Browsing Category
ଖବର
ଦେଶରେ ଲାଗୁ ହେଲା ‘ଆଣ୍ଟି ପେପର ଲିକ୍’ ଆଇନ; ଖିଲାଫ କଲେ ୧୦ବର୍ଷ ଜେଲ, ୧କୋଟି ଜରିମାନା
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ପରେ ୟୁଜିସି-ନେଟ୍ ପରୀକ୍ଷା ବାତିଲକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ସେପଟେ ପେପର ଲିକ୍ ରୋକିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇ କଠୋର ଆଇନ ପ୍ରଣୟନ କରିଛନ୍ତି।…
ସାରା ଓଡ଼ିଶାରେ ମୌସୁମୀର ଆଗମନ: ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମାଲକାନାଗିରିକୁ ଅତିକ୍ରମ କରି ସାରା ଓଡ଼ିଶାରେ ପାଦ ଥାପିଛି ମୌସୁମୀ ବାୟୁ । ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୌସୁମୀ…
ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ
ପୁରୀ: (ଓଡ଼ିଶା ଭାସ୍କର) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଜ ବେଶରେ ଦେଖି ବିମୋହିତ ହେବେ ଶ୍ରଦ୍ଧାଳୁ। ରାତି ପାହିଲେ…
Big Breaking; ଓଡ଼ିଶାର ଆଉ ଏକ ସଫଳତା: ୨୦୩୬ ପର୍ଯ୍ୟନ୍ତ ହକି ପ୍ରାୟୋଜକ ହେବ ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ସଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ଶେଷ ହୋଇନି ଓଡ଼ିଶାର ସଫଳତା । ଓଡ଼ିଶାରେ ସେ ଆରମ୍ଭ କରିଥିବା ବିକାଶଧାରା ଆଗକୁ ନେଇଛନ୍ତି…
Video; ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି, ଯାଞ୍ଚ ହେବ EVM
ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି…
(Video) ସାବଧାନ! ଖାଇ ସାରି ଥାଳିରେ ହାତ ଧୋଇଲେ ଘରେ ଲାଗି ରହିବ ଅଶାନ୍ତି… କମିବନି ସମସ୍ୟା
ଓଡ଼ିଶା ଭାସ୍କର: ଆପଣ ବି ଖାଇସାରି ଥାଳିରେ ହାତ ଧୋଉଛନ୍ତି କି ? ଯଦି ହଁ ତେବେ ଆଜି ହିଁ ଏହି ଅଭ୍ୟାସ ଛାଡିଦିଅନ୍ତୁ....ନଚେତ୍ ସବୁବେଳେ ଆପଣଙ୍କ ସହ ସମସ୍ୟା ଲାଗି ରହିବ । କିଛି ଲୋକ ଖାଇ ସାରିବା ପରେ ସେହି ଥାଳିରେ…
ପ୍ରତିଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ…
ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ପରାସ୍ତ କଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୮ର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ଡିଏଲଏସ୍ ନିୟମରେ ବିଜୟୀ ହୋଇଛି । ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୨୦ ଓଭରରେ ୮…
ଦ୍ରାବିଡ କି ଗମ୍ଭୀର ନୁହେଁ… ଟିମ ଇଣ୍ଡିଆର ବିଦେଶ ଗସ୍ତରେ କିଏ ହେବେ କୋଚ୍? ବିଶ୍ୱକପ୍ ପରେ ସିରିଜ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ବିଦେଶ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ବିଶ୍ୱକପରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ନୂଆ କୋଚ୍ ଖୋଜିବ ଭାରତୀୟ ଟିମ୍ । ବର୍ତ୍ତମାନ…
‘ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍ଥେରିଆ ସଂକ୍ରମଣର ଉତ୍ସ’; ପରିବାର କଲ୍ୟାଣ ନିର୍ଦ୍ଦେଶିକା
ଭୁବନୋଶ୍ୱର: (ଓଡ଼ିଶା ଭାସ୍କର) ଡିପ୍ଥେରିଆ ସଂକ୍ରମଣ ନେଇ ଆଜି ସୂଚନା ଦେଇଚନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା । ସେ ଗଣମାଧ୍ୟକୁ କହିଛନ୍ତି " ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍ଥେରିଆ ସଂକ୍ରମଣର ଉତ୍ସ ।…