Browsing Category
ଖବର
ୟେ ମା ନା ପିଶାଚୀ.. ଦୁଇ ଭଉଣୀଙ୍କ କଳହ ମଧ୍ୟରେ ବଳି ପଡିଲା ଶିଶୁ, ଦୁଇ ମହଲାରୁ ଛେଚିଦେଲା ଜନ୍ମଦାତ୍ରୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ନଅ ମାସର ନିଷ୍ପାପ ପୁଅକୁ ଛାତରୁ ଫିଙ୍ଗି ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ…
ଛାତ୍ରର ଭାଷଣ ଶୁଣି କୋମାରେ ଶିକ୍ଷକ, ସରକାରଙ୍କ ନିକଟରେ ରଖିଲା ଅଜବ ଦାବି
ନୂଆଦିଲ୍ଲୀ: ଛାତ୍ରର ଭାଷଣ ଶୁଣି ଶିକ୍ଷକଙ୍କ ହୋସ୍ ଉଡ଼ିଗଲା। ପ୍ରିନ୍ସପାଲ କେବେ କଳ୍ପନା ବି କରିନଥିଲେ କି ବାଳକ ଜଣକ ଜାନୁଆରୀ ୨୬କୁ ନେଇ ଏପରି ଭାଷଣ ଦେବେ ବୋଲି। ଏବଂ ବାଳକର ଭାଷଣ ଶୁଣି ବି ଉପସ୍ଥିତ ଥିବା…
ମିଛରେ ୧୦୮ ଆମ୍ବୁଲାନ୍ସ ଡକାଇବା ପଡିଲା ମହଙ୍ଗା, ଯୁବକଙ୍କ କାଣ୍ଡ ପାଇଁ ଆଉ ଗାଁକୁ ଆସୁନି ଆମ୍ବୁଲାନ୍ସ
ଅନୁଗୁଳ: ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାପାଇଁ ମିଛରେ ଆମ୍ବୁଲାନ୍ସ ଡକାଇ ପୋଲିସ ହାତରେ ହେଲେ ବନ୍ଧା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସୁଶୁବା ଗ୍ରାମପଞ୍ଚାୟତ ପୋଡାଗଡ଼ ଗାଁରୋ…
ଟ୍ରେକିଂ ସମୟରେ ନିଶ୍ୱାସ ନେବା କାହିଁକି କଷ୍ଟ ହୁଏ? ପାହାଡ ଚଢିବା ପୂର୍ବରୁ ଜାଣିନିଅନ୍ତୁ କାରଣ
ନୂଆଦିଲ୍ଲୀ: ଟ୍ରେକିଂ ପ୍ରେମୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ରୋମାଞ୍ଚକର ଅଭିଜ୍ଞତା । କିନ୍ତୁ ପ୍ରାୟତଃ ଲୋକମାନେ ଏହି ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଏହା କାହିଁକି ଘଟେ ଏବଂ ଏହାକୁ କିପରି ଏଡାଯାଇପାରିବ…
ଶୋଇବା ସମୟରେ ଆପଣଙ୍କ ଆଖି ଖୋଲା ରହୁଛି କି? ଜାଣନ୍ତୁ ଏହା ପଛର କାରଣ
ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ଆଖି ବନ୍ଦ କରି ଶୋଇଥାଉା କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଖି ଖୋଲି ଶୋଇଥାନ୍ତିା ବିଶେଷ କରି ଛୋଟ ପିଲାମାନୋ
ଏହା ନିଦ୍ରା ଉପରେ କୌଣସି ପ୍ରଭାବ ପକାଇନଥାଏ କିନ୍ତୁ…
ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶଫି
ମୁମ୍ୱାଇ: ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ଶଫି, ଯାହାଙ୍କ ପ୍ରକୃତ ନାମ ରସିଦ ଏମ୍ଏଚ୍ ଥିଲା, ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।
ଷ୍ଟ୍ରୋକ୍ ସହ…
ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ଖୁବଶୀଘ୍ର ହେବ ନବକଳେବର
ଭୁବନେଶ୍ୱର: ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ଦଳର ହେବ ନବକଳେବର। ମଙ୍ଗ ଧରିବେ ନୂଆ ଚେହେରା। ନା ପୁରୁଣାଙ୍କ ଉପରେ ପୁଣିଥରେ ଭରସା କରିବେ ବିଜେଡି ସୁପ୍ରିମୋ।
ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ…
ଆମେରିକାରେ ମସ୍ତି କଲେ ଭାରତୀୟ ଛାତ୍ରଛାତ୍ରୀ, ଛୈୟାଁ ଛୈୟାଁରେ ଥରିଲା ଷ୍ଟେଜ..ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ବଲିଉଡ୍ ପ୍ରତି କ୍ରେଜ୍ ନିରନ୍ତର ବୃଦ୍ଧି ପାଉଛି । ନିକଟରେ ଆମେରିକାର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ଛାତ୍ରମାନେ ସେମାନଙ୍କର…
ବାଘ ବଜାଉଛି ବାଜା, କୁମ୍ଭୀର ସହ ଅନ୍ୟ ଜୀବଜନ୍ତୁ କରୁଛନ୍ତି ପ୍ୟାରେଡ୍, ୭୬ତମ ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲର ନିଅରା ଡୁଡଲ
ନୂଆଦିଲ୍ଲୀ: ଆଜି ଗୁୁଗୁଲ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସା ଏହି ଅବସରରେ ଗୁଗୁଲ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛିା
ଏଥିରେ ଲାଦାଖ ପୋଷାକରେ ଏକ ତୁଷାର ଚିତାବାଘକୁ ଦର୍ଶାଯାଇଛିା ଏହା ପଛରେ ଏକ ବାଘ…
କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି
ଭୁବନେଶ୍ବର: ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଭୁବନେଶ୍ବର ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ ପତାକା ଉତ୍ତୋଳନ କରିଥିବା ବେଳେ କଟକ ବିଡାନାସିରେ ପତ୍ତାକା ଉତ୍ତୋଳନ କରିଛନ୍ତି…