Browsing Category
ଖବର
୨୦୦୦ଟଙ୍କାର ନୋଟ ଉପରେ ପ୍ରତିବନ୍ଧକ ଲଗାନ୍ତୁ; ସଂସଦରେ ବିଜେପି ନେତା କଲେ ଏଭଳି ଦାବି
ନୂଆଦିଲ୍ଲୀ: ଅପରାଧିକ କାର୍ଯ୍ୟକଳାପ ଏବଂ ବେଆଇନ ବାଣିଜ୍ୟରେ ୨୦୦୦ ଟଙ୍କିଆ ନୋଟର ବହୁଳ ବ୍ୟବହାର ହେଉଥିବାରୁ ସରକାର ଏହାର ବ୍ୟବହାରକୁ ବନ୍ଦ କରିବା ପାଇଁ ରାଜ୍ୟସଭାରେ ବିଜେପିର ଜଣେ ସାଂସଦ ଦାବି କରିଛନ୍ତି । ବିହାରର…
(Video)ଗୋଟିଏ ବାଇକରେ ୩ଜଣ;ପୋଲିସକୁ ଦେଖି ରାସ୍ତା ମଝିରେ ଯୁବକ କଲେ ଏପରି କିଛି ,ଦେଖନ୍ତୁ..
ଗୋଟିଏ ବାଇକରେ ତିନି ଜଣ ଲୋକ । ଏବେ ବାଇକରେ ୨ରୁ ଅଧିକ ଲୋକଙ୍କୁ ବସାଇ ନେବାକୁ କାହାରିକୁ ଅନୁମତି ନଥିବା ବେଳେ ଯଦି କିଏ ଏହି ଭଳି ଦୁଃସାହାସ କରୁଥାଆନ୍ତି ଆଉ ଯଦି ସେମାନେ ଧରା ପଡି ଯାଆନ୍ତି ଏହାର ପରିଣାମ କଣ ହୁଏ…
ମୋ ବସରେ ଲୁଟ; ଦମ୍ପତ୍ତିଙ୍କ ଠାରୁ ନେଇଗଲେ ୪୨ ହଜାର ଟଙ୍କା
ଭୁବନେଶ୍ୱର: ମୋ ବସରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ମୋ ବସରେ ଲୁଟର ଶିକାର ହେଉଛନ୍ତି ଯାତ୍ରୀ । ତେବେ ବର୍ତ୍ତମାନ ମୋ ବସରୁ ୪୨ ହଜାର ଟଙ୍କା ଲୁଟ ହୋଇଥିବାର ଖବର ସାମ୍ନାକୁ ଆସିଛି । ବାଣୀବିହାରରୁ…
(VIDEO) ଭଦ୍ରକ ହନୁମାନ ମିନି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଧୋନି; ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି ଯିଏ ଭଦ୍ରକ ଆସିଥିଲେ । ଏଥିସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚଟି ହନୁମାନ ଜୁଏଲ ମିନି ଷ୍ଟାଡିୟମରେ ସେ…
ଛତିଶଗଡ଼ ନିଖୋଜକୁ ନେଇ ଆସିଲା ନୂଆ ମୋଡ, କାର ସହ ମିଳିଲା ୪ ମୃତ ଦେହ
ଉମରକୋଟ : ନିଖୋଜ ଥିବା ପରିବାରର ଆଜି ସେମାନଙ୍କ ପତ୍ତା ମିଳିଛି । ଏଥିରେ ପରିବାରର ୩ଜଣ ସଦସ୍ୟଙ୍କ ସହ ଜଣେ ପଡ଼ୋଶୀଙ୍କ ପତ୍ତା ମିଳୁ ନଥିଲା । ତେବେ ଆଜି ଏକ କୂଅରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଏହି ମୃତ…
ପଦ୍ମପୁରକୁ ମିଳିଲା ନୂଆ ବିଧାୟକ; ଶପଥ ନେଲେ ବର୍ଷା
ପଦ୍ମପୁର: ପଦ୍ମପୁରରେ ନୂତନ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ପାଠ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ପଦ ଓ ଗୋପନିୟତାର ଶପଥ ପାଠ କରିଛନ୍ତି ବିଧାୟିକା ବର୍ଷା…
ପୋଲିସ ଓ ଆନ୍ଦୋଳନକାରୀ ଧସ୍ତା ଧସ୍ତି; ବ୍ୟାରିକେଟ ଭାଙ୍ଗି କୋର୍ଟରେ ପସିଲେ ଧସେଇ
ସମ୍ବଲପୁର: ସମ୍ବଲପୁର କଚେରି ଛକରେ ପୋଲିସ ଓ ଆନ୍ଦୋଳନକାରୀ ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ଧସ୍ତା ଧସ୍ତି ହୋଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ସତ୍ୟାଗ୍ରହ ଆନ୍ଦୋଳନ କରୁଥିବା ବେଳେ ଏପରି ଘଟଣା…
(Video) ସମ୍ବିଧାନ ବଞ୍ଚାଇବାକୁ ହେଲେ ମୋଦୀଙ୍କୁ ହତ୍ୟା କରିବା ଆବଶ୍ୟକ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତ୍ୟବ୍ୟ ନେଇ ବଢ଼ିଲା ଅଡ଼ୁଆ
ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତାଙ୍କ ଦଳ ବିରୋଧୀ ମନ୍ତବ୍ୟ ସୀମା ପାର କରିଯାଇଥାଏ । ତେବେ ନିକଟରେ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ୍ ହୋଇ ଉଠିଛି ।…
ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ; ମୃତଦେହ ମୁହଁରେ ଲାଗିଲା ଅକ୍ସିଜେନ!
ଜୟପୁର: ଜଣେ ରୋଗୀ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କର ଟିକିଏ ଅବହେଳା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଚି କରିପାରେ । ତେବେ ଏପରି ଘଟଣା ଆଗରୁ ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ…
ରୋମରେ ଗୁଳିମାଡ଼, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗ ସମେତ ତିନି ମହିଳାଙ୍କ ମୃତ୍ୟୁ
ରୋମ: ରବିବାର ସଂଧ୍ୟାରେ ଏକ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ରୋମର ଏକ ଆପାର୍ଟମେଣ୍ଟ ବ୍ଲକର ବାସିନ୍ଦା ମାନେ ବୈଠକ ବସାଇଥିଲେ । ସେଠାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…