Browsing Category

ଖବର

ବାହୁଡ଼ା ଯାତ୍ରା, ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ଆସିଲେ ସୁଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ।  ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ। ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି…

ଯୁବତୀଙ୍କ ସର୍ବସ୍ୱ ଲୁଟିନେଲା AI, ପ୍ରଥମେ ଅଶ୍ଳୀଳ ଫଟୋ ଏଡିଟ୍ କରି ବ୍ଲାକମେଲ୍ କଲେ, ପରେ ଗଣଦୁଷ୍କର୍ମ କରି ଟଙ୍କା ଲୁଟିନେଲେ

ଉତ୍ତରପ୍ରଦେଶ:  ସବୁକିଛି ସାରିଦେଲା AI। ଯୁବତୀଙ୍କୁ ବରବାଦ୍ କରିଦେଲା। ଯୁବତୀଙ୍କ ଫଟୋକୁ AI ସାହାଯ୍ୟରେ ଅଶ୍ଳୀଳ କରି ବ୍ଲାକମେଲ୍ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ AI ସାହାଯ୍ୟରେ…

କ୍ୟାନ୍ସର ରୋଗ ସହ ଲଢୁଥିବା ଅଭିନେତ୍ରୀ ଦୀପିକାଙ୍କ ମୁଣ୍ଡ ଉପରେ ବଡ଼ ବିପଦ, ସ୍ୱାମୀ ଦେଲେ ସୂଚନା

ନୂଆଦିଲ୍ଲୀ: ଜୁନ୍ ୨ ତାରିଖରେ ଦୀପିକା କକ୍କରଙ୍କ ସେକେଣ୍ଡ ଷ୍ଟେଜ୍ କ୍ୟାନ୍ସର ଅପସାରଣ ଅସ୍ତ୍ରୋପଚାର କରାଯାଇଥିଲା। ଅପରେସନ୍ ପରେ ଅଭିନେତ୍ରୀଙ୍କ ସ୍ୱାମୀ ସୋଏବ୍ ସ୍ୱାସ୍ଥ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ସେହି…

ଚାଲାକ ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରି ବାର୍ଥରୁମରେ ଗାଧୋଇଲା, ପରେ ବେଡରେ ଶୁଆଇ ଦେଲା, ପୋଲିସକୁ ଭୂଆଁ ବୁଲେଇଲା

ବେଙ୍ଗାଲୁରୁ: ଗୋଟେ ସ୍ତ୍ରୀ କେବେ ହେଲେ ନିଜ ସ୍ୱାମୀକୁ ଆଉ କାହା ସହ ଦେଖି ସହିପାରିବନି। ଏମିତି ବି ଅନେକ ଘଟଣା ଆମେ ଦେଖିଛେ ପରକ୍ରୀୟା ପ୍ରୀତି ପାଇଁ ସ୍ୱାମୀ ମରୁଛି ନହେଲେ ସ୍ତ୍ରୀ। ଏଠି ବି ଠିକ୍ ସେହିପରି କିଛି…

ସର୍ବସମ୍ମୁଖରେ ବିଜେପି କର୍ମୀଙ୍କୁ ବିଭତ୍ସ ହତ୍ୟା, ରାସ୍ତା ଉପରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ

ତାମିଲନାଡୁ: ବିଜେପି କର୍ମୀଙ୍କ ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ କଲେ। ଆଉ ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ। ଯାହାକି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପୋଲିସ ଖବର ପାଇ ଘଟଣା…

ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଇବା କେତେ ଭଲ, କ’ଣ କହୁଛନ୍ତି ବିଶେଷଜ୍ଞ

ଓଡ଼ିଶାଭାସ୍କର: ସ୍ୱାସ୍ଥ୍ୟ ପାଇଁ ଗ୍ରୀନ୍ ଟି ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପାନୀୟ ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ। ଏପରି ପରିସ୍ଥିତିରେ କିଛି ଲୋକ ସକାଳ…

ଶନିବାର ଦିନ ଶନିଦେବଙ୍କ ଏହି ୧୦୮ ନାମ ଜପ କରନ୍ତୁ, ଖୋଲିଯିବ ତାଲା ପଡ଼ିଥିବା ଭାଗ୍ୟ

ଓଡ଼ିଶାଭାସ୍କର: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିବାର ଦିନଟି ଶନି ଦେବଙ୍କୁ ସମର୍ପିତ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଶନିଦେବ ମଣିଷଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ଲୋକମାନେ ଶନିବାର ଦିନ ଶନି…

ଅନଲାଇନ୍ ଦୋସ୍ତି ବାହାନାରେ ଯୁବକଙ୍କୁ କିଡନାପ୍

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଧୁତା ବାହାନାରେ ଯୁବକଙ୍କୁ ଅପହରଣ। ଦୁଇମାସ ହେବ ହ୍ୱାଟ୍ସଆପରେ ବନ୍ଧୁତା କତା ହୋଇ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ପରେ କିଡନାପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।…

ପାଳଛତୁ ଖାଇ ୫ ଆକ୍ରାନ୍ତ

ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ। ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର…

ଅଜବ କଥା, ଏକାଥରେ ୧୨ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ସାପ

ନରସିଂହପୁର: ଯେହେତୁ ଏବେ ବର୍ଷା ଋତୁ ଚାଲିଛି ସାପ ବେଙ୍ଗ ତ ବାହାରେ ବୁଲିବା ସ୍ୱଭାବିକ କଥା। ଏପରିକି ସାପ କାମୁଡ଼ା ଘଟଣା ମଧ୍ୟରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ଗାଁରେ ଏକାଥରେ ୧୨ ଜଣଙ୍କୁ ସାପ କାମୁଡ଼ିବା କଥାଟି…