Browsing Category
ଖବର
Breaking: କଂଗ୍ରେସ କର୍ମୀଙ୍କୁ ବେଆଇନ ଗିରଫ, ତୀବ୍ର ନିନ୍ଦା କଲେ ଯୁବ ବିଧାୟକ ସାଗର ଦାସ
କଳାହାଣ୍ଡି: ୮ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ। ସେପଟେ କଂଗ୍ରେସର ପ୍ରତିବାଦ ଜୋରଦାର। ଗିରଫଦାରୀକୁ କଡା ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ସାଗର ଚରଣ ଦାସ। "ଲୋକଙ୍କ ସ୍ୱରକୁ ଚାପି ଦେବାକୁ ପ୍ରୟାସ କରୁଛି…
ଜଣା ପଡ଼ିଲା ସତ, ଏହି କାରଣ ପାଇଁ IAS ଚାକିରି ଛାଡ଼ିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା
ଭୁବନେଶ୍ୱର: ସ୍ୱାମୀ IAS ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଲେ। ଆଉ ନୂଆ ସରକାରରେ ସ୍ତ୍ରୀ ରହିବାକୁ ଚାହୁଁ ନଥିଲେ। ସେଥିପାଇଁ ଛୁଟି ପରେ ଛୁଟି ମାଗୁଥିଲେ। ଆଉ ଯେତେବେଳେ ସରକାର ଛୁଟି ଡଦେବାକୁ ମନା କରିଦେଲେ,…
Breaking: ଓଡ଼ିଆ ପକ୍ଷ ପାଳନ କରିବେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୧-୧୪ ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ
ଭୁବନେଶ୍ୱର: ଓଡ଼ିଆ ପକ୍ଷ। ଯାହା ପ୍ରତିଟି ଓଡିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନକୁ ବେଶ ମହା ଆଡମ୍ୱରରେ ସବୁ ଓଡ଼ିଆ ମାନେ ଚାହିଁ ରହିଥାନ୍ତି। ଆଉ ଚଳିତ ବର୍ଷ ଏହି ଓଡ଼ିଆ ପକ୍ଷ ଆହୁରି ଧୁମଧାମରେ ପାଳନ…
BREAKING: ପ୍ରଥମ ଥର ପାଇଁ ୯୨ ହଜାର ଛୁଇଁଲା ସୁନା ଦର
ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚିଲିଛି ସୁନା ଦର। ନିକଟରେ ୯୦ ହଜାର ପାର କରିଥିବା ବେଳେ, ଆଜି ସୁନା ରେଟ୍ ୯୨ ହଜାର ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଡପଡି ଯାଇଛନ୍ତି ଗ୍ରାହକ। ତେବେ ଯଦି ଏହି ଭଳି ଦିନକୁ ଦିନ…
Breaking: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନଲାଇନରେ କରିପାରିବେ ଆବେଦନ
ଭୁବନେଶ୍ୱର: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେ…
ନବୀନ ନେଲେ ମୁସଲମାନ ବେଶ, ମୁଣ୍ଡରେ ରହିଛି ଟୋପି କାନ୍ଧରେ ଗାମୁଛା
ଭୁବନେଶ୍ୱର: ମୁସଲମାନ ବେଶ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଣ୍ଡରେ ରହିଛି ମୁସଲିମ୍ ଟୋପି ଆଉ କାନ୍ଧରେ ରହିଛି ଗାମୁଛା। ଆଉ ଶହ ଶହ ମୁସଲମାନ ଭାଇ ଭଉଣୀଙ୍କ ସହ ମିଶି ଇଦ୍ ପାଳିଛନ୍ତି ବିରୋଧୀ ଦଳ ନେତା…
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଘୋଷଣା କରିବେ କି ରାଜ୍ୟ ସଭାପତିଙ୍କ ନାମ?
ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ବିଜେପି ସଭାପତି ବର୍ତ୍ତମାନ…
ଗାଈ ପଛେପଛେ ବେଡରୁମରେ ପଶିଗଲା ଷଣ୍ଢ, ୨ ଘଣ୍ଟା ଆଲମୀରାରେ ଫଶି ରହିଲେ ମହିଳା
ହରିୟାଣା: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା। ଘରର ବେଡରୁମରେ ପଶିଛନ୍ତି ଗାଈ ଆଉ ଷଣ୍ଢ। ହେଲେ ଆଲମୀରା ଭିତରେ ୨ ଘଣ୍ଟା ଧରି ନିଜକୁ ବନ୍ଦ କରି ରଖିଛନ୍ତି ଘରର ମହିଳା। ଯାହାର ଭିଡ଼ିଓ ଏବେ ସୋସିଆଲ…
ମଦ ପିଇ ମରିଛନ୍ତି ୫୨ ଜଣ, ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ମଦ ନେଇଛି ୫୨ ଜଣଙ୍କ ଜୀବନ। ବିଧାନସଭାରେ ଚାଲିଥିବା ପ୍ରଶ୍ନକାଳରେ, ରାଜ୍ୟରେ ମଦରୁ କେତେ ରାଜସ୍ୱ ପାଉଛନ୍ତି ସରକାର। କେତେ ଲୋକଙ୍କର ମଦ ନେଲାଣି ଜୀବନ। ପ୍ରଶ୍ନର ଉତ୍ତର ରଖିଛନ୍ତି ଅବକାରୀ…
ଅନଲାଇନ ଗେମରୁ କୋଟିପତି, ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ସହ ମହିନ୍ଦ୍ରା ଥର୍ ଜିତିଲେ ଯୁବକ
କେନ୍ଦୁଝର: ରାତାରାତି ବଦଳିଗଲା ଭାଗ୍ୟ। ଦିନ ମଜୁରିଆରୁ ବନିଗଲେ କୋଟିପତି। ଯାହା କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ରାତି ପାହିଲା ବେଳକୁ ସେଇଆ ସମ୍ଭବ ହୋଇଯାଇଛି। ହଁ ଅନଲାଇନ ଗେମରେ ଜ୍ୟାକପଟ୍ ଲାଗିବା ପରେ ତିନି…