Browsing Category

ଖବର

ସବୁ ସରକାରୀ କମ୍ପାନୀ ବିକ୍ରି କରିବ ପାକିସ୍ତାନ; ସରକାରଙ୍କ ଘୋଷଣା ପରେ ଗଣମାଧ୍ୟମରେ ହଇଚଇ

ନୂଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ। ପରିସ୍ଥିତି ଏପରି ଆସିଲାଣି ଶେଷରେ ସବୁ ସରକାରୀ କମ୍ପାନୀ ଗୁଡ଼ିକୁ ବିକ୍ରିକରିବାକୁ ବସିଲାଣି ପାକିସ୍ତାନ। ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତି ପରେ,…

ୟୁଜିସି-ନେଟ୍ ୨୦୨୪ ପେପର ଲିକ୍ ମାମଲା; ବାତିଲ ପରେ ତଦନ୍ତ ଆରମ୍ଭ କଲା CBI

ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୪ ପ୍ରଶ୍ନପତ୍ର ଲିକ୍ ହେବା ମାମଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବାର ଦିନକ ପରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ୟୁଜିସି ନେଟ୍ ପରୀକ୍ଷାକୁ ନେଇ ବୈଠକ ପରେ ସାଲିସ୍…

ଆଜି ପାଳନ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । ଦେଶ, ବିଦେଶ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ…

Video; ‘ଯଦି ଏଭଳି କାମ ନ ହୁଏ ତେବେ ଭୁଶୁଡ଼ିଯିବ ଶ୍ରୀମନ୍ଦିର’; ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶହ ଶହ ବର୍ଷର ଶ୍ରୀମନ୍ଦିର ଏବେ ବିପଦରେ ଅଗାକୁ ଭୁଶୁଡ଼ିଯାଇପାରେ ବୋଲି କହିଛନ୍ତି ଏୈତିହ୍ୟ ବିଷେଶଜ୍ଞ । କାହିଁକି ଏମିତି ଦିନ ଆସିଲା, କାହିଁକି ଜଗନ୍ନାଥ ମନ୍ଦିର ଚାରି ପାର୍ଶରେ ମାଟି…

Video; ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା; ଖୋଲିବ ଚାଉଳ ATM

ଭୁବେନଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଚାଉଳ ପାଇଁ ହଇରାଣ ହେବାକୁ ପଡିବନି । କାର୍ଡ ଗଳାଇଲେ ବାହାରିବ ଚାଉଳ । ଖୁବଶୀଘ୍ର ଭୁବେନଶ୍ୱରରେ ଖୋଲା ହେବାକୁ ଯାଉଛି ଚାଉଳ ଏଟିଏମ । ରାସନକାର୍ଡ ହିତାଧୀକକାରୀଙ୍କ ପାଇଁ ଏହି…

ବାରଣାସୀରେ ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗାଯିବା ଘଟଣାରେ ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ମନ୍ତବ୍ୟ ଦେଇଛନ୍ତିକଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର । ରାହୁଲ ଏହି ଘଟଣାକୁ ନିନ୍ଦା କରିବା ସହ…

ଡ୍ରେନ୍ ଟ୍ରାଜେଡି; ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ‘ଡ୍ରେନେଜ ଡିଭିଜନ’ର ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ…

‘ଯିଏ ଆମକୁ ଶେଷ କରିବାକୁ ଚେଷ୍ଟା କରିଥିଲା ତାଙ୍କ ସହ କେବେ ବି ଯିବି ନାହିଁ’; ଉଦ୍ଧବ ଠାକରେ

ମୁମ୍ୱାଇ: ଶିବସେନାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି। ସେମାନେ…

(Video) ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ପଶିଲା ଚୋର: ଭଙ୍ଗାରୁଜା କରି ନେଇଗଲା ଫିଲ୍ମର ନେଗେଟିଭ୍

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍…

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ ଭର୍ତ୍ତୃହରି ମହତାବ; ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଲୋକସଭାକୁ ଲଗାତାର ସାତ ଥର …