Browsing Category
ଖବର
ଖୁସି ଖବର; ରାସନ କାର୍ଡ ଥିଲେ ଆକାଉଣ୍ଟକୁ ସରକାର ପଠାଇବେ ଟଙ୍କା: ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ନୂଆ ଆର୍ଥିକ ବର୍ଷରେ ଏଣିକି ସରକାରଙ୍କ ତରଫରୁ କାର୍ଡ ଧାରକମାନଙ୍କୁ ଆଉ ଏକ ସୁବିଧା ଯୋଗାଇ ଦିଆଯିବ । ଅନ୍ତୋଦୟ ରାସନ କାର୍ଡ ଥିବା ଉପଭୋକ୍ତାଙ୍କ…
ଏସସିବିରେ ଅଧାରୁ ଅପରେସନ ଛାଡିଦେଲେ ଡାକ୍ତର: ଭେଣ୍ଟିଲେଟରରେ ପ୍ରାଣ ହରାଇଲେ ରୋଗୀ
କଟକ: କଟକର ଏସସିବି ମେଡିକାଲକୁ ନେଇ ଏବେ ଏକ ବଡ ଘଟଣା ସାମନାକୁ ଆସିଛି । ମେଡିକାଳର ଅର୍ଥୋପେଡିକ ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭେଣ୍ଟିଲେଟର ଭିତରେ ଥିବା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।…
ସୁଡାନରୁ ଉଦ୍ଧାର ହେଲେ ୫୦୦ରୁ ଅଧିକ ଭାରତୀୟ: ‘ଅପରେସନ କାବେରୀ’ ଜାରି
ନୂଆଦିଲ୍ଲୀ: ସୁଡାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି 'ଅପରେସନ କାବେରୀ' । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ମୋଟ ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ…
ନୂଆ ନିୟମ: ଏଣିକି ୯ ଘଣ୍ଟାରୁ ଅଧିକ ସମୟ ଟ୍ରେନ ଚଳାଇ ପାରିବେନି ଡ୍ରାଇଭର
ନୂଆଦିଲ୍ଲୀ: ରେଲୱେର ଡ୍ରାଇଭର ବା ଲୋକୋ ପାଇଲଟଙ୍କୁ ନେଇ ଏକ ବଡ ଘୋଷଣା କରାଯାଇଛି । ଏଣିକି ସେମାନଙ୍କ ଗାଡି ଚଳାଇବାର ସମୟ ଧାର୍ଯ୍ୟ କରାଯାଇଛି । ଦିନକୁ ସେମାନେ କେତେ ସମୟ ଗାଡି ଚଳାଇବେ ସେ ନେଇ ଏକ ବଡ ଘୋଷଣା…
ମାଟ୍ରିକ ମୂଲ୍ୟାଙ୍କନରେ ବଡ ବିଭ୍ରାଟ: ୬୦୦ରୁ ୫୬୨ ମାର୍କ ରଖିବା ପରେ ବି ଫେଲ ହୋଇଗଲେ ଛାତ୍ରୀ
ନୂଆଦିଲ୍ଲୀ: ମାଟ୍ରିକ ଖାତା ଦେଖାରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଛାତ୍ରୀ ପରୀକ୍ଷାରେ ୯୪% ମାର୍କ ରକିବକା ପରେ ମଧ୍ୟ ଫେଲ ହୋଇଛନ୍ତି । ଯାହାକୁ ନେଇ ୟୁପି ବୋର୍ଡକୁ ବର୍ତ୍ତମାନ ଦାୟୀ କରାଯାଉଛି ।…
ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ; ଏତେ ସ୍ୱାର୍ଥପର ହୋଇପାରେ ମଣିଷ, ପୋଷା କୁକୁରକୁ ଫିଙ୍ଗି ଦେଇ ଚାଲିଗଲେ ମହିଳା
ନୂଆଦିଲ୍ଲୀ : ମଣିଷ କେତେ ସ୍ୱାର୍ଥ ପର ହୋଇ ପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଯେଉଁଠି ସେମାନେ ମଣିଷକୁ ମାନୁ ନାହାନ୍ତି, ନିଜ ଜନ୍ମ କଲା ବାପା-ମାଙ୍କୁ ମାନୁ ନାହାନ୍ତି, ସେଇଠି ପୋଷା କୁକୁର ର ଅବସ୍ଥା…
(video) ପ୍ରଭୁରାମଙ୍କୁ ଅର୍ପଣ କରାଗଲା ୧୫୫ ଦେଶରୁ ଆସିଥିବା ପବିତ୍ର ନଦୀର ଜଳ, ଐତିହାସିକ ଦୃଶ୍ୟ ଦେଖିଲେ ହେଇ ଯିବ ଆତ୍ମତୃପ୍ତି
ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ଅଯୋଧ୍ୟା ରାମ ମନ୍ଦିରରେ ଜଳାଭିଷେକ ପାଇଁ ପୃଥିବୀର ସାତୋଟି ମହାଦେଶରୁ ୧୫୫ ନଦୀରୁ ଅଣାଯିବା ସହ ଜଳ ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଏନଜିଓ 'ଦିଲ୍ଲୀ ଷ୍ଟଡି ଗ୍ରୁପ୍'ର ସଦସ୍ୟମାନେ…
PM Kisan Yojna-ଏଥର ଚାଷୀ ପାଇବେ ଡବଲ ଟଙ୍କା, ୧୪ତମ କିସ୍ତିରେ ମିଳିବ ୪୦୦୦!
ନୂଆଦିଲ୍ଲୀ: ପିଏମ କିସାନ ଯୋଜନାକୁ ନେଇ ଏକ ବଡ ଘୋଷଣା ହୋଇଛି । ଯୋଜନାର ୧୪ତମ କିସ୍ତିରେ ଚାଷୀଭ୍କ ଆକାଉଣ୍ଟକୁ ଡବଲ ଟଙ୍କା ଆସିବ ବୋଲି ଗାଣିବାକୁ ମିଳିଛି । ତେବେ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଆସୁଥିବା ବେଳେ…
ଓଡିଶାରେ ଅନଲାଇନ ଟାକ୍ସି ସର୍ଭିସ ଉପରେ ସରକାରଙ୍କ ଲାଠିମାଡ: ଲାଗୁ ହେଲା ନୂଆ ନିୟମ
କଟକ: ଓଡିଶାରେ ଏବେ ଓଲା, ଉବର ଏବଂ ରାପିଡୋ ଭଳି ଅନଲାଇନ ଟାକ୍ସି ସର୍ଭିସ ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ପରିବହନ କ୍ଷେତ୍ରରେ ଏହି ସେବା ଖୁବ ସହାୟକ ହୋଇପାରିଛି । କିନ୍ତୁ ବର୍ତ୍ତମାନ…
ବେରୋଜଗାର ଯୁବବର୍ଗଙ୍କୁ ପ୍ରତି ମାସ ଦିଆଯିବ ଏତିକି ଟଙ୍କା: ଏବେ ହିଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସେମାନଙ୍କ ପାଇଁ ଏବେ ଚିନ୍ତା କରୁଛନ୍ତି ସରକାର । ଏଥିପାଇଁ ବରୋଜଗାର ଭତ୍ତା ଦେବା ନେଇ ଏପ୍ରିଲ ୧ ତାରିଖରୁ ନୂଆ…