Browsing Category
ଖବର
ଆସିଲା ଟ୍ରମ୍ପଙ୍କ ରିସର୍ଟର ସାଟେଲାଇଟ୍ ଫଟୋ, ମିଲିୟନ ମିଲିୟନ ଡଲାରରେ ତିଆରି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ବ୍ୟସ୍ତ ଥିବା ଭଳି ଜଣାପଡ଼ୁଛନ୍ତି। ହେଲେ ତାଙ୍କର ଏହି ବ୍ୟବସ୍ଥା ଇରାନ- ଇଜରାଇଲ ପର୍ଯ୍ୟନ୍ତ ସୀମିତ ନାହିଁ।
ପ୍ରକୃତରେ, ଟ୍ରମ୍ପଙ୍କ ନାମ…
16 ବର୍ଷର ଚାକିରି; 2 ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?
ଭୁବନେଶ୍ବର: ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ…
ଗୁଗୁଲ୍ ଓ ମେଟାକୁ ED ନୋଟିସ୍, ଅନଲାଇନ୍ ବେଟିଂ ଆପ୍ ପାଇଁ ଅକଳରେ ଦୁଇ ବଡ଼ କମ୍ପାନୀ
ନୂଆଦିଲ୍ଲୀ: ଗୁଗୁଲ୍ ଓ ମେଟାକୁ ED ନୋଟିସ୍। ଅନଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗୁଲ୍ ଓ ମେଟାକୁ ED ନୋଟିସ୍ ପଠାଇଛି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରାଯାଇଛି।
ଜୁଲାଇ ୨୧ରେ ହାଜର…
ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…
ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର
ପିପିଲି: ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…
(Viral Video) ଉଗ୍ରଚଣ୍ଡୀ ବୋହୂ, ସମ୍ପତ୍ତି, ଟଙ୍କା ପାଇଁ… ବୃଦ୍ଧ ଶଶୁରକୁ ମାଡ଼
ଉତ୍ତରପ୍ରଦେଶ: ପାରିବାରିକ କଳହ ନେଇଛି ହିଂସାର ରୂପ। ଉତ୍ତରପ୍ରଦେଶ ଇଟବା ଜିଲ୍ଲା ଥାନା ରାହତପୁର ଗାଁରେ ବୋହୂ ସମ୍ପତ୍ତି ପାଇଁ ବୃଦ୍ଧା ଶଶୁରକୁ ମାଡ଼ ମାରିଛି। ୫ ହଜାର ଟଙ୍କା ପାଇଁ ହିତାହିତ ଜ୍ଞାନ ହଜାଇ ଦେଲା ବୋହୂ।…
26 ଜୁଲାଇରୁ ମହାଲକ୍ଷ୍ମୀ ରାଜଯୋଗ ଆରମ୍ଭ, ଏହି 4ଟି ରାଶିର ବଦଳିବ ଭାଗ୍ୟ, ବଢିବ ବ୍ୟାଙ୍କ ବାଲାନ୍ସ
ଓଡ଼ିଶା ଭାସ୍କର: ଜୁଲାଇ ମାସର ଶେଷ ସପ୍ତାହରେ ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ଶୁଭ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। 26 ଜୁଲାଇରେ ସିଂହ ରାଶିରେ ଗୋଚର କରିବ ଚନ୍ଦ୍ର । ଯେଉଁଠାରେ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ଏପରି…
ଭିଣୋଇକୁ ଦେଖି ଶାଳି ହେଲା ବେକାକୁ, ବଜାର ବାହାନାରେ ଭିଣୋଇ ସହ ଚମ୍ପଟ
ଉତ୍ତରପ୍ରଦେଶ: ଏପଟେ ଚାଲିଛି ବିବାହ ପ୍ରସ୍ତୁତି, ସେପଟେ କିନ୍ତୁ ଘଟିଗଲା କିଛି ଏମିତି ଯାହା ଘଟିବାର ନଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜିଲ୍ଲାର ଠାକୁରଦ୍ୱାର ଥାନା ଅଞ୍ଚଳରେ ଚର୍ଚ୍ଚା ଲାଗିଛି।…
IND vs ENG: ଇଣ୍ଡିଆ-ଇଂଲଣ୍ଡ ସିରିଜ ମଝିରେ ଆସିଲା ବଡ଼ ଖବର, ବଲ୍କୁ ନେଇ ECB ଉଠାଇଲା ପ୍ରଶ୍ନ
ନୂଆଦିଲ୍ଲୀ: ଇଣ୍ଡିଆ-ଇଂଲଣ୍ଡ ସିରିଜ ମଝିରେ ଆସିଲା ବଡ଼ ଖବର। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟବହୃତ ଡ୍ୟୁକ୍ସ ବଲର ଗୁଣବତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲା ECB ।…
BREAKING: ବିଭତ୍ସ ହତ୍ୟା: ଟାଙ୍ଗିଆରେ ସାଙ୍ଗର ଜୀବନ ନେଲା ସାଙ୍ଗ
ଦେବଗଡ଼: ଦେବଗଡ଼ରେ ବିଭତ୍ସ ହତ୍ୟା। ଦେବଗଡ଼ ନୂଆଗାଁରେ ସାଙ୍ଗକୁ ମାରିଦେଲା ସାଙ୍ଗ। ଘର ଭିତରେ ଟାଙ୍ଗିଆରେ ହାଣି ସାଙ୍ଗକୁ ନିର୍ମମ ହତ୍ୟା କରିଛି ସାଙ୍ଗ।
ଘର ଭିତରେ ସାଙ୍ଗକୁ ବଳି ଦେଇଥିବା ଲୋକେ କଲେ ଅଭିଯୋଗ। ବନ୍ଦ…