Browsing Category
ଖବର
Video; ଚପଲ ଚୋରି ନ ହେବା ପାଇଁ ଯୁବକଙ୍କ ଅଭିନବ ପ୍ରୟାସ, ରଖିଲା ବେଳେ କାଢ଼ି ନେଲେ ଫିତା
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । ଲୋକମାନେ ଏସବୁକୁ ଦେଖି ମଜା ନେଇଥାନ୍ତି । ତେବେ ଅନେକ ଭିଡିଓ ଦେଖିଲେ ନିଜର ହସକୁ କଣ୍ଟ୍ରୋଲ କରି ହୋଇନଥାଏ ।…
ସ୍ନାନ ପୂର୍ଣ୍ଣିମାରେ ଆସିଲା ଦୁଃଖଦ ଖବର; ରାମ ମନ୍ଦିର ପ୍ରତିଷ୍ଠା କରିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ
ନୂଆଦିଲ୍ଲୀ: ସ୍ନାନ ପୂର୍ଣ୍ଣିମାରେ ଆସିଲା ଦୁଃଖଦ ଖବର। ରାମ ମନ୍ଦିର ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ୧୨୧ ଜଣ ବୈଦିକ…
(video)ମୁଣ୍ଡର ୨ ଟି ସିଲିଣ୍ଡର ରଖି ନାଚୁଥିବା ମହିଳା, ଲୋକେ ଦେଖି ହେଲେ ଆଚମ୍ବିତ; ‘ସାବଧାନୀ ହଟି ଦୁର୍ଘଟଣା ଘଟି’
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକେ ଲୋକପ୍ରିୟତା ପାଇବା ପାଇଁ ଆଜିକାଲି କିଛି ବି କରିପାରନ୍ତି । ଆପଣ ବହୁତ ଲୋକଙ୍କୁ ନାଚିବାର ଦେଖିଥିବେ । କିନ୍ତୁ କେବେ ଆପଣ ସିଲିଣ୍ଡର ଡ୍ୟାନ୍ସ ଦେଖିଛନ୍ତି । ମୁଣ୍ଡରେ ସିଲିଣ୍ଡର…
Momos ଖାଉଥିଲେ ସାବଧାନ୍… ଗୋଟିଏ ନୁହେଁ, ବିଭିନ୍ନ ସମସ୍ୟାର ହୋଇପାରନ୍ତି ଶିକାର
ଓଡ଼ିଶା ଭାସ୍କର: ଆଜିକାଲି ଲୋକମାନେ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟକୁ ଅଧିକ ପସନ୍ଦ କରିବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଗଳି ଏବଂ କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍ ଉପଲବ୍ଧ, ଯାହା କେବଳ ଶିଶୁ ଏବଂ…
ବିଶ୍ୱର ସବୁଠାରୁ ମହଙ୍ଗା ବିସ୍କୁଟ୍, ଗୋଟିଏ ବିସ୍କୁଟର ଦାମ୍ ୧୫ ଲକ୍ଷ ଟଙ୍କା! କାହିଁକି ଏତେ ରେଟ୍?
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ବିସ୍କୁଟ କିଣିବା ପାଇଁ ମାର୍କେଟକୁ ଗଲେ, ୫-୧୦ ଟଙ୍କାରେ ଖୁବ ସ୍ୱାଦିଷ୍ଟ ବିସ୍କୁଟ ପାଇପାରିବା । ଏହା ଭିତରେ ୮-୧୦ଟି ବିସ୍କୁଟ ରହିଥାଏ । କିନ୍ତୁ ଦୁନିଆରେ ସବୁଠାରୁ ମହଙ୍ଗା…
୯ ଓଭର ପୂର୍ବରୁ ୯ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ: ସାଇ ହୋପ୍ ଖେଳିଲେ ବିସ୍ଫୋରକ ଇନିଂସ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ ଖୁବ ରୋମାଞ୍ଚକର ହେବାରେ ଲାଗିଛି । ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ଆୟୋଜକ ଟିମ୍ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । କିନ୍ତୁ ଏହି ମ୍ୟାଚରେ ଏକ ସହଜ…
Video; ରିଲିଜ୍ ହେଲା ‘କଲ୍କି ୨୮୯୮ ଏଡି’ର ୨ୟ ଟ୍ରେଲର, ଅମିତାଭ-ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ସିନ୍
ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି ।…
ସାବଧାନ୍, ଡେରୀରେ ଅଫିସ ଆସୁଛନ୍ତି କି? ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ, ଫେଲ ହେଲେ କଟିବ ଦରମା
ଓଡ଼ିଶା ଭାସ୍କର: ଅଫିସ ବା କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀମାନଙ୍କ ପାଇଁ ବଡ଼ ଖବର ସାମନାକୁ ଆସିଛି । ଏଣିକି ମନ ଇଚ୍ଛା ସମୟରେ ଅଫିସକୁ ଯାଇ ପାରିବେ ନାହିଁ କୌଣସି କର୍ମଚାରୀ । ଏଥିପାଇଁ ସରକାରଙ୍କ…
ୟୁରୋକପ ୨୦୨୪: ସୁପର ୧୬ରେ ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ, ଏମବାପେଙ୍କ ଅନୁପସ୍ଥିତି ହରାଇ ପାରିଲାନି ଫ୍ରାନ୍ସକୁ
ବର୍ଲିନ: ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଲିପଜିଗରେ ଖେଳାଯାଇଥିବା ୟୁରୋକପର ଏକ ମ୍ୟାଚ୍ ଗୋଲ ଶୂନ୍ୟ ରହି ସମାପ୍ତ ହୋଇଛି । ଯାହା କିଲିୟନ ଏମ୍ବାପେଙ୍କ ଅନୁପସ୍ଥିତି ଉପରେ ପ୍ରଭାବ ପକାଇ ପାରି ନ ଥିଲା । ଚାରି ଦିନ…
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା: ୧୦୮ କଳସ ଜଳ ଓ ବେଦଧ୍ୱନୀରେ ହେବ ଦିବ୍ୟସ୍ନାନ, ଜାଣନ୍ତୁ ମାହାତ୍ମ୍ୟ
ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ…