Browsing Category

ଖବର

ପୋଲିଓ ଜୀବାଣୁ ମିଳିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ଟିକାକରଣ ତ୍ୱରାନିତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବିକଶିତ ତଥା ଆଗୁଆ ଦେଶ ଆମେରିକାରେ ବ୍ୟାପିଛି ପୋଲିଓ। ସ୍ଥିତି ଏପରି ହୋଇଛି ଯେ, ପ୍ରଶାସନ ପକ୍ଷରୁ ରାଜ୍ୟ ଆପତ୍ତିକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ନିଉୟର୍କର ଲଙ୍ଗ ଦ୍ୱୀପରେ…

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…

KRKଙ୍କୁ ମିଳିଲା ଜାମିନ: ଟ୍ୱିଟରେ କରିଲେ ଧମକ ଭରା ଟ୍ୱିଟ୍…

ମୁମ୍ବାଇ: ଅତୀତରେ ଏକ ବିବାଦୀୟ ଟୁଇଟ୍ ପାଇଁ ସିନେ କ୍ରିଟିକ୍ସ KRKଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ବେଳେ ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି । ତେବେ କମଲ ଆର ଖାନ୍ (KRK) ଜେଲରୁ ଫେରିବା ମାତ୍ରେ ତାଙ୍କ ପୁରୁଣା…

ଭାରତୀୟ ରାଇସମ୍ୟାନ, ଯିଏ ଦୁନିଆକୁ ଖାଇବାକୁ ଦେଲେ ଚାଉଳ, ଜାଣନ୍ତୁ କେମିତି ପାଇଲେ ଉପାଧି

ନୂଆଦିଲ୍ଲୀ: ଆପଣ ସାଧାରଣତଃ ଆଇରନ ମ୍ୟାନ୍, ସ୍ପାଇଡର ମ୍ୟାନ୍, ଶକ୍ତିମାନ ଏପରିକି ପ୍ୟାଡ ମ୍ୟାନ୍ ନାମ ମଧ୍ୟ ଶୁଣିଥିବେ। କଣ କେବେ ଆପଣ ରାଇସ୍ ମ୍ୟାନ୍ ନାମ ଶୁଣିଛନ୍ତି। ଯଦି ଶୁଣି ନାହାନ୍ତି ତେବେ ଚାଲନ୍ତୁ ଜାଣିବା…

Covid19 Vaccine: ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଖୁବ ଶୀଘ୍ର ମାର୍କେଟ କୁ ଆସିବା ନାସାଲ୍ କରୋନା ଟିକା

ନୂଆଦିଲ୍ଲୀ :ପାଞ୍ଚରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ନାସାଲ୍ କରୋନା ଟିକା ଖୁବ ଶୀଘ୍ର ମଧ୍ୟ ଉପଲବ୍ଧ ହେବ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭରତ ବାୟୋଟେକ ଡ୍ରଗ୍ ନିୟନ୍ତ୍ରକଙ୍କଠାରୁ ଏଥି ପାଇଁ ଅନୁମତି ମାଗିଛି।…

ଅଲ୍ଲୁ ଅର୍ଜୁନଙ୍କୁ ମିଳିବ ଏହି ପୁରସ୍କାର : ସିମ୍ମାରେ ପୁଷ୍ପାର ଜଲୱା

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁଅର୍ଜୁନଙ୍କୁ ଦର୍ଶକ ମନରୁ ଭୁଲି ନଥିବା ବେଳେ ପୁଣି ଥରେ ତାଙ୍କ ଜଲୱା ଦେଖିବାକୁ ମିଳିବ । ତେବେ 'ସିମ୍ମା' ଆୱାର୍ଡରେ ଅଲ୍ଲୁ ଅର୍ଜୁନ 'ପୁଷ୍ପା' ଷ୍ଟାଇଲରେ ନଜର ଆସିଛନ୍ତି । ଏହା…

ଡାକ ବିଭାଗରେ ୯୮,୦୮୩ ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି , ଶୀଘ୍ର କରନ୍ତୁ ଆବେଦନ

ଦେଶରେ ସରକାରୀ ଚାକିରି ପାଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଭାଗରେ ନିଯୁକ୍ତି ଏବେବି ଜାରି ରହିଛି। ଯଦି ଆପଣ ମଧ୍ୟ ଏକ ସରକାରୀ ଚାକିରି…

ସର୍ଭେରୁ ଆଶ୍ଚର୍ଯ୍ୟକର ଖୁଲାସା: ସ୍ମାର୍ଟ ଫୋନ ପାଇଁ ଚିନ୍ତାରେ ଅବିଭାବକ

ନୂଆଦିଲ୍ଲୀ: ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଫୋନରେ ବ୍ୟସ୍ତ ରହିଛନ୍ତି । ଖାସ୍ କରି ଛୋଟ ପିଲାମାନେ ଅତ୍ୟଧିକ ମାତ୍ରାରେ ଏହି ସ୍ମାର୍ଟ ଫୋନରେ ଅଭ୍ୟସ୍ତ ରହୁଛନ୍ତି ।…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ,ଏହି ଲିଙ୍କରୁ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବମ୍ବେ ଆଜି JEE ଆଡଭାନ୍ସଡ ଫଳାଫଳ 2022 ଘୋଷଣା କରିଛି । ଆଇଆଇଟି ବମ୍ବେ JEE ଆଡଭାନ୍ସଡ ଫଳାଫଳ ତାରିଖ ଏବଂ ସମୟ ସେପ୍ଟେମ୍ବର ୧୧ ତାରିଖ ୧୦ ଟା ରେ ଘୋଷଣା…

ମାୟନଗରୀ ମୁମ୍ବାଇ ଗସ୍ତରେ ଯିବେ ନବୀନ; ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍ ଦେବେ ଯୋଗ

ଭୁବନେଶ୍ୱର: ମାୟନଗରୀ ମୁମ୍ବାଇ ଗସ୍ତରେ ଯିବେ ନବୀନ। ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍’ ଅନୁଷ୍ଠିତ ହେବାକୁ ଯାଉଛି। ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହାସହ ରାଜ୍ୟ…