Browsing Category
ଖବର
ବଳଦ ସାଜିଲେ ବୃଦ୍ଧ ସ୍ୱାମୀ, ହଳ କଲେ ବୃଦ୍ଧା ସ୍ତ୍ରୀ
ମହାରାଷ୍ଟ୍ର: ଜଣେ ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା, ସେହି ବୟସରେ ସେମାନେ ବିଲରେ ହଳ କରୁଛନ୍ତି। ଆଉ ଏହି ଫଟୋ ଯିଏ ଦେଖୁଛି ତା ପାଟିରୁ ଆହା ପଦେ ବାହାରୁଛି।
କାରଣ ଘଟଣାଟି ହିଁ ସେମିତି।…
ଅସୁସ୍ଥ ହେଲେ BMC ଅଫିସରେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନର ରତ୍ନାକର ସାହୁ
ଭୁବନେଶ୍ୱର: ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ।
ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ…
ଶେଖ ହାସିନାଙ୍କୁ ବଡ଼ ଝଟକା, ଶୀଘ୍ର ଗିରଫ ହେବେ ଭାରତରେ ଲୁଚିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ !
ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ବଡ଼ ଝଟକା। ଏବେ ହାସିନା ରହିବେ ଜେଲରେ। କାରଣ ହାସିନାଙ୍କୁ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ବୁଧବାର…
ଯୁବକଙ୍କ ଅମାନୁଷିକ କାଣ୍ଡ, ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ କଲେ, ତାପରେ ରେପ୍ କରି ଛାଡ଼ିଦେଲେ
ମଧ୍ୟପ୍ରଦେଶ: ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ଅଭିଯୋଗ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଶାରୀରିକ ଶୋଷଣ ଏବଂ ବ୍ଲାକମେଲିଂ କରୁଥିଲେ।
ଜଣେ ୨୭ ବର୍ଷୀୟ ଯୁବକ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ…
ରଥ ତଳେ ନମାଜ ପଢୁଛନ୍ତି ମୁସଲମାନ ମହିଳା, ଭିଡ଼ିଓ ଭାଇରାଲ
ପୁରୀ: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ଦେଖିଲେ ଆପଣଙ୍କ ମନବି ଆନ୍ଦୋଳିତ ହେବ। ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କିମାରିବ। କାରଣ ଭିଡ଼ିଓଟି କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି…
ORS ସଂଘ ଆନ୍ଦୋଳନରୁ ଓହରିଲା, କିନ୍ତୁ ନିଜ ଜିଦରେ ଏବେବି ଅଟଳ ଅଛି OAS ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ORS ସଂଘ। ଓଆରଏସ୍ ସଂଘ ଆନ୍ଦୋଳନରୁ ଓହରିଲା। ଜରୁରୀ ସେବାରେ ଯୋଗଦେବା ନେଇ ସଂଘ ଆନ୍ଦୋଳନରୁ ଓହରିଛି।
ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗଦେବେ…
ଟ୍ରମ୍ପ ଏବେ ଆମେରିକୀୟମାନଙ୍କୁ ଆମେରିକାରୁ ବାହାର କରିବେ! କେଉଁମାନେ ତଡ଼ା ଖାଇବେ ଜାଣନ୍ତୁ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରୁ କିଛି ଆମେରିକୀୟ ନାଗରିକଙ୍କୁ ଦେଶାନ୍ତର କରିବାକୁ ସମର୍ଥନ କରି ଏକ ବଡ଼ ବୟାନ ଦେଇଛନ୍ତି । କିଛି ଦେଶବାସୀଙ୍କୁ ଆମେରିକାରୁ ବାହାର କରିବା ନେଇ ଆହ୍ବାନ…
ବାପା-ଭାଇ ମିଶି 3 ବର୍ଷ କାଳ ଝିଅକୁ କରୁଥିଲେ ଦୁଷ୍କର୍ମ, ଗର୍ଭବତୀ ହେବାରୁ ମାଆ କରିଲା ଗର୍ଭପାତ
ଝାରଖଣ୍ଡ: ବାପା ଓ ଭାଇ ମିଶି 3ବର୍ଷ କାଳ ଝିଅକୁ କରୁଥିଲେ ବଳାତ୍କାର। ଆଜ୍ଞା ହଁ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଝାଡ଼ଖଣ୍ଡର ରାଞ୍ଚିରେ। କୁହାଯାଏ ଯେ, ଗୋଟିଏ ପିଲା ତା’ର ବାପା ମା’ଙ୍କ ପାଖରେ ସବୁଠାରୁ…
ଋତୁସ୍ରାବ ବନ୍ଦ ହେବାର ସଠିକ୍ ବୟସ କେତେ ? ଭାରତୀଙ୍କ ଋତୁସ୍ରାବ ଶୀଘ୍ର କାହିଁକି ଆସେ ଜାଣନ୍ତୁ
ନୂଆଦିଲ୍ଲୀ: ଋତୁସ୍ରାବ ଏକ ଏପରି ଶବ୍ଦ ଯାହା ଶୁଣିବା ମାତ୍ରେ ଆମ ସମାଜରେ ଅସ୍ୱସ୍ତି ସୃଷ୍ଟି କରେ । ମହିଳା ଜୀବନର ଏହି ପ୍ରାକୃତିକ ପର୍ଯ୍ୟାୟ ପ୍ରାୟତଃ ନୀରବତା, ଲଜ୍ଜା ଏବଂ ଭୁଲ ଧାରଣାର ଆବରଣ ତଳେ ଲୁଚି ରହିଥାଏ ।…
ମଧ୍ୟବିତ୍ତଙ୍କ ପାଇଁ ଶୀଘ୍ର GST ରିହାତି: ଟୁଥପେଷ୍ଟ, ବାସନ, ପୋଷାକ ଓ ଜୋତା ହେବ ଶସ୍ତା
ନୂଆଦିଲ୍ଲୀ: ଚଳିତ ବର୍ଷର ଆୟକର ରିହାତି ପରେ କେନ୍ଦ୍ର ସରକାର ଏବେ ମଧ୍ୟବିତ୍ତ ଓ ନିମ୍ନ ଆୟ ଶ୍ରେଣୀର ପରିବାରଙ୍କ ପାଇଁ ସାମଗ୍ରୀ ଓ ସେବା କର (ଜିଏସ୍ଟି) ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ,…