Browsing Category

ଖବର

ଅତି ବୁଦ୍ଧିମାନ ଏହି ବିଷାକ୍ତ ସାମୁଦ୍ରିକ ଜୀବ: ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଦେଇପାରେ ଅନେକ ତଥ୍ୟ

ନୂଆଦିଲ୍ଲୀ: ପାଣି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି । ମାଛ, କୁମ୍ଭୀର ଆଦି ଅନେକ ଜଳଚର ପ୍ରାଣୀ ବିଷୟରେ ଆମେ ଜାଣିତିବା ବେଳେ ଅନେକଙ୍କୁ ଆମେ ଜାଣି ନ ଥାଉ । ବିଶେଷ କରି ସମୁଦ୍ର ମଧ୍ୟରେ ଅନେକ ପ୍ରାଣୀ ଏଭଳି…

ଆଜି ଶେଷ ତାରିଖ, ପୁଣି ବଢିବ କି ୨୦୦୦ ଟଙ୍କିଆ ନୋଟର ଡେଡଲାଇନ୍? ଘୁଞ୍ଚିପାରେ ଅବଧି

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ ଆଜିଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ଲାଗିପାରେ ପ୍ରତିବନ୍ଧକ । ଆଜି ପରଠାରୁ ବ୍ୟାଙ୍କରେ ୨୦୦୦ ଟଭ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବାର ଶେଷ ତାରିଖ ।…

ଦେଶରେ କମ୍ ହେଉଛି ‘ବାଘମାମୁଁ’ଙ୍କ ସଂଖ୍ୟା: ମାତ୍ର ୯ ମାସରେ ପ୍ରାୟ ୧୫୦ ବାଘ ମୃତ୍ୟୁ

ନୂଆଦିଲ୍ଲୀ: ଜଙ୍ଗଲର ପଶୁପକ୍ଷୀମାନଙ୍କ ଉପରକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ବିଶେଷ କରି ଭାରତର ଜାତୀୟ ପଶୁ ବାଘଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଗତ ୯ ମାସ ଭିତରେ ସାରା ଦେଶରେ ପ୍ରାୟ ୧୫୦ ବାଘ ମୃତ୍ୟୁବରଣ…

ସାବଧାନ୍! ୧୩ ବର୍ଷରୁ PORN ଦେଖୁଛନ୍ତି ଭାରତର ପିଲାମାନେ: ଛୋଟ ଛୁଆଙ୍କ ଅଭ୍ୟାସକୁ ନେଇ ଚେତାବନୀ ଦେଲେ ଏକ୍ସପର୍ଟ

ନୂଆଦିଲ୍ଲୀ: କମ୍ ବର୍ଷ ବୟସରେ ଭାରତର ପିଲାମାନଙ୍କ ମଧ୍ୟରେ ପର୍ଣ୍ଣ ପ୍ରତି ଆକର୍ଷଣ ବୃଦ୍ଧି ପାଉଛି । ତେବେ ଦେଶରେ ଛୋଟ ପିଲାଙ୍କର ପର୍ଣ୍ଣ ପ୍ରତି ଆକୃଷ୍ଟ ହେବାର ହାରାହାରି ବୟସ ହେଉଛି ମାତ୍ର ୧୩ ବର୍ଷ । ଅନେକ…

ପୂର୍ବତନ ମେୟରଙ୍କ କାର୍ ଉପରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଗଲେ ଶିବଶଙ୍କର

ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ହୋଇଛି ବୋମାମାଡ଼ । ହଠାତ୍ ୨ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଜାଣିବାକୁ ମିଳିଛି । ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ୨ ଜଣ ଦୁର୍ବୃତ୍ତ…

ଗୋଟିଏ ଦିନରେ ୨୦ ସ୍କ୍ରବ ଟାଇଫସ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଥମିବାର ନାଁ ନେଉନି ସ୍କ୍ରବ ଟାଇଫସ ଆତଙ୍କ । ପ୍ରତିଦିନ ଲଗାତାର ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

(Video) ଦ୍ରୁତ ଗତିରେ ତଳକୁ ଧସି ହୋଇ ଯାଉଛି ଏହି ସହର: ନାସା ଦେଲା ଭୟାନକ ତଥ୍ୟ

ଦବୁଛି ଆମେରିକାର ନ୍ୟୁୟର୍କ ସହର । ନିକଟରେ ନାସା ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁୟର୍କ ସିଟି ନିଜ ଓଜନ କାରଣରୁ ଧୀରେ ଧୀରେ ଚାପ…

ପାକିସ୍ତାନ ନୁହେଁ, ଏହି ଦେଶ ମଧ୍ୟ ଆତଙ୍କବାଦକୁ ଦେଉଛି ଶରଣ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନଜ୍ଜରୀ ହତ୍ୟା ପରେ ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ତେବେ ଭାରତ-କାନାଡ଼ା ଭିତରେ ଜାରି ରହିଥିବା ଏହି ବିବାଦ ମଧ୍ୟରେ ଆମେରିକାରୁ ଏକ ବଡ଼ ବୟାନ…

ଆମକୁ ଖାଇବାକୁ ଦେଉନି BCCI… ବିଶ୍ୱକପ ପୂର୍ବରୁ ପାକିସ୍ତାନ ବୋର୍ଡ ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିଛି ପାକିସ୍ତାନ ଟିମ୍ । ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଏଠାରେ ଦଳକୁ ଭବ୍ୟ ସ୍ୱାଗତ…

କେଉଁ ବୟସରେ ସ୍ୱଇଚ୍ଛାରେ କରିପାରିବେ SEX? ଶାରୀରିକ ସମ୍ପର୍କ ପାଇଁ ସମ୍ମତିକୁ ନେଇ କ’ଣ କହିଲେ ବିଧି ଆୟୋଗ?

ନୂଆଦିଲ୍ଲୀ: ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହି ବୟସରେ ପରିବର୍ତ୍ତନ କରିବା ନେଇ କୋର୍ଟରେ ଆଲୋଚନା ହୋଇଛି । କିନ୍ତୁ ପୋକ୍ସୋ ଆକ୍ଟ ଅନୁସାରେ,…