Browsing Category
ଖବର
ହିନ୍ଦୁଙ୍କ ଠାରୁ ନେଇ ମୁସଲିମ ଯାଏଁ, ଯାହାକୁ ଦେଖିଲେ ତାକୁ ବିବାହ କଲେ
ଉତ୍ତରପ୍ରଦେଶ: 3 ବର୍ଷ ମଧ୍ୟରେ 15 ରୁ ଅଧିକ ବିବାହ ଏବଂ 6 ରୁ ଅଧିକ ନିକାହ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ।…
ଗରମରୁ ମିଳିବ ମୁକ୍ତି, ଆସୁଛି ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ !
ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ଖରା ଗରମରୁ ମିଳିବ ତ୍ରାହି। ଭିଜିବ ଓଡ଼ିଶା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଗକୁ ରଜ…
ପୁରୀରେ ମଦ ଏବଂ ଆମିଷ ମନା, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ !
ପୁରୀ: ସରକାରଙ୍କ ବଡ଼ ନିଷ୍ପତ୍ତି। ସବୁଦିନ ପାଇଁ ପୁରୀ ବଡ଼ ଦାଣ୍ଡରେ ବନ୍ଦ ହେବ ମଦ ଏବଂ ଆମିଷ ଦୋକାନ। ପୁରୀ ବଡ଼ଦାଣ୍ଡରେ ଆଉ ବିକ୍ରି ହେଇ ପାରିବନି ମଦ କିମ୍ୱା ଆମିଷ। ଯଦି କେହି ଅମାନିଆ ମଦ କିମ୍ୱା ଆମିଷ ବିକ୍ରି…
ଅନୈତିକ ସମ୍ପର୍କ ପାଇଁ ଜଣେ ଲୋକକୁ ଜାଳିଦେଲେ ଗ୍ରାମବାସୀ
ଗଜପତି: ଅନୈତିକ ସମ୍ପର୍କ କାରଣରୁ ଜଣେ ବ୍ୟକ୍ତିକୁ ହତ୍ୟା କରି ଜାଳିଦେଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ।
ଖବର ମୁତାବକ,…
କରୋନା ପାଇଁ ବଢ଼ିଲା ଚିନ୍ତା, ଓଡ଼ିଶାରେ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରେ ଏକା ୨୨ କରୋନା ରୋଗୀ
ଭୁବନେଶ୍ୱର: ପୁଣି କରୋନା। ପୁରା ଦେଶ ନୁହେଁ ଏବେ ଦିନକୁ ଦିନ ଓଡ଼ିଶାରେ ମଧ୍ୟ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି। କାରଣ ଏବେ ରାଜ୍ୟରେ ୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ…
ଧର୍ମ ପରିବର୍ତ୍ତନ କରି ମତେ ବାହା ହ, ନହେଲେ ତତେ ମୁଁ ମାରିଦେବି
ଉତ୍ତରପ୍ରଦେଶ: "ଧର୍ମ ପରିବର୍ତ୍ତନ କର, ନହେଲେ ତତେ ମୁଁ ମାରିଦେବି" ଏମିତି ଏକ ଅଜବ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଲାଲ ବଙ୍ଗଳା ଅଞ୍ଚଳରେ। ଯେଉଁଠାରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଅନ୍ୟ ଧର୍ମ…
ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
ରାୟଗଡା: ଆମ୍ବ ତୋଟାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ କାଣିଯୋଡି ଗାଁ ଆମ୍ବ ତୋଟାରୁ।
ଦିନକୁ ଦିନ ଏତେ ମାତ୍ରାରେ…
ଛେଳିକୁ ବଳି ଦେବାକୁ ହାତ ଗଲାନି, ନିଜ ଜୀବନକୁ ବଳି ଦେଇଦେଲେ
ଉତ୍ତରପ୍ରଦେଶ: ଛେଳିକୁ ବଳି ଦେବାକୁ ହାତ ଗଲାନି, ସେଥିପାଇଁ ସେ ନିଜ ଜୀବନକୁ ବଳି ଦେଇଦେଲେ। ଆଜ୍ଞା ହଁ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆରେ। ଏହି ଘଟଣା ଦେଖିଲା ପରେ ମନେ ହେଉଛି ଯେପରି ଆଜି…
ହୋଟେଲରେ ଖାଇଲେ, ଟଙ୍କା ମାଗିବାରୁ ବହେ ପିଟିଲେ
କେନ୍ଦୁଝର: ହୋଟେଲରେ ପେଟ ପୁରେଇ ଖାଇଲେ, ଯେତେବେଳେ ଟଙ୍କା ମଗାଗଲା ଧୁମ ପିଟିଲେ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଘସିପୁରା ଥାନା ଧକୋଟାରେ।
ଆମେ…
ପୁଅକୁ ଟିଭି ନଦେଖି ପାଠ ପଢ଼ିବାକୁ କହିଲେ ମା’, ଫାଶୀ ଦେଇଦେଲା ଦଶମ ଶ୍ରେଣୀ ପୁଅ
ହିମାଚଳପ୍ରଦେଶ: ସାମ୍ନାକୁ ଆସିଲା ଏକ ହୃଦୟବିଦାରକ ଘଟଣା। ଜଣେ ୧୪ ବର୍ଷୀୟ ବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଉ ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୁଅକୁ ଟିଭି ନଦେଖି ପାଠ ପଢ଼ିବାକୁ ମାଆ…