Browsing Category

ଖବର

T-20 ବିଶ୍ୱକପରେ ଦଳକୁ ମିଳିବେ ନୂଆ ଅଧିନାୟକ: ଏହି ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ । ଆଇପିଏଲ-୨୦୨୪ ଶେଷ ହେବା ପରେ ୟୁଏସଏ ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଖେଳାଯିବାର ସୂଚୀ ରହିଛି । ତେବେ ଏହି ବିଶ୍ୱକପରେ ନୂଆ ଅଧିନାୟକଙ୍କ ସହ ମଇଦାନକୁ…

ଆଜି ଶେଷ ସମୟ, ଦାଖଲ କରିବାକୁ ହେବ ‘ନିର୍ବାଚନୀ ବଣ୍ଡ’ ତଥ୍ୟ: ଷ୍ଟେଟ ବ୍ୟାଙ୍କକୁ ‘ସୁପ୍ରିମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ: 'ନିର୍ବାଚନୀ ବଣ୍ଡ'କୁ ନେଇ ଷ୍ଟେଟ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା 'ନିର୍ବାଚନୀ ବଣ୍ଡ'ର ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ…

Indian Armyର ଶକ୍ତି ଦେଖାଇବ ‘ଭାରତ ଶକ୍ତି’: ପୋଖରାନରେ ଯୁଦ୍ଧାଭ୍ୟାସ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାମରିକ ଦୃଷ୍ଟିରୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ମୋଦୀ ସରକାର ତତ୍ପର ରହିଛନ୍ତି । ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା…

BIG BREAKING…ଅଲକାଏଦା ନେତା ବାତ୍ରାଫିର ମୃତ୍ୟୁ ଖବର; ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା

ନୂଆଦିଲ୍ଲୀ: ଅଲ୍ କାଏଦାର ୟେମେନ ଶାଖା ଏହାର ନେତା ଖାଲିଦ ବତାରଫିର ମୃତ୍ୟୁ ଖବର ଦେଇଛି। ତେବେ କେଉଁ ପରିସ୍ଥିତିରେ ବତାରଫିର ମୃତ୍ୟୁ ଘଟିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅଲ୍ କାଏଦା ଇନ୍ ଦି ଆରବ ଉପଦ୍ୱୀପ…

ସିଏଏ ଲାଗୁ ହେବା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ମୁଁ ଚୁପ୍ ରହିବି ନାହିଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ଦେଶରେ ସିଏଏ ଲାଗୁ ହୁଏ ତେବେ ସେ ଏହାକୁ ବିରୋଧ କରିବେ। ଦେଶରେ ଯଦି ଗୋଷ୍ଠୀ ମଧ୍ୟରେ ଭେଦଭାବ ହୁଏ ତେବେ ସେ ଚୁପ୍ ରହିବେ ନାହିଁ ବୋଲି ସେ…

ଉଡ଼ନ୍ତା ବିମାନରେ ଶୋଇଗଲେ ଉଭୟ ପାଇଲଟ୍; ହେଲେ ସୁରକ୍ଷିତ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ମଝିରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । ଜାନୁଆରୀ ୨୫ ରେ ବାଟିକ୍ ଏୟାର ର ବିମାନଟି…

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ୨୨ ପଞ୍ଚାୟତର ସରପଞ୍ଚ-ସମିତିସଭ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି…

(Video) ସତ ପ୍ରେମର ଭିନ୍ନ ଏକ ଉଦାହରଣ; ବରର ଗୋଡ଼ ନଥିଲେ ବି ଝିଅର କଥା ଶୁଣି ରାଜି ହୋଇଗଲେ ବାପା…

ବାଲେଶ୍ୱର: ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ ସେ ବିଷୟରେ କେହି କହିପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ । ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ, ଅକ୍ଷମତା କିଛି ବି ମାନେ…

(Video) ଖୋର୍ଦ୍ଧା ରୋଡ ଷ୍ଟେସନରେ ୩ ପେଟି ଗୋମାଂସ ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ଜବତ ହେଲା ତିନିବାକ୍ସ ମାଂସ । ଜବତ ମାଂସ ଗୋମାଂସ ବୋଲି ସନ୍ଦେହ । ଏଇ ନେଇ ଜଣକୁ ଅଟକ ରଖିଛି ଖୋର୍ଦ୍ଧା ରୋଡ ଏଜଚ । କିଛି ଦିନ ହବ ଖୋର୍ଦ୍ଧା ରୋଡ…

କଠିନ ପରିସ୍ଥିତିରେ କିପରି ନାମ ଜପ କରିବେ; ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ପ୍ରେମାନନ୍ଦ ମହାରାଜ?

ନୂଆଦିଲ୍ଲୀ: ପ୍ରବଚକ ପ୍ରେମାନନ୍ଦ ମହାରାଜ ତାଙ୍କ ଚିନ୍ତାଧାରାରେ ଅନେକ ଲୋକଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ତାଙ୍କ ଭଜନ ଓ କୀର୍ତ୍ତନ ଶୁଣିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି। ମହାରାଜ ଜୀ ରାଧାରାଣୀଙ୍କର ଜଣେ…