Browsing Category
ଖବର
(Video) କିଏ ପ୍ରଥମେ ଧ୍ୱଂସ ପାଇବ, ପୃଥିବୀ ନା ସୂର୍ଯ୍ୟ? ଜାଣନ୍ତୁ କ’ଣ କହୁଛି ମହାକାଶ ବିଜ୍ଞାନ..
ହିନ୍ଦୁ ଧର୍ମର ଦେବତା ସୂର୍ଯ୍ୟଙ୍କର ସମସ୍ତ ତଥ୍ୟ ଆଜି ବି ରହସ୍ୟ ଘେରରେ ରହିଛି । କାରଣ ସୂର୍ଯ୍ୟଙ୍କ ସଂପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ତଥାପି ତାହା ସମ୍ଭବପର ହୋଇପାରୁନି । ସମସ୍ତଙ୍କ…
ଏ କି’ ନୃଶଂସତା! ପରକୀୟା ପ୍ରୀତି ପାଇଁ ଛୁଆକୁ ମାରିଲା ମା…
ପଟାମୁଣ୍ଡାଇ: ପରକୀୟା ପ୍ରୀତି ପାଇଁ ବଳିପଡ଼ିଗଲା ଅଢ଼େଇ ବର୍ଷର ପୁଅ । ପରକୀୟା ପ୍ରୀତି ପାଇଁ ତଳେ କଚାଡ଼ି ମାରିଦେଲେ ମା’ ଆଉ ପ୍ରେମିକ । ପୁଅର କାନ୍ଦ ପିଶାଚିନୀ ମାଆର ହାତକୁ ରୋକି ପାରିଲା ନାହିଁ । ପରକିୟା ପ୍ରିତିରେ…
(Video) ଗୁପଚୁପ୍ ଖାଇବାକୁ ଆସିଛନ୍ତି ଗାଈ ବାଛୁରୀ: ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ…
ସୋସିଆଲ ମିଡିଆରେ ଅନେକ ଅଜବ ଗଜବ ଭିଡିଓ ଦେଖିବାକୁ ମିଳିଥାଏ । ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ । ଏଥିମଧ୍ୟରୁ ଜୀବଜନ୍ତୁଙ୍କୁ ଅଜବ ହରକତକୁ ବେଶ୍ ପସନ୍ଦ କରିଥାନ୍ତି ଲୋକେ । ଏବେ ଏଭଳି ଏକ ଭିଢିଓ ଭାଇରାଲ ହେବାରେ…
Reliance Jio ଲଞ୍ଚ କରିବ ଶସ୍ତା ଲାପଟପ୍: ୧୫ ହଜାର ହୋଇପାରେ ଦାମ୍
ନୂଆଦିଲ୍ଲୀ: Reliance Jio ଖୁବଶୀଘ୍ର ବଜେଟ୍ ଲାପଟପ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି । କୁହାଯାଉଛି ଏହାର ଦାମ୍ ପ୍ରାୟ ୧୫ ହଜାର ଟଙ୍କାର ରଖାଯାଇଛି । ରିଲାଏନ୍ସ ଜିଓ ଏହା ପୂର୍ବରୁ ଶସ୍ତା ଫୋନ୍ ବି ଲଞ୍ଚ…
Railway ରେ ୧୦ମ ପାସଙ୍କ ପାଇଁ ଚାକିରି ସୁଯୋଗ: ରହିଛି ୬୦୦୦ ରୁ ଅଧିକ ଭ୍ୟାକେନ୍ସୀ…
ନୂଆଦିଲ୍ଲୀ: ୧୦ମ ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଢ଼ିଆ ସୁଯୋଗ । ରେଲୱେ ରିକୁଟମେଣ୍ଟ ବିଭାଗ ସେଲ ତରଫରୁ ଆପ୍ରେଣ୍ଟିସ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୂଯାୟୀ…
ଗୋଟିଏ ପେଗ୍ ର ଦାମ୍ ୪.୭ କୋଟି: ଜାଣନ୍ତୁ କେଉଁଠି ମିଳେ ଏହି ହ୍ୱିସ୍କି
ଜାପାନ: ଆଜିକାଲି ଅନେକ ଲୋକ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ବିଶେଷ କରି ଯୁବପିଢିମାନେ ଏହି ନିଶାଦ୍ରବ୍ୟର ଶିକାର ହେଉଛନ୍ତି । ତେବେ ଭାରତ ଅପେକ୍ଷା ଅନ୍ୟ ଦେଶମାନଙ୍କରେ ଏହି ମଦ କିମ୍ବା ନିଶା ଦ୍ରବ୍ୟ ସେବନ କରିବା…
ଏହି ଲେଜେଣ୍ଡ ଅଭିନେତ୍ରୀ ନିଜ ଫିଲ୍ମ ସେଟରେ ଖାଇଥିଲେ ଶକ୍ତ ଚାପୁଡା: ଜାଣନ୍ତୁ ଏହାର ପ୍ରକୃତ କାରଣ..
