Browsing Category

ଖବର

ହ୍ୱାଟ୍ସଆପକୁ ମାତ୍ ଦେବ ଏଲନ ମସ୍କଙ୍କ ‘XChat’, ବନ୍ଦ ହୋଇପାରେ WhatsApp !

ନୂଆଦିଲ୍ଲୀ:  ଏବେ ଘରେ ଘରେ ପରିଚିତ ହ୍ୱାଟ୍ସଆପ୍ ଆପ୍। ଯାହାକି ସ୍ମାର୍ଟଫୋନ ୟୁଜର୍ସଙ୍କ ପ୍ରଥମ ପସନ୍ଦ ଭାବରେ ସ୍ଥାନ ପାଇଛି। ହେଲେ ଏବେ ସେହି ହ୍ୱାଟ୍ସଆପର ଚିନ୍ତା ବଢ଼ିଛି। କାରଣ ଏବେ ଏଲନ ମସ୍କ ଲଞ୍ଚ କରିଛନ୍ତି…

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ୬ ନୁହେଁ ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ

ଭୁବନେଶ୍ୱର:  ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଚିଠି ଲେଖି ସମସ୍ତ ଡିଇଓ ଓ…

ଏମିତି ଏକ ଚାକିରୀ ଯେଉଁଠି ଦରମା 1 କୋଟିରୁ ଅଧିକ, କରିବାକୁ ପଡେ ଏଭଳି କାମ

ଓଡିଶା ଭାସ୍କର: ସମସ୍ତେ ଚାହାଁନ୍ତି ଏପରି ଏକ ଚାକିରୀ କରିବା ପାଇଁ ଯେଉଁଥିରେ ବହୁତ ଟଙ୍କା ରୋଜଗାର କରିହେବ। ସେଥିପାଇଁ କିଛି ଲୋକ ପାଠ ପଢି ଚାକିରୀ କରନ୍ତି ଏବଂ ଆଉ କିଛି ଲୋକ ବ୍ୟବସାୟ କରନ୍ତି। ସାରା ବିଶ୍ୱରେ…

ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ମରିଗଲେ ୪ ଶ୍ରମିକ

ନବରଙ୍ଗପୁର:  ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଏକାଥରେ ୪ ଶ୍ରମିକଙ୍କ ଜୀବନ। ପାଇଖାନା ଟାଙ୍କି କାମ କରିବା ପାଇଁ ଟାଙ୍କି ଭିତରେ ପଶିଥିଲେ ୪ ଶ୍ରମିକ। ହେଲେ ଟାଙ୍କି ଭିତରକୁ ଯିବା ପରେ ଆଉ ନିଶ୍ୱାସ ନେଇ ପାରିନଥିଲେ।…

ବିଦ୍ୟୁତ୍ କାଟରୁ ମିଳିଲା ମୁକ୍ତି, ଆଉ ଲାଗିବନି ଗରମ, ଯୁଆଡେ ଚାହିଁବେ ନେଇକି ଯାଇପାରିବେ

ଗୁଜୁରାଟ: ଦିନକୁ ଦିନ ଗରମର ମାତ୍ରା ଯେଉଁପରି ଭାବେ ବୃଦ୍ଧିପାଉଛି ତାହା ସହ୍ୟ କରିବା ଅସମ୍ଭବ ହୋଇଯାଉଛି। ସେଥିରେ ପୁଣି ବାରମ୍ବାର ଯେଉଁ ବିଜୁଳି କଟୁଛି,ସେଇଟା ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ…

ଜଳେଶ୍ୱରଠାରେ 15 ଲକ୍ଷର ବ୍ରାଉନସୁଗାର ଜବତ

ବାଲେଶ୍ୱର: ବାଲେଶ୍ୱରର ଜଳେଶ୍ୱର ନିକଟସ୍ଥ ଭୋଗରାଇ ଚନ୍ଦନେଶ୍ୱର ମାର୍କେଟରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଚଢ଼ାଉରେ ବ୍ରାଉନ ସୁଗାର ସହ ନଗଦ 5,500 ଟଙ୍କା ମଧ୍ୟ ଜବତ କରାଯାଇଛି। ଦିନକୁ ଦିନ ଏହି ସବୁ ମାମଲା ବେଶୀ…

ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟକର ପୋଷ୍ଟ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ୨୦୨୦ ମସିହାରୁ ମରିସାରିଛନ୍ତି

ଆମେରିକା:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୨୦୨୦ ମସିହାରୁ ମୃତ୍ୟୁ ହୋଇସାରିଥିବା ଦାବି…

ସ୍କୁଲ ହଷ୍ଟେଲରେ ଲଜ୍ଜା, ୨ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ, ଦେହରେ ଦେଇଦେଲେ ସିଗାରେଟ୍ ଚେଙ୍କ

ଉତ୍ତରପ୍ରଦେଶ:  ନିଷ୍ଠୁରତାର ଶେଷ ସୀମା ପାର କଲା ହଷ୍ଟେଲ କର୍ମଚାରୀ।  ହଷ୍ଟେଲରେ କାମ କରୁ କରୁ ୨ ଜଣ ଦିବ୍ୟାଙ୍ଗ ଝିଅଙ୍କ ସହ କଲା ଅମାନବୀୟ କାଣ୍ଡ। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ। ଅସହାୟ ଦେଖି ୨…

୫ ଦିନ ନିସ୍ତାର ନାହିଁ, କଲବଲ କରିବ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର:  ବଢ଼ିଲା ଖରା। ଆହୁରି କଲବଲ କରିବ ତାତି। ଭୁବନେଶ୍ୱରରେ ସକାଳ ୧୧.୩୦ ସୁଦ୍ଧା ୩୭ ଡ଼ିଗ୍ରୀ ପାର କଲା ତାପମାତ୍ରା। ଆଗକୁ ଆହୁରି ୫ ଦିନ ରାଜ୍ୟବାସୀଙ୍କୁ ଖରାରୁ ମିଳିବନି ତ୍ରାହି। ଏନେଇ ସୂଚନା ଦେଇଛି…

ହାର୍ଟଆଟାକ୍ ଆସିଲେ ଆପଣ ବି CPR ଦେଇ ବଞ୍ଚାଇ ପାରିବେ ରୋଗୀର ଜୀବନ

ନୂଆଦିଲ୍ଲୀ:  ଗତ କିଛି ବର୍ଷ ଧରି ହୃଦଘାତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।  ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ହେଲେ ଡାକ୍ତରଙ୍କ କହିବା କଥା ଯେତେବେଳେ ଜଣେ ବ୍ୟକ୍ତିଙ୍କୁ…