Browsing Category
ଖବର
ଦୁନିଆକୁ ଅଲବିଦା କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସଇଦ୍ ଅହମଦ
ଇସଲାମାବାଦ୍: ପାକିସ୍ତାନ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ୍ ଅହମଦ(Saeed Ahmed)ଙ୍କ ନିଧନ ହୋଇଛି । ୮୬ ବର୍ଷ ବୟସରେ ଲାହୋରରେ ସେ ଶେଷ ନିଶ୍ୱାସ ତ୍ୟାଗ…
ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମଗନ୍ତୀ କୀର୍ତ୍ତି
ଓଡ଼ିଶା ଭାସ୍କର: ହିମାଚଳପ୍ରଦେଶ ସ୍ଥିତ ନାଗରୋଟା ଭବନ ରେନବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜାତୀୟ ମାନ୍ୟତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯେଗୀତାରେ…
ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ
ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ…
ଭାରତୀ ହେକ୍ସାକମ୍ IPO ମାଧ୍ୟମରେ କରିପାରିବ ପୁଞ୍ଜି ସଂଗ୍ରହ, ଅନୁମୋଦନ କଲା SEBI
ନୂଆଦିଲ୍ଲୀ: ଭାରତୀ ଏୟାରଟେଲର ସହାୟକ କମ୍ପାନୀ ଭାରତୀ ହେକ୍ସାକମ୍(Bharati Hexacom) ଇନିସିଆଲ ପବ୍ଲିକ୍ ଅଫରିଂ(IPO) ମାଧ୍ୟମରେ ପୁଞ୍ଜି ସଂଗ୍ରହ ପାଇଁ SEBI ପକ୍ଷରୁ ଅନୁମୋଦନ ମିଳିଛି । ଭାରତୀ ହେକ୍ସାକମର IPOରେ…
PSLରେ ସିଗାରେଟ ଟାଣୁଥିବାର ନଜର ଆସିଲେ ଏହି ପାକିସ୍ତାନ ଖେଳାଳୀ, କ୍ୟାମେରାରେ କଏଦ ହେଲା ଦୃଶ୍ୟ
କାରାଚି: ପାକିସ୍ତାନ ସୁପର ଲିଗ୍(PSL)ର ଫାଇନାଲ ମ୍ୟାଚ୍ ଇସଲାମାବାଦ ୟୁନାଇଟେଡ୍ ଏବଂ ମୁଲତାନ୍ ସୁଲତାନ୍ସ ମଧ୍ୟରେ ଖେଳାଯାଇଥିଲା । ସୋମବାର କରାଚି ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ…
PNBରେ ଆକାଉଣ୍ଟ ଥିଲେ ଶୀଘ୍ର ଶେଷ କରନ୍ତୁ ଏହି କାମ, ନଚେତ୍ ଫ୍ରିଜ୍ ହୋଇଯିବ ଆକାଉଣ୍ଟ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଆପଣଙ୍କ ଆକାଉଣ୍ଟ ଅଛି କି ? ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣ କଣଉ ଅପଡେଟ୍ କରିନାହାଁନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । PNB…
NIPM, ଉତ୍କଳ ଚ୍ୟାପଟରର ୪୪ତମ ପ୍ରତିଷ୍ଠା ଦିବସ ପାଳିତ, ସମସାମୟିକ ସମୟରେ HR ମୌଳିକତା ଏବଂ ଏହାର ପ୍ରାସଙ୍ଗିକତା ଉପରେ ଆଲେକପାତ କରିଥିଲେ…
ଭୁବନେଶ୍ୱର: ନ୍ୟାସନାଲ ଇନ୍ସଟିଚ୍ୟୁଟ୍ ଅଫ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟ(NIPM), ଉତ୍କଳ ଚ୍ୟାପଟର୍ ଏହାର ୪୪ତମ ପ୍ରତିଷ୍ଠା ଦିବସ ଟ୍ରାଇଡେନ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜିରେ ପାଳନ କରିଛି । ଚଳିତ ବର୍ଷ ପ୍ରତିଷ୍ଠା…
ଶେୟାର କ୍ରୟ ଏବଂ ବିକ୍ରୟ ପାଇଁ ବଦଳିବ ନିୟମ, T+0 ସେଟେଲମେଣ୍ଟକୁ ଅନୁମୋଦନ କଲା SEBI
ନୂଆଦିଲ୍ଲୀ: ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଖୁବ୍ ଶୀଘ୍ର ଷ୍ଟକ୍ ମାର୍କେଟରେ ନୂତନ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହା ଅନ୍ତର୍ଗତ ଗୋଟିଏ ଦିନରେ ନିବେଶକଙ୍କୁ ଶେୟାର କ୍ରୟ…
SEBIରେ ନିଯୁକ୍ତି ସୁଯୋଗ, ଗ୍ରେଡ୍-‘ଏ’ରେ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଅନେକ ପଦବୀ ଖାଲି
ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଏହାର ଗ୍ରେଡ୍ ‘ଏ’ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ୍ ଜାରି…
ଏହି ଗାର୍ଡ଼େନକୁ ଆସିଲେ ବେହୋଶ ହୋଇଯାନ୍ତି ଲୋକ, ଫୁଲ ଛୁଇଁଲେ ବି ଜୀବନ ପ୍ରତି ରହିଛି ବିପଦ
ଓଡ଼ିଶା ଭାସ୍କର: ସାଧାରଣତଃ ଗାର୍ଡ଼େନର ନାଁ ଶୁଣିଲେ ମନଟା ଖୁସି ହୋଇଯାଏ । ବିଭିନ୍ନ ପ୍ରକାର ଗଛଲତା, ଫୁଲର ମହକ ଏବଂ ଶାନ୍ତ ବାତାବରଣରେ ଭରା ଗାର୍ଡ଼େନ ମନରୁ ସବୁ ଅବସାଦ ଦୂରେଇ ଦିଏ । ଅଧିକାଂଶ ସମୟରେ ଔଷଧୀୟ ଗାଡ଼େର୍ନ…