Browsing Category
ଖବର
ଏସିଆ କପ୍ ୨୦୨୫ରେ ଶ୍ରେୟସ୍ ଆୟରଙ୍କୁ ମିଳିଲାନି ସ୍ଥାନ, ତଥାପି ସେ ଖୁସି, ନିଜେ ବଖାଣିଲେ କାରଣ
ନୂଆଦିଲ୍ଲୀ: ଶ୍ରେୟସ୍ ଆୟର ବର୍ତ୍ତମାନ ଯୁଗରେ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଜଣେ। ସେ ପ୍ରତ୍ୟେକ ବଡ଼ ବଡ଼ ମ୍ୟାଚରେ ବଡ଼ ବଡ଼ ସ୍କୋର କରିଛନ୍ତି। ବିଶ୍ୱକପ୍ ହେଉ କି ଚାମ୍ପିଅନ୍ସ ଟ୍ରଫି, ସବୁଥିରେ…
ପ୍ରଥମ ମହଲାରେ ଫାଟିଲା AC, ଦ୍ୱିତୀୟ ମହଲାରେ ଜୀବନ୍ତ ଦଗ୍ଧ ହୋଇଗଲେ ବାପା-ମା’-ଝିଅ
ହରିୟାଣା: ଭୟଙ୍କର ଘଟଣା। ଘରେ ଥିଲେ ଦ୍ୱିତୀୟ ମହଲାରେ ଥିଲେ ବାପା,ମାଆ ଓ ଛୁଆ। ହେଲେ ପ୍ରଥମ ମହଲାରେ ବିସ୍ଫୋରଣ ହେଲା AC। ଆଉ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଦ୍ୱିତୀୟ ମହଲାରେ ଥିବା ସ୍ୱାମୀ-ସ୍ତ୍ରୀ ଓ ଝିଅର…
ଗଜରା ପାଇଁ ୧.୨୫ ଲକ୍ଷ ଟଙ୍କାର ଫାଇନ୍ ଦେଲେ ଅଭିନେତ୍ରୀ, କାରଣ ଜାଣିଲେ ଲାଗିବ ୪୪୦ ଭୋଲ୍ଟର ଝଟକା
ମୁମ୍ୱାଇ: ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ'ଣ ହେବ? ଆପଣ କ'ଣ ଆଉ ଗଜରା ପିନ୍ଧିବାକୁ…
୧୦୦ ଟଙ୍କାରୁ ୫୦ କୋଟିର ମାଲିକ ହେବା ଯାଏଁ… କ୍ରିକେଟ୍ ଛଡ଼ା ଏହି ୨୦ଟି ଜାଗାରୁ ଟଙ୍କା ଛାଣୁଛନ୍ତି ଶୁଭମନ ଗିଲ୍
ନୂଆଦିଲ୍ଲୀ: ଶୁଭମନ ଗିଲ୍ ତାଙ୍କ ୨୬ ତମ ଜନ୍ମଦିନରେ ଦୁବାଇରେ ଅଛନ୍ତି। କାରଣ ସେପ୍ଟେମ୍ୱର ୯ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ ୨୦୨୫। ଯେଉଁଥିରେ ଶୁଭମନ୍ ଗିଲ୍ ମଧ୍ୟ ଅଂଶ ଅଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତର…
ପ୍ରଳୟଙ୍କରୀ ଭୂକମ୍ପ, ୨୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ବାରମ୍ୱାର ଭୂମିକମ୍ପ ଆସୁଥିବାରୁ ଘରକୁ ଯିବାକୁ ଡ଼ରୁଛନ୍ତି ଲୋକେ
ଆଫଗାନିସ୍ତାନ: ନିକଟରେ ସେପ୍ଟେମ୍ୱର ୧ ତାରିଖ ଦିନ ଆଫଗାନିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ହଜାର ହଜାର ଲୋକଙ୍କ ଜୀବନକୁ ଦୁର୍ବିଶହ କରିପକାଇଛି।
କୁନାର ପ୍ରଦେଶରେ ହୋଇଥିବା ଏହି ଭୂମିକମ୍ପରେ ୨୨୦୦ରୁ…