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ମୁଖାର୍ଜିଙ୍କ ମା' ଅଭିନେତ୍ରୀ ତନୁଜା ସମର୍ଥଙ୍କୁ କିଏ ବା ନଜାଣେ । ତାଙ୍କର ସେହି ଅଭୁଲା ଅଭିନୟର ଯାଦୁ ଆଜି ବି ଲୋକଙ୍କ ମନରେ ବଂଚି ରହିଛି । ତେବେ ଅଭିନୟ ଜଗତରୁ…
ମାର୍କେଟରୁ ନକଲି ମେଡିସିନ କିଣୁଛନ୍ତି କି ? ହୋଇଯାଅନ୍ତୁ ସାବଧାନ, ଏହି ମାଧ୍ୟରେ କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ଅନେକ ସମୟରେ ଆମେ ବଜାରରୁ ବିଭିନ୍ନ ପ୍ରକାର ଔଷଧ ଆଣିଥାଆନ୍ତି । କିନ୍ତୁ ଆମେ ବହୁତ ସମୟରେ ଜାଣି ନଥାନ୍ତି ଯେ ଆମେ ଯେଉଁ ମେଡିସିନ ଖାଉଛନ୍ତି ତାହା ଅସଲି କିମ୍ବା ନକଲି । ତେବେ ମହାମାରୀ ପରଠାରୁ ଦେଶ ତଥା…
୮ ବର୍ଷରେ ଶେଷ ହେଲା ମଙ୍ଗଳଯାନର ଯାତ୍ରା: ବ୍ୟାଟେରୀ ସରିବା ପରେ ନେଲା ବିଦାୟ…
ନୂଆଦିଲ୍ଳୀ: ଭାରତର ମଙ୍ଗଳଯାନରେ ଇନ୍ଧନ ଶେଷ ହୋଇଛି ଏବଂ ଏହାର ବ୍ୟାଟେରୀ ନିଜ କ୍ଷମତା ଠାରୁ ଅଧିକ ଚାଲିବା ପରେ ଶେଷ ହୋଇଛି । ଏହାପରେ ଏବେ ଅନୁମାନ କରାଯାଉଛି ଯେ ମଙ୍ଗଳଯାନ ଏହାର କାର୍ଯ୍ୟ ଶେଷ କରିବାକୁ ଯାଉଛି ।…
Jio, Airtel, VI, BSNL : କେଉଁ କମ୍ପାନୀ କେବେ ଦେବ ୫ଜି ସେବା ?
ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଅଫିସିଆଲ ଭାବରେ ଲଞ୍ଚ ହୋଇଛି । ଅନେକ ସହରରେ ଏହାର ଫାଇଦା ୟୁଜର୍ସଙ୍କୁ ମିଳିବାକୁ ଲାଗିଛି । ଅବଶ୍ୟ ସମସ୍ତକୁ ଏହି ହାଇ-ସ୍ପିଡ ଇଣ୍ଟରନେଟ୍ କନେକ୍ଟିଭିଟି ୫ଜି ସେବା ପାଇଁ ଆହୁରି…