Browsing Category

ଖବର

ISRO ଲଞ୍ଚ କଲା ପ୍ରଥମ 3D ଭର୍ଚୁଆଲ୍ ସ୍ପେସ୍ ମ୍ୟୁଜିୟମ୍ “SPARK”, ଜାଣିପାରିବେ ଅନ୍ତରୀକ୍ଷର ଅନେକ ରହସ୍ୟ…

ନୂଆଦିଲ୍ଳୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ…

Jio ଗ୍ରାହକଙ୍କୁ ଏକ ବର୍ଷ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ: ଏହି ପ୍ଲାନରେ ମିଳୁଛି ବଢ଼ିଆ ଅଫର, ପୂରା ପଇସା ଅସୁଲ୍

ଯଦି ଆପଣ ଜିଓ ସିମ୍ ଉପଭୋକ୍ତା ଏବଂ ଆପଣ ଆପଣଙ୍କୁ ଜିଓ ନମ୍ବରକୁ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀର ବାର୍ଷିକ ପ୍ଲାନ ସହାୟକ ହୋଇପାରେ । ଜିଓ ଏହାର ୟୁଜର୍ସଙ୍କୁ…

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ…

ଯମୁନା ନଦୀରେ ଓଲଟିଲା ଡଙ୍ଗା: ମିଳିଲାଣି ୪ ଜଣକ ଶବ, ଏବେବି ନିଖୋଜ ୧୭ ରୁ ଅଧିକ

ଯମୁନା ନଦୀରେ ବଡ଼ ଧରଣର ଦୁର୍ଘଟଣା... ଡଙ୍ଗା ବୁଡ଼ି ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଏବେବି ୧୭ ରୁ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ୩୫ ଯାତ୍ରୀ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୫…

ଅମର ସହିଦ୍ ଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Maa Tujhe Salam

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସୁରକ୍ଷା ପାଇଁ ପ୍ରତିଟି କ୍ଷଣ ତତ୍ପର ରହି ସୀମାରେ ସୁରକ୍ଷା ଦେଉଛନ୍ତି ବୀର ଯବାନ । ଖରା ହେଉକି ବର୍ଷା ହେଉ ପୁଣି ହେଉ ଅବା ମାଇନସ୍ ଡ୍ରିଗୀ ତାପମାତ୍ରା । ସବୁ ପରିସ୍ଥିତିରେ ଦେଶ…

ମାଗଣା ଦେବା ପ୍ରତିଶ୍ରୃତି ପାଇଁ କ୍ଷତି ସହୁଛି ଅର୍ଥବ୍ୟବସ୍ଥା; ରେବଡୀ କଲ୍ଚର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେବଡୀ କଲ୍ଚରକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ  ପୁଣି ଥରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ରେବଡୀ କଲ୍ଚର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି । ଅଦାଲତ ଗୁରୁବାର…

ପ୍ରଧାନମନ୍ତ୍ରୀ ମୋଦୀ ମନାଇଲେ ରକ୍ଷା ବନ୍ଧନ, ରାକ୍ଷୀ ବାନ୍ଧିଲେ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ…

ବିହାରରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଜସ୍ୱୀ ଯାଦବ

ପାଟନା: ବିହାର ରାଜ୍ୟପାଲ ଫାଗୁ ଚୌହାନ ନୀତୀଶ କୁମାରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଛନ୍ତି । ବୁଧବାର ଦିନ ୨ଟାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବ ।…

‘ସ୍କୁଲ ଆଉ ଛୁଟି କରନ୍ତୁ ନାହିଁ’, କାହିଁକି ଏଭଳି କହି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଷଷ୍ଠ ଶ୍ରେଣୀର ଛାତ୍ରୀ…

ସ୍କୁଲରେ ଛୁଟି ଘୋଷଣା ହେବା ମାତ୍ରେ ପିଲାଙ୍କ ମଧ୍ୟରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଥାଏ । କିନ୍ତୁ କେରଳର ୱାଏନାଡର ସଫୂରା ନୌସାଦ ନାମକ ଜଣେ ଝିଅ ଛୁଟିରେ ଏଭଳି ବିରକ୍ତ ହୋଇଯାଇଥିଲେ, ଯେ ଆଉ ଛୁଟି ନଦେବାକୁ ସିଧା…

ବିହାର ଜନତାଙ୍କ ସହ ବିଶ୍ୱାସଘାତକତା: ନୀତୀଶଙ୍କ ଇସ୍ତଫା ପରେ ବର୍ଷିଲେ ବିଜେପି ନେତା

ପାଟନା: ବିହାରରେ ବଦଳିଛି ରାଜନୀତିକ ପାଣିପାଗ । ଜେଡିୟୁ ସାଂସଦ ଏବଂ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର…