fbpx
BJD
BJD SKY
BJD SKY
Browsing Category

ଖବର

ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଅଧିନାୟକ: ଏପର୍ଯ୍ୟନ୍ତ ଦଳକୁ ରଖିଛନ୍ତି ଅପରାଜେୟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଏହାପରେ ନ୍ୟୁଜିଲାଣ୍ଡ ମଧ୍ୟ ୩ଟି ମ୍ୟାଚରୁ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚ…

ପଡ଼ିଆରେ ନମାଜ ପଢି ଦଣ୍ଡ ପାଇବେ ମହମ୍ମଦ ରିଜୱାନ! ମ୍ୟାଚ ଭିତରେ ଜାତିଆଣ ଭେଦଭାବକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ ଭାରତରେ ଖେଳାଯାଉଥିବା ବେଳେ ପୂରା ୭ ବର୍ଷ ପରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ଭାରତ ଆସିଛି । ବିଶ୍ୱକପ ପାଇଁ ଭାରତକୁ ଟିମ୍ ପଠାଇବାକୁ ଅରାଜି ହୋଇ ଅନେକ ବିବାଦ ତିଆରି କରିଥିଲା…

ସାବଧାନ୍ ବାଂଲାଦେଶ! World Cupରେ ନୂଆ ଅବତାର ନେଉଛନ୍ତି ରୋହିତ: ଅଶ୍ୱୀନ ହେଲେ ଗୁରୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ଦମଦାର ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ପାକିସ୍ତାନ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ରୋହିତ ।…

ଫୋନ୍‌ରେ ଲୁଚିଛପି କଲ୍ ରେକର୍ଡ ଓ ଏସଏମ୍‌ଏସ ପଢୁଛି ଏହି ଆପ୍‌, କିପରି ଡିଲିଟ୍ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ୍ ମାଧ୍ୟମରେ ବହୁତ ଜରୁରୀ କାମ ଘରେ ବସି କରାଯାଇ ପାରୁଛି । ଏପରି ସ୍ଥିତିରେ କୌଣସି ଆପ୍ ଆପଣଙ୍କ ଫୋନ୍‌ର କ୍ୟାମେରା ବ୍ୟବହାର କରିବା ସହିତ କଲ ରେକର୍ଡ ପରି ପରି କାମ ଲୁଚି ଛପି…

ଭାରତ-ଇସ୍ରାଏଲ ବିରୋଧରେ ବିଷ ଓଗାଳୁଛନ୍ତି ନୱାଜ ସରିଫଙ୍କ ଜ୍ୱାଇଁ, କହିଲେ ‘ଗଜୱା-ଏ-ହିନ୍ଦ ଏବଂ ଜିହାଦ ପାଇଁ ପ୍ରସ୍ତୁତ ରୁହ…

ଓଡ଼ିଶା ଭାସ୍କର: ପାକିସ୍ତାନ ମୁସଲିମ୍ ଲିଗ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଖୋଲାଖୋଲି ଭାବେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷ ଓଗାଳିଛନ୍ତି ଏବଂ ମୁସଲମାନମାନଙ୍କୁ…

କ୍ରିକେଟ୍ ଖେଳ ଭିତରେ ପଡିଆରେ ନମାଜ୍ ପଢିବା ପରେ ଏବେ ମହମ୍ମଦ ରିଜ୍‌ୱାନଙ୍କୁ ମିଳିବ ଦଣ୍ଡ !

ଓଡ଼ିଶା ଭାସ୍କର: ଖେଳ ପଡିଆ ମଝିରେ ନମାଜ୍ ପଢିଲେ । ଖେଳାଳି ହୋଇ ଧର୍ମର ପ୍ରଦର୍ଶନ କଲେ । କ୍ରୀଡା ଭାବନାର ଧଜ୍ଜିୟା ଉଡାଇଲେ । ଭାରତୀୟ ଓକିଲ ଆଇସିସିରେ ଫେରାଦ୍ ହେଲେ । ୨୦୨୩ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍…

୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ; ଭୁଷୁଡିଲା ହାଇସ୍କୁଲ କାନ୍ଥ

ଗଁଦିଆ: (ଓଡ଼ିଶା ଭାସ୍କର) ୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ । ଭୁଷୁଡିଲା ଫାଇଭଟି ଅଧିନରେ ଚାଲିଥିବା ସୁଦର୍ଶନ ବିଦ୍ୟା ଭବନ ହାଇସ୍କୁଲ କାନ୍ଥ । କୋମଳମତି ଶିଶୁଙ୍କ ଜୀବନ ସହ ଖେଳିବାକୁ କିଏ ଦେଲା…

‘ଆମ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ : ତିନି ଜିଲ୍ଲାରେ ୭୨୦୭ଟି ପ୍ରକଳ୍ପ କାର୍ଯ୍ୟକାରୀ

ଭୁବନେଶ୍ୱର : ପ୍ରତ୍ୟେକ ଗାଁକୁ ନବୀନ ସ୍ପର୍ଶ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଓଡ଼ିଶାକୁ ନୂତନ ଓ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ…

ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ: ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ରେ ଆଉ ଏକ ବିଶାଳ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଇଂଲଣ୍ଡକୁ ଆଫଗାନିସ୍ତାନ ମାତ୍ ଦେବା ପରେ ଆଜି ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଛି ନେଦରଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଦମଦାର…

World Cup-2023; ନେଦରଲାଣ୍ଡ ଆଗରେ ଘାଇଲା ହେଲାଣି ଦକ୍ଷିଣ ଆଫ୍ରିକା: ବିଜୟ ପାଇଁ ଦଳ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିବା ଦକ୍ଷିଣ ଆଫ୍ରିକା ଆଜି ନେଦରଲାଣ୍ଡ ଆଗରେ ବେସାହାରା ହୋଇଛି । ବିଶ୍ୱକପରେ ସବୁଠୁ ସଫଳ ଦଳ ଭାବରେ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟର ଆଜି…