Browsing Category

ଖବର

ବନ୍ଦ ହେଲା ହେଲିକପ୍ଟର ସେବା, ଅମରନାଥ ଯାତ୍ରା ସମୟରେ ଉପଲବ୍ଧ ହେବନାହିଁ ହେଲିକପ୍ଟର

ଓଡିଶାଭାସ୍କର: ଏଥର ଅମରନାଥ ଯାତ୍ରା ସମୟରେ ହେଲିକପ୍ଟର ସେବା ଉପଲବ୍ଧ ନାହିଁ। ଅମରନାଥ ଯାତ୍ରା 3 ଜୁଲାଇରୁ ଆରମ୍ଭ ହୋଇ 9 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ମଧ୍ୟ ଏହି ବର୍ଷ ଯାତ୍ରା କରିବାକୁ ଯାଉଛନ୍ତି ଏବଂ…

ସରକାରୀ ଗାଡ଼ିରେ ବସି ଦେଖାଉଥିଲେ ରଙ୍ଗ, ଶେଷରେ ଏମିତି ହେଲା ଅବସ୍ଥା

ଛତିଶଗଡ଼: ସରକାରୀ ଗାଡି ଉପରେ ବସି କେକ କାଟିଲେ, ଷ୍ଟଣ୍ଟ ବି ମାରିଲେ, ଶେଷରେ ଜେଲରେ ଚକି ପେଶିବାକୁ ବି ପ୍ରସ୍ତୁତ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ…

ପାକିସ୍ତାନ ଯିବି ନାହିଁ, ଭାରତରେ ଜନ୍ମ ହୋଇଛି, ଭାରତରେ ମରିବି

ଉତ୍ତରପ୍ରଦେଶ: ଭାରତରେ ଅବୈଧ ଭାବରେ ରହୁଥିବା ପାକିସ୍ତାନୀମାନଙ୍କ ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କାରଣରୁ, ଉତ୍ତର ପ୍ରଦେଶର ବରେଲିରେ ରହୁଥିବା ଜଣେ ମହିଳାଙ୍କୁ, ଯିଏ 63 ବର୍ଷ ଧରି…

ବଡ ଅଜବ! ମୁଣ୍ଡ କାଟିବା ପରେ ମଧ୍ୟ ବଞ୍ଚିଲା 18 ମାସ

ଓଡିଶା ଭାସ୍କର: ମୁଣ୍ଡ ନଥାଇ ବଞ୍ଚିଲା 18 ମାସ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ହଁ ଆଜ୍ଞା, ଯେଉଁଠି ମୁଣ୍ଡ କାଟିବା ପରେ କୌଣସି ପଶୁ କିମ୍ବା ମଣିଷ ବଞ୍ଚିବା ସମ୍ଭବ ସମ୍ଭବ ନୁହେଁ ସେଠାରେ ଗୋଟିଏ କୁକୁଡ଼ା ମୁଣ୍ଡ…

ବଡ ଅଜବ! ଫଟୋ ଦେଖିଲେ ମୁଣ୍ଡ ବୁଲେଇବ

ଓଡିଶା ଭାସ୍କର: ପଜଲ, ଯାହାକୁ ଦେଖିଲେ କି ଖେଳିଲେ କିଛି ଲୋକଙ୍କର ମୁଣ୍ଡ ବୁଲାଏ। ଏହିପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କର ବି ମୁଣ୍ଡ ବୁଲେଇବ। ଏଥିରେ ଏକ ଘୋଡା…

ଅଳ୍ପକେ ବର୍ତ୍ତିଗଲେ ଯୁବକ, ନହେଲେ ରାଜା ରଘୁବଂଶୀଙ୍କ ପରି ହୋଇଥାଆନ୍ତା ଅବସ୍ଥା

ଉତ୍ତରପ୍ରଦେଶ: ହନିମୁନ ପାଇଁ କରୁଥିଲେ ପ୍ଲାନ, ଅଳ୍ପକେ ବଞ୍ଚିଗଲେ ଯୁବକ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବଦାୟୁଁରୁ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଥିଲା, ଜଣେ ନବବିବାହିତା ମହିଳା ବିବାହର କିଛି ଦିନ…

କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ

ଉତ୍ତରପ୍ରଦେଶ: କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ। ଏଭଳି ଏକ ବିବାଦୀୟ ଘଟଣା ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ଘର ପୋଛା ହେଉଥିବା ସମୟରେ ଶ୍ୱଶୁର ବାହାରୁ ଘରକୁ…

ବୁଲେଟ ରାଣୀଙ୍କ ଜଲୱା, ବୁଲେଟ ଚଢି ଆସିଲେ, ପରୀକ୍ଷା ହଲରେ ପଶିଲେ

ଉତ୍ତର ପ୍ରଦେଶ: ବୁଲେଟ ଚଢି ଆସିଲେ, ପରୀକ୍ଷା ହଲରେ ପଶିଲେ.. ସେ ପୁଣି ଆଉ 5 ମିନିଟ ବାକି ଥିବାବେଳେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲି କଲେଜରେ। କଲେଜରେ ପରୀକ୍ଷା ହେଉଥିବା ସମୟରେ ଏକ…

ମୁଣ୍ଡରେ କାଉ ବସିବ, ପରିବାର ଲୋକଙ୍କ ମୃତ୍ୟୁ ହେବ, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: ମଣିଷ ମୁଣ୍ଡରେ କାଉ ବସିବ, ପରିବାରରେ ଅନ୍ଧକାର ଖେଳିଯିବ। ଏହି ବିଷୟକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗହବାରା ଗାଁର 68 ବର୍ଷୀୟ କାମତା ଶୁକ୍ଲା କୁହନ୍ତି ଯେ, ତାଙ୍କ ପୂର୍ବପୁରୁଷଙ୍କଠାରୁ…

ଅଧା କଞ୍ଚା- ଅଧା ରନ୍ଧା ଫିସ୍ ଡିସ୍, ଖାଇଲାବେଳେ ଆଖି ବୁଲାଉଛି ମାଛ

ଓଡିଶା ଭାସ୍କର: ଅଧା ଜୀବିତ, ଅଧା ମୃତ ଫିସ ଡିସ। ଏପରି ଅଜବ ଡ଼ିସ କେବେ ଆପଣ ଦେଖିଛନ୍ତି କି? ସାଧାରଣତଃ ଅଜବ ଖାଦ୍ୟ କ୍ଷେତ୍ରରେ ଚୀନକୁ କାହା ସହ ତୁଳନା କରିହେବ ନାହିଁ। ସେଠାକାର ଲୋକମାନେ ପୋକ, ଜୋକ, କୁକୁର, ବିଲେଇ,…