Browsing Category
ଖବର
Breaking: ଖୋର୍ଦ୍ଧାରେ ହେବ ଶିଳ୍ପ ହବ୍, ୧୫ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା: ଖୋର୍ଦ୍ଧାରେ ହେବ ଶିଳ୍ପ ହବ୍। ଆଜି ୧୫ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୋର୍ଦ୍ଧା ଅଞ୍ଚଳର ୨ଟି ସ୍ଥାନରେ ଜାନୁଆରୀ ୨୮ ଓ ୨୯ ତାରିଖରେ ମେକିଂ ଓଡ଼ିଶା…
କନିଆଁର ପସନ୍ଦ ଆସିଲାନି ବର, ରାସ୍ତାରୁ ହଟାଇ ଦେବାକୁ ଦେଲା ଦେଢ ଲକ୍ଷ ଟଙ୍କାର ସୁପାରୀ
ମହାରାଷ୍ଟ୍ର: ଯେତେବେଳେ ଆପଣମାନଙ୍କର କେଉଁଠି ବାହାଘର ପ୍ରସ୍ତାବ ପଡେ ଆଉ ପୁଅ ପସନ୍ଦ ଆସେନି। ସେତେବେଳେ ଆପଣ କ'ଣ କରନ୍ତି। ନିଶ୍ଚିତ ଭାବରେ ବାହାଘର ଭାଙ୍ଗି ଦେଉଥିବେ। ହେଲେ ଏଠି ଜଣେ ଝିଅର ବର ପସନ୍ଦ ଆସିଲାନି।…
ଖରାପ ହେଲା ଲାଲୁ ଯାଦବଙ୍କ ଦେହ, ଦିଲ୍ଲୀ ଏମ୍ସରେ ଭର୍ତ୍ତି, ହୋଇପାରେ ଅସ୍ତ୍ରୋପ୍ରଚାର
ନୂଆଦିଲ୍ଲୀ: ଏୟାରଲିଫ୍ଟ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ। ବୁଧବାର ଦିନ ବିଳମ୍ୱିତ ରାତିରେ ଲାଲୁଙ୍କୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।…
Breaking: ପୁଣି ଗର୍ଜିବ ରାଜ୍ୟ କଂଗ୍ରେସ, ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲେ ପିସିସି ସଭାପତି ଭକ୍ତ ଦାସ
ଭୁବନେଶ୍ୱର: ଏବେ ପୁରା ଫର୍ମରେ ଅଛି ଜାତୀୟ କଂଗ୍ରେସ। ଗୋଟେ ପରେ ଗୋଟେ ଆନ୍ଦୋଳନ କରି ଦଳକୁ ସୁଦୃଢ କରୁଛନ୍ତି କର୍ମୀ। ଆଉ ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି ପିସିସି। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି…
Breaking: ପୁଣି ସ୍କୁଲରେ ରାଗିଂ, ଷଷ୍ଠ ପିଲାର ଦେହକୁ ବ୍ଲେଡରେ କାଟିଲେ, କଟା ସ୍ଥାନରେ ଲୁଣ ଘସି ନିର୍ଯ୍ୟାତନା ଦେଲେ
ଉଦଳା: ଛୋଟ ଛୋଟ ପିଲାଙ୍କ ବର୍ବରୋଚିତ ମାନସିକତା। ସ୍କୁଲରେ ଜୀବନ ଗଢ଼ିବା ବଦଳରେ ଅପରାଧ ଦିଗରେ ପାଦ ଦେଉଛନ୍ତି। ପୂର୍ବରୁ କଲେଜରେ ରାଗିଂ ଘଟଣା ଦେଖିବାକୁ ମିଳୁଥିବା ବେଳେ, ଏବେ ଦିନକୁ ଦିନ ସ୍କୁଲରେ ରାଗିଂ ଘଟଣା…
ଲାଞ୍ଜିଗଡ ପଞ୍ଚାୟତର ଗ୍ରାମୀଣ ହାଟର ଶୁଭ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ
ଲାଞ୍ଜିଗଡ: ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ। ଏଥିପାଇଁ ବେଦାନ୍ତ ଆଲୁମିନିୟମ ଓ ନାବାଡ଼ର ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି।…
ନବବଧୂଙ୍କୁ ହତ୍ୟା କରି ଶାଶୂଘର ଲୋକେ ଫେରାର, ସକାଳୁ ପଡିରହିଛି ମୃତଦେହ
ଜଳେଶ୍ୱର: ପୁଣି ଏକ ନବବଧୂକୁ ହତ୍ୟା ଅଭିଯୋଗ। ହତ୍ୟା ପରେ ଶାଶୂଘର ଲୋକେ ଫେରାର ନେଇ ବାପଘର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। ସକାଳୁ ମୃତ୍ୟୁ ହୋଇଥିଲେ ବି ଏବେ ସୁଦ୍ଧା ପଡି ରହିଛି ଶବ।
ନା ଶାଶୂଘର ଲୋକେ ନା ବାପଘର…
ବିଭତ୍ସ ହତ୍ୟାକାଣ୍ଡ, iPhone ପାଇଁ ସାଙ୍ଗକୁ ଖଣ୍ଡ ଖଣ୍ଡ କରି ରେଳ ଟ୍ରାକ ଉପରେ ପକାଇ ଦେଲା ନାବାଳକ ସାଙ୍ଗ
ପଞ୍ଜାବ: ପୁରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ଯେତେବେଳେ ଜଣା ପଡିଛି କି ଜଣେ ସାଙ୍ଗ iPhone-୧୧ ପାଇଁ ତାର ନିଜ ସାଙ୍ଗକୁ ହତ୍ୟା କରିଛି। ତେବଳ ହତ୍ୟା କରିଛି ତାହା ନୁହେଁ। ଛାତିରେ ଅନେକ ଧର ଛୁରୀରେ ଆଘାତ କରିଛି।…
ରାତାରାତି ବଦଳିଗଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ, ଥିଲା ସବୁଜ ହେଲା ଗେରୁଆ
କଟକ: ରାଜ୍ୟରେ ଏବେ ଚାଲିଛି ରଙ୍ଗ ବୋଳା ରାଜନୀତି। ଏକଥା ଆମେ କହୁନାହୁଁ, ବରଂ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏପରି କିଛି କାର୍ଯ୍ୟ କରୁଛି ଯାହାକ ବିରୋଧୀ କଟାକ୍ଷ କରି ଏପରି କହୁଛନ୍ତି। ହେଲେ ସାଧାରଣରେ ଏବେ…