Browsing Category

ଖବର

ବାହାଘରରେ ଆସିଥିବା ନାବାଳିକା ଆଦିବାସୀ ଝିଅକୁ ବଳାତ୍କାର, ୧୦ ଜଣ ନୃଶଂସ ବ୍ୟକ୍ତି କଲେ ଗଣଦୁଷ୍କର୍ମ

ଝାଡ଼ଖଣ୍ଡ: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର। ଏଭଳି ଏକ ବର୍ବରତାର ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ସୁନ୍ଦରପାହାରି ଥାନା ଅଞ୍ଚଳରେ।…

ସୀମାରେ IED ବିସ୍ଫୋରଣ, ସୁକୁମା ASP ସହିଦ୍

ମାଲକାନଗିରି: ସୀମାରେ ବିସ୍ଫୋରଣ। ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି। ମାଲକାନଗିରି ସୀମାରେ IED ବିସ୍ଫୋରଣ। ବିସ୍ଫୋରଣରେ ଆଡିଶନାଲ ଏସପି ଦେଶ ପାଇଁ ଦେଲେ ଜୀବନ। ବିସ୍ଫୋରଣରେ…

ଚାଲୁଥିଲା ଏକ୍ସପ୍ରେସ, ଟ୍ରାକକୁ ଖସିପଡ଼ିଲେ ଯାତ୍ରୀ, ଫଳରେ ୫ ଜଣଙ୍କର ମୃତ୍ୟୁ, ଅନେକ ଆହତ

ମୁମ୍ୱାଇ: ଚଳନ୍ତା ଟ୍ରେନରୁ ଖସି ୫ ମୃତ। ଚଳନ୍ତା ଏକ୍ସପ୍ରେସରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ। ମୁମ୍ୱାଇ ଥାଣେ ରେଲଓ୍ୱେ ଷ୍ଟେସନରେ ଆଘଟଣ। ଲକ୍ଷ୍ନୌ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯାତ୍ରୀ। ମୁମ୍ୱାଇର ଥାଣେ ଅଞ୍ଚଳରେ…

ଫେସବୁକରେ ପ୍ରେମ, ବିବାହ ପାଇଁ ଚାପ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ

ଉତ୍ତରପ୍ରଦେଶ: ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ। ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସମ୍ଭଲରେ। ମହିଳା ଜଣଙ୍କ ବିବାହିତା ହୋଇକି ମଧ୍ୟ…

ହନିମୁନ୍ ରାତିରେ ସ୍ୱାମୀକୁ ହତ୍ୟା, ସ୍ତ୍ରୀ ମାନିଲା ସତ, ହେଲେ ବାପାଙ୍କ ଜିଦ୍ ମୋ ଝିଅ ନିର୍ଦ୍ଦେଷ

ମଧ୍ୟପ୍ରଦେଶ: ବହୁ ଚର୍ଚ୍ଚିତ ହନିମୁନ୍ ଯାଇ ନିଖୋଜ ହୋଇଥିବା ଦମ୍ପତ୍ତିଙ୍କ ଘଟଣା। ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ସହିତ ଜଡିତ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କି ସୋନମ ଏବଂ ରାଜା ରଘୁବଂଶୀଙ୍କର ଆରେଞ୍ଜ…

ସକାଳେ ଖାଲି ପାଦରେ ଏହି ସମୟରେ ଘାସରେ ଚାଲିଲେ ମିଳେ ଆଶ୍ଚର୍ଯ୍ୟଜନକ ଫାଇଦା

ନୂଆଦିଲ୍ଲୀ: ଧ୍ୟାନ, ବାୟ୍ୟାମ, ଯୋଗ ପରି ଶାରୀରିକ କାର୍ଯ୍ୟକଳାପ ପାଇଁ ସକାଳ ସମୟକୁ ସବୁଠାରୁ ଉତ୍ତମ ସମୟ ବୋଲି ବିବେଚନା କରାଯାଏ।  ଏହାସହ ଯଦି ଆପଣ ସକାଳୁ କାକର ଭିଜା ଘାସ ଉପରେ ଖାଲି ପାଦରେ ଚାଲନ୍ତି, ତେବେ ଏହା…

ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ

ସମ୍ବଲପୁର: ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସିନ୍ଦୁରପଙ୍କ ବାଇପାସ ନିକଟରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ…

ଭାଇ ସାଜିଲା ରାକ୍ଷସ, ଭଉଣୀକୁ ଲୁହା ରଡ଼ରେ ପିଟି ପିଟି ମାରିଦେଲା

ବଣାଇ: ଯେଉଁ ଭାଇ ହାତରେ ଦିନେ ଭଉଣୀ ରାକ୍ଷୀ ବାନ୍ଧି ସୁରକ୍ଷା ଆଶା କରିଥିଲା। ସୁରକ୍ଷା ଦେବା ବଦଳରେ ସେହି ହାତ ଭଉଣୀର ହତ୍ୟାକାରୀ ସାଜିଲା। ନିଜ ଭାଇ ଲୁହା ରଡରେ ପିଟିପିଟି ତା ଭଉଣୀକୁ ଅତି ବିଭତ୍ସ ଭାବରେ ହତ୍ୟା…

୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର:  ଆଜି ଭୀଷଣ ଖରା। ସକାଳ ନ ହେଉଣୁ କଲବଲ କଲାଣି ଖରା ସାଙ୍ଗକୁ ଗୁଳୁଗୁଳି।  ସେପଟେ ଆଜି ହିଟଓ୍ୱେଭ୍ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କେବଳ ହିଟଓ୍ୱେଭ୍…

ସୋମବାର ସନ୍ଧ୍ୟାରେ ଏପରି କରନ୍ତୁ ମହାଦେବଙ୍କ ପୂଜା, ଭୋଲେନାଥ ଖୁସି ହୋଇ ଦେବେ ଅଭୟ ବରଦାନ

ନୂଆଦିଲ୍ଲୀ:  ହିନ୍ଦୁ ଧର୍ମରେ ପ୍ରତ୍ୟେକ ତିଥି ଏବଂ ଦିନ ଭିନ୍ନ ଭିନ୍ନ ଦେବା ଦେବୀଙ୍କ ପାଇଁ ସମର୍ପିତ। ତନ୍ମଧ୍ୟରୁ ସୋମବାରଟି ଭୋଲେନାଥଙ୍କ ପାଇଁ ସମର୍ପିତ। ଭଗବାନ ଶିବଙ୍କ ବିଷୟରେ କୁହାଯାଏ ଯେ ଯଦି କେହି ଶିବଲିଙ୍ଗ…