Browsing Category

ଖବର

ସାବଧାନ… ବର୍ଷା ଦିନେ ଏହି ପରିବା ଶରୀରକୁ ପହଞ୍ଚାଇବ କ୍ଷତି

ନୂଆଦିଲ୍ଲୀ: ମୌସୁମୀ ବର୍ଷା ପ୍ରଚଣ୍ଡ ଗରମରୁ ମୁକ୍ତି ଦିଏ ଏବଂ ସବୁକିଛି ସବୁଜ କରିଥାଏ। କିନ୍ତୁ, ଏହା ଜଳବାହିତ ରୋଗ, ଜୀବାଣୁ ସଂକ୍ରମଣ ଏବଂ ପେଟ ଖରାପ ଭଳି ରୋଗର ବିପଦ ମଧ୍ୟ ଆଣିଥାଏ। ଏହି ଋତୁରେ, ଆମେ ପନିପରିବା…

ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…

ଉତ୍ତରପ୍ରଦେଶ: 'ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ...', ଏପରି କଥା ୭ ବର୍ଷର ଝିଅଟିର ମୁହଁରୁ ଶୁଣି ପୋଲିସ ଆଶ୍ଚର୍ଯ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

ଧୂଳି ଏବଂ ବାୟୁ ପ୍ରଦୂଷଣକୁ ରୋକିବ ଏହି ଗଛ, ଅଧ୍ୟୟନରୁ ସ୍ପଷ୍ଟ

ହାଇଦ୍ରାବାଦ: ସହରରେ ବାୟୁ ପ୍ରଦୂଷଣ ବଢ଼ୁଛି। ଏହି ସମସ୍ୟାର ହେବ ମୁକାବିଲା । ଅଧ୍ୟୟନରୁ ଜଣାପଡ଼ିଛି ଏପରି ଗଛ ଅଛି ଯାହା ଲଗାଇଲେ ବାୟୁ ପ୍ରଦୂଷଣକୁ ଏହା ରୋକିବ। ହାଇଦ୍ରାବାଦର ବନ ଜୈବ ବିବିଧତା ପ୍ରତିଷ୍ଠାନ ଦ୍ୱାରା…

‘ମୁଁ ନିରାଶ… ଆଉ ସିଏ’. ଲର୍ଡସରେ ଟିମ୍ ହାରିବାକୁ ନେଇ ସୌରଭ ଗାଙ୍ଗୁଲି କହିଦେଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଭାରତୀୟ ଦଳର ଶୋଚନୀୟ ପରାସ୍ତକୁ ନିରାଶ ହୋଇଛନ୍ତି ସୌରଭ ଗାଙ୍ଗୁଲି। ପୂର୍ବ ଭାରତୀୟ ଦଳର କ୍ୟାପଟେନ କହିଛନ୍ତି ଭାରତୀୟ କ୍ରିକେଟ ଦଳରେ ଅସାଧାରଣ ପ୍ରଭିଭା ଅଛି। ଏହା ସତ୍ତ୍ୱେ ଶୁଭମନ ଗିଲ…

ଯୌତୁକ ନିର୍ଯାତନା, ଲଣ୍ଡା କରିଦେଲା ସ୍ୱାମୀ, ଶେଷରେ ଆତ୍ମହତ୍ୟା କଲେ ମହିଳା ଓ ଦେଢ଼ ବର୍ଷର ଝିଅ

କେରଳ: ଯୌତୁକ ନିଆଁରେ କୁହୁଳି କୁହୁଳି ଶେଷରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷୀୟା ଝିଅ ଜୀବନ ହାରିଦେଲେ। ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ ନିର୍ଯାତନା। ମାଡ଼ ମାରିବା ସହିତ ଲଣ୍ଡା ମଧ୍ୟ କରିଦେଇଥିଲେ। UAEରେ କେରଳର…

ଚମତ୍କାରୀ ଫଳ! ଖାଇଲେ ଦୂର ହେବ ସବୁ ରୋଗ

ଓଡିଶାଭାସ୍କର: ଋତୁକାଳୀନ ଫଳ ଏବଂ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କାରଣ ଏହାକୁ ଖାଇବା ଦ୍ୱାରା ଋତୁ ଅନୁସାରେ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ମିଳିଥାଏ। ନାସପାତି ପାଇଁ ଏହି…

BREKING: ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସ, ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡିର ଲୋକସେବା ଭବନ ଘେରାଉ ନେଇ ତତ୍ପରତା। ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଓ ଆଖପାଖ…

ବାଲେଶ୍ୱର ବନ୍ଦ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳୁ

ବାଲେଶ୍ୱର: ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ । ସକାଳ ୬ଟା ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଳନ କରୁଛି ବିଜେଡି। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ କରୁଛି ବିଜେଡି। ଦୋକାନ…

୫ ଜିଲ୍ଲାରେ ପ୍ରବଳ ଛେଚିବ, ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ୫ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ସମ୍ବଲପୁର,…

ତେଲ କିମ୍ୱା ଘିଅରେ ନୁହେଁ, ଏଣିକି ପାଣିରେ ଛାଣି ଖାଆନ୍ତୁ ସୁଆଦିଆ ପୁରୀ

ଓଡ଼ିଶାଭାସ୍କର: ଭାରତୀୟମାନେ ପୁରୀ ଖାଇବାକୁ ବେଶ ପସନ୍ଦ କରନ୍ତି।  ସପ୍ତାହରେ କିମ୍ୱା ମାସରେ ନିଶ୍ଚିତ ଭାବରେ ଥରେ ପୁରୀ ଖାଇଥାନ୍ତି। କିନ୍ତୁ ପୁରୀ ତେଲ କିମ୍ୱା ଘିଅରେ ଛଣା ଯାଉଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ…