Browsing Category

ଖବର

ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା, ଫିଲ୍ମ ରିଲିଜ ପୂର୍ବରୁ ଲାଗିଲା ବ୍ରେକ୍

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ । ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି । ଏହାକୁ ଦେଖି ଆଗକୁ ଆସିବାକୁ ଯାଉଥିବା…

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକା ଉଦ୍ଭାବନରେ ଓଡିଆ ବୈଜ୍ଞାନିକଙ୍କ କୃତିତ୍ୱ, ଡଃ.ତାରେଣୀ ଦାସଙ୍କୁ ସମ୍ମାନିତ କଲେ କୃଷି ଓ କୃଷକ କଲ୍ୟାଣ…

ନିମାପଡ଼ା, (ଭାସ୍କର ନ୍ୟୁଜ): ନିମାପଡା ଅଞ୍ଚଳର ବୋହୂ ଜାପାନିଜ ଏନ୍‌ସେଫାଲାଇଟସ୍‌ ଟୀକା ଉଦ୍‌ଭାବନରେ କୃତିତ୍ୱ ହାସଲ କରିଛନ୍ତି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଓଡିଆ ବୈଜ୍ଞାନିକଙ୍କୁ ସମ୍ମାନିତ…

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ, ଟିକିନିଖି ନଜର ରଖିବ ଚୀନ

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍‌ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ପ୍ରତିଦିନ ଲାଲ କଦଳୀ ଖାଇଲେ କମିବ ଓଜନ, ଦ୍ରୁତ ଗତିରେ ବଢ଼ିବ ଇମ୍ୟୁନିଟି ପାଓ୍ୱାର

ନୂଆଦିଲ୍ଲୀ: କଦଳୀ ବର୍ଷସାରା ଉପଲବ୍ଧ ଏକ ଫଳ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ । କିନ୍ତୁ ନାଲି କଦଳୀ ଖାଇବା ବହୁ…

ଏଆଇଏଫ୍‌ଏଫ୍‌ ଉପରୁ କଟକଣା ହଟାଇଲା ଫିଫା, ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ପାଇଁ ରାସ୍ତା ପରିଷ୍କାର

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରସନ୍‌ (ଏଆଇଏଫ୍‌ଏଫ୍‌) ଉପରୁ କଟକଣା ହଟାଇଲା ବିଶ୍ୱ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା । ଭାରତୀୟ ଫୁଟବଲ୍‌ ମହାସଂଘର କାର୍ଯ୍ୟକଳାପରେ ୩ୟ ପକ୍ଷର ହସ୍ତକ୍ଷେପ ନେଇ ଫିଫା ଗତ ୧୬…

ଆଜି ଏଏସ୍‌ଓ ପରୀକ୍ଷା: ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ ।…

ଆଜି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନା ଶନିବାର ତାଙ୍କର ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ଶନିବାର ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ ।…

ଆଜିଠୁ ଏସିଆ କପ୍ ମୁକାବିଲା: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାମୁହିଁଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ଭାରତ-ପାକିସ୍ତାନ୍‌ ଲଢ଼େଇକୁ ଦର୍ଶକଙ୍କ…

ଦୁବାଇ:  ଆଜିଠୁ ଏସିଆ କପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ…

ସମୁଦ୍ରର ଶାର୍କ ଭୂମି ଉପରେ ଚାଲୁୁଛି, ଆଗାମୀ ଦିନରେ ମାଛମାନେ ମଣିଷକୁ ସ୍ଥଳଭାଗରେ ଆକ୍ରମଣ କରିବେ! ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ସମୁଦ୍ରରେ ପହଁରୁଥିବା ଶାର୍କ ଏବେ ମାଟି ଉପରେ ଚାଲିବାର ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଶାର୍କର ସ୍ଥଳଭାଗରେ ଚାଲିବାର ଏକ ଭିଡିଓ…

ସାମ୍ନାକୁ ଆସିଲା ସୋନାଲିଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଡ୍ରଗ୍ସ ସେବନ ପରେ ଚାଲି ପାରୁ ନଥିଲେ ସୋନାଲି

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କର ମୃତ୍ୟୁ ଘଟିଥିଲା । ତେବେ ସୋନାଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ କୁହାଯାଉଥିଲେ ହେଁ ପରେ ଏନେଇ ଆସିଥିଲା ଟ୍ୱିଷ୍ଟ ।…