Browsing Category

ଖବର

AI କହିବ କେବେ ହେବ ମୃତ୍ୟୁ, ବୈଜ୍ଞାନିକ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ମଡେଲ୍‌

ନୂଆଦିଲ୍ଲୀ: ମାନବ ଯେତେ ଯେତେ ବିକାଶ ପଥରେ ଅଗ୍ରସର ହେଉଛି ଏହାର ପରିଣାମ ସେତେ ସେତେ ଭୟଙ୍କର ହୋଇଯାଉଛି । ଭୟାନକ ଏଇଥିପାଇଁ କି ଯେଉଁ ଜିନିଷ ମଣିଷକୁ ଅଛପା ଥିଲା ତାହା ଏବେ ତାକୁ ଜଣାପଡିବାକୁ ଲାଗିଲାଣି । ଆପଣ…

IPL-2024 ରେ କେମିତି ରହିବ CSKର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧? ଏମିତି ରହିପାରେ ସମୀକରଣ…

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ପ୍ରାୟ ସମସ୍ତ ଦଳର ସ୍କ୍ୱାଡ ଫାଇନାଲ ହୋଇଯାଇଛି । କେବଳ କୋଲକାତା ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ସମସ୍ତ ଦଳରେ ୨୫ ଜଣ ଲେଖାଏଁ ଖେଳାଳି…

ବଢିବ ପାରଦ, କମିବ ଜାଡ…. ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବେ ଓଡ଼ିଶାବାସୀ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି । ଅସହ୍ୟ ଥଣ୍ଡାରୁ ମୁକ୍ତି ପାଇବେ ଓଡ଼ଶାବାସୀ । କିଛି ଦିନରୁ ପ୍ରଭଳ ଥଣ୍ଡାରେ ସାରା ରାଜ୍ୟ ଥରୁଥିବା ବେଳେ ଆସନ୍ତାକାଲିଠାରୁ ଏଥିରେ ଟିକିଏ…

ଲୋକସଭାରୁ ନିଲମ୍ବନ ହେଲେ ଆଉ ୩ ବିରୋଧୀ ସାଂସଦ; ୧୪୬ରେ ପହଞ୍ଚିଲା ନିଲମ୍ବିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଆଉ ୩ ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯିବା ପରେ ସମୁଦାୟ ନିଲମ୍ବନ ସଂଖ୍ୟା ୧୪୬ରେ ପହଞ୍ଚିଛି। ସେମାନେ ହେଲେ କଂଗ୍ରେସ ସାଂସଦ ଦୀପକ ବୈଜ, ଡିକେ ସୁରେଶ ଏବଂ ବରିଷ୍ଠ…

କାଲି ଅନୁଭୂତ ହେବ ବର୍ଷର ସବୁଠାରୁ ଛୋଟ ଦିନ, ଉତ୍ତର ଗୋଲାର୍ଦ୍ଧରେ ହେବ ଶୀତଋତୁ ଆରମ୍ଭ

ଭୁବନେଶ୍ୱର: ଡିସେମ୍ବର ୨୨ ହେବାକୁ ଯାଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ । ପୂର୍ବରୁ ଡିସେମ୍ବର ୨୧ରେ ବର୍ଷର ସବୁଠାରୁ ଛୋଟଦିନ ଅନୁଭୂତ ହେଉଥିଲା । ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଆରମ୍ଭର ଏହା ହେବ ପ୍ରଥମ ଦିନ ।…

‘ମୁଁ କୁସ୍ତି ତ୍ୟାଗ କରୁଛି…’ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଲିମ୍ପିକରେ ମେଡାଲ ଜିତି ଦେଶ ପାଇଁ ଗର୍ବ ଆଣିଥିବା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ବଡ଼ ଘୋଷଣା କରିଛନ୍ତି । ଏକ ପ୍ରେସ କନଫରେନ୍ସ ଜରିଆରେ କୁସ୍ତି ଛାଡ଼ିବା ନେଇ ସୂଚନା ଦେଇଛନ୍ତି ସାକ୍ଷୀ ।…

IND vs SA; ରାହୁଲଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା: ୩ଟି ଦିନିକିଆରେ ୩ ଜଣ ଖେଳାଳିଙ୍କୁ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରମ୍ । ସେପଟେ ଭାରତୀୟ ଦଳ ମଧ୍ୟ…

ସାଇଲେଣ୍ଟ ଆଟାକରେ ଚାଲିଗଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ବୁଲା କୁକୁରଙ୍କ ଝଗଡା ହେଲା କାଳ

ଚଣ୍ଡୀଗଡ: ରାଜ୍ୟର ମନି ମାଜରା ଅଞ୍ଚଳରେ ବୁଲା କୁକୁର ଆତଙ୍କରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଏକ ନିରୀହ ଶିଶୁର ଜୀବନ ଚାଲିଯାଇଛି । ପିଲାଟି କୁକୁରଙ୍କୁ ଦେଖି ଏତେମାତ୍ରାରେ ଡରି ଯାଇଥିଲା ଯେ, ତାକୁ ସାଇଲେଣ୍ଟ ଆଟାକ୍…

ମାସ୍କ, RTPCR ଟେଷ୍ଟ…. ପୁଣିଥରେ ଫେରିବ କି କରୋନା ଗାଇଡଲାଇନ? ସରକାରଙ୍କ ପ୍ଲାନ କ’ଣ?

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମହାମାରୀକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇ ସାରିଛନ୍ତି । ତେଣୁ ଅଧିକ…

ଦରମା ବା ସାଲାରୀକୁ ନେଇ ରହିଛି କି ଆପଣଙ୍କ ଆପତ୍ତି, ଏପରି କଲେ ନିଶ୍ଚୟ ବଢିବ ଆପଣଙ୍କ ସାଲାରୀ

ନୂଆଦିଲ୍ଲୀ: ଦରମା ବା ସାଲାରୀକୁ କର୍ମଚାରୀଙ୍କ କ୍ୟାରିୟର ସହ ଯୋଡା ଯାଇ ଦେଖାଯାଇଥାଏ । ଯଦି ୭-୮ ବର୍ଷରେ ଆପଣଙ୍କ ଦରମା ୨ ଗୁଣ ହୋଇପାରିନାହିଁ ତେବେ ଆପଣ ନିଜ କାମ ଉପରେ ଧ୍ୟାନ ଦେବା ଉଚିତ । ଘରୋଇ କ୍ଷେତ୍ରରେ…