Browsing Category
ଖବର
ପୁଣି ‘ଟ୍ରିପଲ ତଲାକ’କୁ ମିଳିବ କି ଅନୁମତି? ସମର୍ଥନ କରୁଛି ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ’ ବୋର୍ଡ
ନୂଆଦିଲ୍ଲୀ: ଇସଲାମ ସମ୍ପ୍ରଦାୟରେ ପ୍ରଚଳିତ ‘ଟ୍ରିପଲ ତଲାକ’ ପରମ୍ପରାକୁ ହଟାଇ ଦିଆଯାଇଛି । ୨୦୧୭ ମସିହାରୁ ଏହି ପ୍ରଥାକୁ ଅସମ୍ବିଧାନିକ ଘୋଷଣା କରିବା ସହ ଏହାକୁ ଅପରାଧର ଆଖ୍ୟା ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ…
ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି ।…
ଖୁସି ଖବର, ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆଖୁଚାଷରେ ବୃଦ୍ଧି ପାଇଲା MSP ଦର
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଏକ ବଡ ଖୁସିଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖୁଚାଷରେ ଏମଏସପି ଦର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା…
ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…
(Video) ଅଲୌକିକ ରହସ୍ୟ: ଆଷାଢ଼ ମାସରେ ହେଉଛି ଆମ୍ବ ବଉଳ, କାହିଁକି ଏପରି ଘଟିଲା, ଲୋକମାନେ ତାଜୁବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମର ଆଖାପାଖରେ ଅନେକ ସମୟରେ କିଛି ଅଦ୍ଭୂତ ଘଟଣା ଦେଖିବାକୁ ମିଳିଥାଏ । କୌଣସି ଜୀବଜନ୍ତୁ, ଫୁଲ, ଫଳକୁ ନେଇ ଦେଖିବାକୁ ମିଳିଥାଏ କିଛି ନୂଆ ଘଟଣା । ବର୍ତ୍ତମାନ ଆଷାଢ଼ ମାସ ଚାଲିଥିବା ବେଳେ…
ବଦ୍ରିନାଥ ଧାମ ଆଖପାଖରେ ପାଳନ କରାଯିବ ନାହିଁ ଇଦ୍, ବୈଠକରେ ହେଲା ନିଷ୍ପତ୍ତି
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ । ବଦ୍ରିନାଥ ଧାମର ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ବଦ୍ରିନାଥ ଧାମରେ ଇଦ୍ ପାଳନ…
ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ସନ୍ଧ୍ୟା ଦର୍ଶନ ପରେ ଭକ୍ତଙ୍କ ଶେଷ ଯାତ୍ରା
ଭୁବନେଶ୍ୱର: ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ମହାପ୍ରଭୁଙ୍କ ଆଡପ ଦର୍ଶନ ଥିଲା । ସନ୍ଧ୍ୟା ୫ଟା ୨୦ ରେ ଏହି ଦର୍ଶନ ବନ୍ଦ ହୋଇଥିଲା । ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥିଲା ।…
(Video) ରଥରୁ ଓହ୍ଲାଇ ଆସିଲେ ଶ୍ରୀଜୀଉ: ମହିଳାଙ୍କ ପରଟା ଉପରେ ଦିଶିଲା କଳାଶ୍ରୀମୁଖ
ଅତ୍ର ତତ୍ର ସର୍ବତ୍ର ଜଗନ୍ନାଥ । ଏକଥା ଆମେ କେବଳ ଶୁଣିଥିଲେ, ଆଉ ପୁରାଣକୁ ବିଶ୍ୱାସ କରି ଚାଲିଥିଲୋ କିନ୍ତୁ ଏବେ ଏହାର ମିଳିଛି ପ୍ରମାଣ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରୁ ଓହ୍ଲାଇ ଆସିଛନ୍ତି କଳାବାମନ । ଦିନେ…
ଭଡାଘର ବି ହୋଇପାରିବ ନିଜର: କେତେ ଦିନ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ?
ଭୁବନେଶ୍ୱର: ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ…
ଦିନିକିଆ ବିଶ୍ୱକପର ଘୋଷଣା:ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଶେଷ ହୋଇଛି ଅପେକ୍ଷା । ଆଇସିସି ତରଫରୁ ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇ ସାରିଛି । କ୍ରିକେଟର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଆଇସିସି ଏଥିପାଇଁ ଟାଇମ ଟେବୁଲ ଘୋଷଣା କରିଛି ।…