CHARIDHAM
Browsing Category

ଖବର

ଭୟାନକ ଦୁର୍ଘଟଣା, ଏକାଥରେ ଜଳିବ ୧୩ ଜୁଇ

ଛତିଶଗଡ଼: ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଟ୍ରକ ଓ ଟ୍ରେଲର ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ। ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା। ୧୩ ମୃତକଙ୍କ ମଧ୍ୟରୁ ୯ ମହିଳା। ୧୨ ଜଣ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ବଳ ବଢ଼ାଇବ ବ୍ରହ୍ମୋସ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଲକ୍ଷ୍ନୌ:  ଭାରତର ବଳ ବଢ଼ାଇବ ବ୍ରହ୍ମୋସ। ବ୍ରହ୍ମୋସ ଉତ୍ପାଦନ କେନ୍ଦ୍ରର ଉଦଘାଟନ। ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ। ୪୦ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ। ବର୍ଷକୁ ନିର୍ମାଣ କରିବ ୧୦୦ ବ୍ରହ୍ମୋସ ମିସାଇଲ୍। ୩୦୦…

ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’, IAFର ବଡ଼ ସୂଚନା

ନୂଆଦିଲ୍ଲୀ:  ଏବେ ବି ଜାରି ରହିଛି 'ଅପରେସନ ସିନ୍ଦୂର'। 'ଅପରେସନ ସିନ୍ଦୂର' ନେଇ IAFର ବଡ଼ ସୂଚନା। 'x'ରେ ସୂଚନା ଦେଲା ଭାରତୀୟ ବାୟୁସେନା। ମିଛ, ଗୁଜବ ଖବର ଠାରୁ ଦୂରେଇ ରହିବାକୁ ନିବେଦନ। ଏବେ ବି ଅପରେସନ୍…

୭୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ, ଇନକମ୍ ଟ୍ୟାକ୍ସ କମିଶନରଙ୍କୁ ବାନ୍ଧିଲା CBI

ହାଇଦ୍ରାବାଦ:  ଯିଏ ସବୁବେଳେ ଅନ୍ୟ ଉପରେ ଚଢାଉ କରେ। ଯେଉଁ ଇନକମ୍ ଟ୍ୟାକ୍ସ ନାଁ ଧରିଲେ ବଡ଼ ବଡ଼ ଅସାଧୁ ବ୍ୟବସାୟୀ ହୁଅନ୍ତୁ ବା କଳାବଜାରୀ କାମ କରୁଥିବା ବ୍ୟକ୍ତିଙ୍କ ମନରେ ଛାନିଆ ପଶିଯାଏ। ଏବେ ସେହି ଇନକମ୍…

ମୋତେ ମୋଟା କହିବ, ତୁମର ଏତେ ସାହସ, ଏବେ ଗୁଳିମାଡ଼ ସମ୍ଭାଳ

ଉତ୍ତରପ୍ରଦେଶ:  ଆପଣମାନେ ମୋଟୁ ପତଲୁ କାର୍ଟୁନ ଦେଖିଥିବେ। ଏପରିକି ଆପଣଙ୍କ ଆଖ ପାଖରେ ଅନେକ ମୋଟା ଲୋକଙ୍କୁ ଦେଖିଥିବେ। ଯେଉଁମାନେ କି ପ୍ରକୃତରେ ମୋଟା ହେଲେ ତାଙ୍କୁ ମୋଟା କହିଲେ ସେମାନେ ରାଗିଯାଆନ୍ତି। ଏବେ ଠିକ୍…

ହସ୍ପିଟାଲର CEO ଓ ଡାକ୍ତରାଣୀ କରୁଥିଲେ ଡ୍ରଗ୍ସ କାରବାର

ହାଇଦ୍ରାବାଦ: ସାମ୍ନାକୁ ଆସିଲା ବଡ଼ ଡାକ୍ତରାଣୀଙ୍କ ବଡ଼ କାରନାମା। ମୋଟା ଅଙ୍କର ଟଙ୍କା ଦେଇ କିଣୁଥିଲେ ଦାମୀ ଡ୍ରଗ୍ସ। କେବଳ ହସ୍ପିଟାଲର ଡାକ୍ତରାଣୀ ନୁହେଁ ହସ୍ପିଟାଲର ସିଇଓ ମଧ୍ୟ ଏହି କାରବାରରେ ସାମିଲ ଥିଲେ।…

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଟ୍ରମ୍ପଙ୍କ ବଡ଼ ବୟାନ, ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ସୋସିଆଲ ମିଡିଆ ଏକ୍ସରେ ରଖିଲେ ନିଜ ମତ। ଭାରତ-ପାକିସ୍ତାନ ଯୁଦ୍ଧବିରାମକୁ ନେଇ ଟ୍ରମ୍ପଙ୍କ ବୟାନ। ଏହି ଯୁଦ୍ଧ…

ଭାରତ-ପାକିସ୍ତାନ ଯୁଦ୍ଧ: ସରକାରୀ ଆଲର୍ଟକୁ କିପରି ନିଜ ଫୋନରେ କରିବେ ସକ୍ରିୟ?

ନୂଆଦିଲ୍ଲୀ:  ଭାରତ ଏବଂ ପାକିସ୍ତାନ ଶନିବାର ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବନ୍ଦ କରିବାକୁ ରାଜି ହୋଇଛନ୍ତି। କିନ୍ତୁ, କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଜମ୍ମୁ ଏବଂ ଶ୍ରୀନଗର ସମେତ…

ଆତଙ୍କୀ କାର୍ଯ୍ୟକଳାପ ନେଇ ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍। ଜମ୍ମୁକାଶ୍ମୀରରେ SIAର କାର୍ଯ୍ୟାନୁଷ୍ଠାନ। ଆତଙ୍କୀ କାର୍ଯ୍ୟକଳାପ ନେଇ ଦକ୍ଷିଣ କାଶ୍ମୀରରେ ରେଡ୍। SIA: ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି।…

ଦା’ ରେ କାଟି ପଡ଼ୋଶୀଙ୍କୁ ବିଭତ୍ସ ହତ୍ୟା, ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ

ବଣାଇ: ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ରକ୍ତ ଭିଜା ମୃତଦେହ। ସାଧାରଣ ବଚସାରୁ ହତ୍ୟାକାଣ୍ଡ। ଦା' ରେ କାଟି ଯୁବକଙ୍କୁ ହତ୍ୟା। ଅତି ନିର୍ମମ ଭାବେ ଯୁବକଙ୍କ ବେକକୁ କାଟି ଦେଇଛି ଦୁର୍ବୃତ୍ତ। ହଁ…