Browsing Category
ଖବର
କେଉଁ ଗ୍ରହ ଜଣେ ବ୍ୟକ୍ତିକୁ କରେ ସଫଳ ଶିକ୍ଷକ ? ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର କ’ଣ କହେ…
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ଉପସ୍ଥିତ ଗ୍ରହଗୁଡ଼ିକ କେବଳ ଆପଣଙ୍କ ସ୍ୱଭାବ ବିଷୟରେ ସୂଚନା ଦେଇନଥାଏ ବରଂ ଆପଣଙ୍କ କ୍ୟାରିଅର ବିଷୟରେ ଅନେକ ଗୁପ୍ତ କଥା ମଧ୍ୟ ପ୍ରକାଶ କରିଥାଏ। ସେହିପରି,…
ଏସିଆ କପ୍ ୨୦୨୫ ପୂର୍ବରୁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନୂଆ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ ବେଶୀ ଦିନ ବାକି ନାହିଁ। ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଦୁବାଇ…
ବଦଳିଲା ପାଗ: ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ
ଭୁବନେଶ୍ବର: କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲାନି ବିମାନ।
ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ପାଗ ଖରାପ…
ଦିଅର ହାତରେ ଭାଉଜ ଟାଟୁ, ସହିପାରିଲାନି ସ୍ୱାମୀ, କରିଦେଲା ଏମିତି କାଣ୍ଡ…
ମଧ୍ୟପ୍ରଦେଶ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ। ଯାହା ଥରେ ଭାଙ୍ଗିଲେ ଆଉ ତାକୁ ଯୋଡ଼ିବା ବୋହୁତ କଷ୍ଟକର ହୋଇପଡେ। ତେଣୁ ଏହି ବିଶ୍ୱାସକୁ ସବୁବେଳେ ବଜାୟ ରଖିବା ଦମ୍ପତ୍ତିଙ୍କର ପ୍ରକୃତ…
ଏହି ଭିଟାମିନ୍ ଅଭାବରୁ ହୁଏ ମୁଣ୍ଡ ବିନ୍ଧା, ଛୋଟ ଲକ୍ଷଣ ନେଇପାରେ ଜୀବନ
ଓଡିଶାଭାସ୍କର: ମୁଣ୍ଡ ବିନ୍ଧା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ। ହେଲେ ପ୍ରାୟ ଲୋକ ଏହି ମୁଣ୍ଡ ବିନ୍ଧା ଯନ୍ତ୍ରଣାକୁ ଅତି ହାଲକା ଭାବରେ ନେଇଯାଆନ୍ତି।
ଏପରିକି କିଛି ଲୋକ ଅନୁଭବ କରନ୍ତି ଯେ, ସେମାନଙ୍କର…
Trump Tariff on World: “ଆମେରିକା ଆର୍ଥିକ ସ୍ତରରେ ଧ୍ବଂସ ହୋଇଯିବ”- ଟ୍ରମ୍ପ କହିଦେଲେ ଏହି ବଡ଼ କଥା
ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ଆର୍ଥିକ ସ୍ତରରେ ଧ୍ୱଂସ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଟ୍ରମ୍ପ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍ ସୁପ୍ରିମକୋର୍ଟରେ ଏହା କହିଛନ୍ତି। ଆପଣଙ୍କୁ ଜଣାଇ…
ପୁଣି କ୍ରିକେଟ୍ ଜଗତକୁ ଫେରିଲେ ଏହି ଷ୍ଟାର ଖେଳାଳି, ୩ ବର୍ଷ ପରେ ପ୍ରତ୍ୟାହାର କଲେ ଅବସର
ନ୍ୟୁଜିଲାଣ୍ଡ: ତିନି ବର୍ଷ ପରେ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଥିଲେ ଆଉ ଏବେ ନିଜେ ନିଜର ସନ୍ନ୍ୟାସକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ତାଙ୍କୁ ଏବେ ପୁଣି ଥରେ ପଡିଆରେ ଦେଖିବାକୁ ମିଳିବ। ଯାହାକୁ ନେଇ କ୍ରିକେଟ୍…
Asia Cup 2025: ଏସିଆ କପ୍ ପୂର୍ବରୁ ପାକିସ୍ତାନ ଟିମ୍ ହାତରେ ବଡ଼ ଅସ୍ତ୍ର; ଭାରତ ପାଇଁ ସତର୍କ ଘଣ୍ଟି !
ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ପାକିସ୍ତାନ ଟିମ୍ ହାତରେ ଲାଗିଛି ବଡ଼ ଅସ୍ତ୍ର । ଯାହା ଭାରତ ପାଇଁ ବଡ଼ ଡେଞ୍ଜର ସାବ୍ୟସ୍ତ ହୋଇପାରେ ।
ସଂଯୁକ୍ତ ଆରବ ଏମିରାତ (ୟୁଏଇ)ରେ ଆୟୋଜିତ ତ୍ରି-ସିରିଜରେ ପ୍ରଥମ ଥର ପାଇଁ…
ପାରାଦୀପ ପୋର୍ଟରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ଦୁଇ କ୍ରିୟୁ ମେମ୍ବର
ପାରାଦୀପ: ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ କ୍ରିୟୁ ମେମ୍ବର ନିଖୋଜ ଅଛନ୍ତି।
ପାରାଦୀପ ପୋର୍ଟ ବର୍ଥରେ ଘଟିଛି ଅଘଟଣ। ୨ କ୍ରିୟୁ ମେମ୍ବର ଚୀନର…
ଆଜି ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ସବୁ ବନ୍ଦ, ହେଲେ କାହିଁକି…
ନୂଆଦିଲ୍ଲୀ: ଆଜି ସେପ୍ଟେମ୍ୱର ମାସ ୫ ତାରିଖ। ଦେଶର ଅନେକ ରାଜ୍ୟରେ ସ୍କୁଲ, ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ। ହେଲେ ଆପଣ ଜାଣିଛନ୍ତି କି କାହିଁକି ଆଜି ସବୁ ସରକାରୀ ଅଫିସ୍ ସମେତ ସ୍କୁଲ ଏବଂ ବ୍ୟାଙ୍କ…