ସେନସେକ୍ସ ବୃଦ୍ଧି ସତ୍ତ୍ୱେ ଲଗାତାର ଶସ୍ତା ହେଉଛି ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍
ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ବୃଦ୍ଧି ଘଟିଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୨୮୦.୫୬ ପଏଣ୍ଟ ବୃଦ୍ଧି ସହିତ କାରବାର କରୁଛି। କିନ୍ତୁ ଅନ୍ୟପଟରେ ଟ୍ରମ୍ପଙ୍କ ଟାରିଫ୍ ଜାରି ଥିବା ସତ୍ତ୍ୱେ ମଧ୍ୟ ସୁନା ଓ…
(Video) ସ୍ୱାମୀକୁ ଝିଅ ମାରିଲା ମୁଣ୍ଡିଆ, କାଠ ବ୍ୟାଟରେ ଦୁମଦାମ୍ ନାଦି ଦେଇଗଲେ ମା’
ଓଡ଼ିଶା ଭାସ୍କର: ଆଜିକାଲିର ସୋସିଆଲ ମିଡିଆ ଜମାନାରେ ଉଭୟ ବହୁ ଦୂର ଓ ପାଖ ଜାଗାରେ ଘଟୁଥିବା ସହଜରେ ଇଣ୍ଟରନେଟ୍ ମାଧ୍ୟମରେ ଆମପାଖରେ ପହଞ୍ଚିଯାଇଛି । ବିଶେଷ କରି ସୋସିଆଲ ମିଡିଆ ଏହାର ଏକ ବଡ଼ ମାଧ୍ୟମ ପାଲଟିଯାଇଛି ।…
ପିତୃପକ୍ଷର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ, ଜାଣନ୍ତୁ କେବେ ଏବଂ କେଉଁ ମୂହୁର୍ତ୍ତରେ ଦେବେ ପ୍ରତିପଦା ଶ୍ରାଦ୍ଧ
ଓଡ଼ିଶାଭାସ୍କର: ହିନ୍ଦୁ ଧର୍ମରେ ପିତୃପକ୍ଷ ସମୟକୁ ପୂର୍ବପୁରୁଷଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ସମୟରେ ଲୋକମାନେ ପୂର୍ବପୁରୁଷଙ୍କ ଆଶୀର୍ବାଦ ବଜାୟ ରଖିବା ପାଇଁ ଶ୍ରାଦ୍ଧ, ତର୍ପଣ ଏବଂ…
ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ ଜିତିଲା ବଡ଼ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ହାସଲ କଲା ଧମାକେଦାର ଜିତ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟ୍ରାଇ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଶାରଜାହ କ୍ରିକେଟ୍ ଗ୍ରାଉଣ୍ଡରେ ଖୋଳାଯାଇଥିଲା। ଯେଉଁଠାରେ ପାକିସ୍ତାନୀ ଦଳ ୭୫ ରନରେ ଏକ ସହଜ ବିଜୟ…
ବସ୍ତା ଭିତରେ ବନ୍ଧା ହୋଇ ଅଳିଆ ଗଦାରେ ଜଳୁଛି ଅଜଣା ମହିଳାଙ୍କ ମୃତଦେହ
ଝାଡ଼ଖଣ୍ଡ: କୁଢ଼ କୁଢ଼ ଅଳିଆ। ଆଉ ଅଳିଆ ଗଦା ଭିତରେ ମୁହଁ ବନ୍ଧା ହୋଇ ପଡିଛି ଏକ ବସ୍ତା। ଏପରିକି ଅଳିଆ ଗଦାରେ ପଡିଥିବା ବସ୍ତାରେ ନିଆଁ ମଧ୍ୟ ଲଗାଯାଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ବସ୍ତାରେ ଅଳିଆ ନାହିଁ…