁଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହୀରାକୁଦ ନଦୀବନ୍ଧର ଜଳଭଣ୍ଡାରରୁ ନିଷ୍କାସିତ ହୋଇଛି ବର୍ଷର ପ୍ରଥମ ବନ୍ୟା ଜଳ । ୭ ନମ୍ବର ଗେଟ ଦେଇ ଏହି ଜଳକୁ ଛଡ଼ାଯାଇଛି । ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ନେଇ ଗତ ୨୦ ତାରିଖରେ…

୨.୫ ଟନ୍ ଟମାଟୋ ବୋଝେଇ ଟ୍ରକକୁ ଅପହରଣ କଲେ ଦମ୍ପତି, ସିସିଟିଭି ଫୁଟେଜ ଆଧାରରେ ଗିରଫ କଲା ପୋଲିସ

ବେଙ୍ଗାଲୁର: ଏବେ ଆକାଶଛୁଆଁ ରହିଛି ଟମାଟୋ ଦର । ଏହି କାରଣରୁୁ ବିଭିନ୍ନ ସ୍ଥାନରେ ଟମାଟୋ ଚୋରୀ ଘଟଣା ବି ବୃଦ୍ଧି ପାଇବାରେ ଲାଗିଛି । ଏପରି କିଛି ଅଜବ ଘଟଣା ଘଟିଛି କର୍ଣ୍ଣାଟକରେ । ଏଠାରେ ଏକ ଦମ୍ପତି ଏକ ଟମାଟୋ…

(Video) ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ…

(Video) ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି କିଛି ଅପୂର୍ବ ଦୃଶ୍ୟ: ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଥାନ୍ତି । କାଳିଆର ଦର୍ଶନ ଥରୁଟିଏ କରିଦେଲେ କୋଟି ପାପରୁ…

ଗାଁରେ ବିଜୁଳି କାଟି ରାତିରେ ପରସ୍ପରକୁ ଭେଟୁଥିଲେ ପ୍ରେମୀ ଯୁଗଳ, ବହୁରାତି ଅନ୍ଧାରରେ ରହିବା ପରେ ସତ କ’ଣ ଜାଣିଲେ ଗ୍ରାମବାସୀ

ବେତିଆ:ପ୍ରେମରେ ପଡିଲେ ବ୍ୟକ୍ତି ସବୁ ହିତାହିତ ଜ୍ଞାନ ଭୁଲିଯାଏ । ଏଠି ପୁଣି ଥରେ ଏହାର ପ୍ରମାଣ ମିଳିଛି । ବୟଫେଣ୍ଡକୁ ଭେଟିବାକୁ ଜଣେ ଯୁବତୀ ପୁରା ଗାଁରେ ବିଜୁଳି କାଟି ଦେଉଥିଲା । ବାରମ୍ବାର ଏହିପରି ରାତିରେ…

ଟ୍ୱିଟର ନାଁ ଏବଂ ବ୍ରାଣ୍ଡ ବଦଳାଇବେ ଏଲନ ମସ୍କ, ସମସ୍ତ ପକ୍ଷୀ ଉଡ଼ାଇ ଦେବାକୁ ଦେଲେ ସୂଚନା

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି କହିଛନ୍ତି ଯେ, ସେ ଟ୍ୱିଟର ନାମ ବଦଳାଇବାକୁ ଯାଉଛନ୍ତି । ମସ୍କ ଟ୍ୱିଟ୍ କରିଛନ୍ତି 'ଆମେ ଖୁବଶୀଘ୍ର ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ…

ପୁଣି ଲୋକଙ୍କୁ ଘାରିଲା ବାହାନଗା ଭୂତଙ୍କ ଭୟ… ବାଲେଶ୍ୱରରେ କାହିଁକି ଏତେ ଟ୍ରେନ ଦୁର୍ଘଟଣା?

ବାଲେଶ୍ୱର: ଜୁନ୍ ୨, ୨୦୨୩... ବାଲେଶ୍ୱର ବାହାନଗାରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ଏକା ସାଙ୍ଗରେ ୩ଟି ଟ୍ରେନ ମଧ୍ୟରେ ଦୂୁର୍ଘଟରା ଯୋଗୁଁ ଶହ ଶହ ଯାତ୍ରୀ ମୃତ୍ୟୁବରଣ କରିଥିଲେ ତ ହଜାରରୁ ଅଧିକ ଆହତ ହୋଇ…

ଟମାଟୋ ପରେ ବଢିଲା କ୍ଷୀର ମୂଲ୍ୟ: ସାଧାରଣ ଖାଉଟୀଙ୍କୁ ଲଗିଲା ମହଙ୍ଗା ଛାଟ

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ସାଧାରଣ ଖାଉଟୀଙ୍କୁ ଲାଗିବ ଆଉ ଏକ ଝଟକା । ଟମାଟୋ ଏବଂ ଅନ୍ୟାନ୍ୟ ପରିବା ଦର ବୃଦ୍ଧି ହେବା ପରେ ଏବେ କ୍ଷୀର ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି । ଏଣିକି ଖାଉଟୀଙ୍କ ପାଇଁ କ୍ଷୀର କିଣିବା ବି…

Instagram Reels ଦେଖୁଥିଲେ ଯୁବକ, ନିଜ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ଦ୍ୱିତୀୟ ପତ୍ନୀ

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ଗୁପ୍ତାଙ୍ଗକୁ ବ୍ଲେଡରେ କାଟି ଦେଇଥିବା ଜାଣିବାକୁ ମିଳିଛି । ତେବେ ପତିଙ୍କର ଭୁଲ ଥିଲା ଯେ ସେ…

Drill Machine ରେ ମସ୍ତିଷ୍କରେ କଣା କରି… ସ୍ୱପ୍ନକୁ ନିୟନ୍ତ୍ରଣ କରିବା ପାଇଁ ଭୟଙ୍କର ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାଙ୍କ ଚିନ୍ତାଧାରାରେ ଅନେକ ହିସ୍ରାତ୍ମକ ମନୋଭାବ ଦେଖାଦେଉଛି । ଯାହା ଫଳରେ ବିଭିନ୍ନ ଅମାନୁଷିକ ତଥା ଭୟଙ୍କର ପଦକ୍ଷେପ ନେଉଛି ମାନବଜାତି । ସେହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି…