Browsing Category

ଖବର

୨୯୯ରେ ମିଳିବ ୩୦ ଜିବି ଡାଟା, ଭୋଡାଫୋନ୍-ଆଇଡିଆ ଲଞ୍ଚ କଲା ନୂଆ ପ୍ଲାନ୍

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଲିମିଟେଡ୍(ଭିଆଇଏଲ୍) ନୂତନ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି । ଏହାର ସବୁ ପ୍ଲାନ୍ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏହି ନୂତନ ପ୍ଲାନ୍ କୁ ୨୯୯ରୁ ଆରମ୍ଭ କରାଯାଇଛି । ଏଥିରେ…

‘ଓଡ଼ିଶା ଭାସ୍କର’ର ପ୍ରଭାବ: ସାନପଦର ରେଳବାଇ ଫ୍ଳାଏ ଓଭର ବ୍ରିଜ୍‌ରେ ମରାମତି ହେଲା ଫାଟ

ବୋଲଗଡ଼(ଭାସ୍କର ନ୍ୟୁଜ୍‌) :ଗତ ୨୨ ତାରିଖ ଦିନ ସାନପଦର ସ୍ଥିତ ରେଳ ବାଇ ଫ୍ଲାଇ ଓଭର ବ୍ରିଜ୍‌ରେ ଫାଟ ଓ ଗାତ ଶୀର୍ଷକ ସମ୍ବାଦ ଦୈନିକ ଖବର କାଗଜ"ଓଡ଼ିଶା ଭାସ୍କର" ରେ ପ୍ରକାଶ ପାଇଥିଲା । ସମାଜର ପ୍ରଭାବ ଯୋଗୁଁ ରେଳ…

ଟୋକିଓ ୨୦୨୦: ଇତିହାସରୁ ଗୋଟିଏ ପାଦ ଦୂରରେ ରହିଲେ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ଅର୍ଜନରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ସନ୍ତରଣକାରୀ ସାଜନ ପ୍ରକାଶ । ହିଟ୍ ନମ୍ବର-୨ରେ ଅଂଶଗ୍ରହଣ କରିଥିବା ସାଜନ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ୧.୫୭.୨୨…

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପୁରୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର

ପୁରୀ, (ଭାସ୍କର ନ୍ୟୁଜ୍‌): ପୁରୀର ବାସେଲି ସାହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ…

୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି…

କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି ।  ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…

ଆଜି ଅଧରପଣା , ରାତି ୮ଟା ସୁଦ୍ଧା ରଥାରୁଢ଼ ଶ୍ରୀଜିଉଙ୍କୁ ଲାଗି ହେବ ପଣା

ପୁରୀ (ଭାସ୍କର ନ୍ୟୁଜ୍) : ସନୁବେଶ ଦିନ ପରେ ଅର୍ଥାତ ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଥିଏ। ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ…

ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି ।…

ଶୀଳ୍ପାଙ୍କ ସ୍ୱାମୀ ସେକ୍ସ ଫିଲ୍ମ କରନ୍ତି! ସ୍ତ୍ରୀ ଯୋଗକୁ କୁନ୍ଦ୍ରା ଦୁର୍ଯୋଗ…

ମୁମ୍ବାଇ: ଲଙ୍ଗଳା ଆଉ ସେକ୍ସ ଫିଲ୍ମ କରନ୍ତି ଅଭିନେତ୍ରୀ ତଥା ଯୋଗ ଶିଖାଉଥିବା ଶୀଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏଭଳି ଅଭିଯୋଗରେ ଗିରଫ ହୋଇଛନ୍ତି ସେ। ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ୍‌ ରାଜ…

ଉତ୍ତର କୋରିଆର ନୂଆ କାନୁନ୍, ଏହି କାମ କଲେ ହେବ ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ’ଣ ଏହି ଆଇନ…

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ ପାଇଁ ଚର୍ଚ୍ଚିତ କିମ୍ ଜଙ୍ଗ୍ ଉନ୍ ନିଜ ଦେଶରେ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି । ଉତ୍ତର କୋରିଆରେ ନିକଟରେ ଏକ ନୂଆ ବିଲ୍ ପାସ୍ ହୋଇଛି । ଏହି ବିଲ୍ ଅନୁଯାୟୀ କୌଣସି…