CHARIDHAM
Browsing Category

ଖବର

ସଲମାନଙ୍କୁ ଧମକ ଦେଇଥିବା ଯୁବକକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପୁଣିଥରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ। ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି। ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଥିଲା।…

(VIDEO) ChatGPTକୁ ପ୍ରଶ୍ନ କଲେ ମହିଳା, ରାଗିଗଲା AI, କହିଲା “ତୁ ଅବିବାହିତା ହୋଇ ଏକା ମରିବୁ”

ନୂଆଦିଲ୍ଲୀ: ଘିବଲି ଟ୍ରେଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଏଇ କିଛି ଦିନ ହେବ ଏକ ଅଜବ କ୍ରେଜ ଦେଖିବାକୁ ମିଳୁଛି। ପ୍ରାୟ ଲୋକ ChatGPTର AI ଟୁଲ୍ସ ବ୍ୟବହାର କରି ନିଜର ଘିବଲି ଷ୍ଟାଇଲ୍ ଫଟୋ ତିଆରି କରୁଛନ୍ତି। ନିକଟରେ,…

Breaking: ରାଜ୍ୟରେ ହୋମଗାର୍ଡ଼ ପାଇଁ ବାହାରିଲା ୨୫ ଶହ ନିଯୁକ୍ତି, ପଦବୀ ବଢ଼ାଇଲେ ମୋହନ ମାଝୀ

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବାହାରିଲା ସରକାରୀ ନିଯୁକ୍ତି। ଏକାଥରେ ୨୫ ଶହ ପଦବୀ ସୃଷ୍ଟି। ହଁ ରାଜ୍ୟରେ ସୃଷ୍ଟି ହେଲା ୨୫ ଶହ ହୋମଗାର୍ଡ ପଦବୀ। ଯେଉଁମାନେ ଚାକିରି ଆଶାୟୀ ଅଛନ୍ତି…

KIIT କଲେଜ୍ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ। କିଟ୍ କଲେଜ ବସ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ମହିଳାଙ୍କ ପଛପଟୁ କିଟ୍ ବିଶ୍ୱବିଦ୍ୟାଳୟ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ…

ଯୁବତୀଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ! ଲିଫ୍ଟ ବାହାନାରେ ଚାଲିଛି ବଣ୍ଟି-ବବଲିଙ୍କ ରାକେର୍ଟ

ଉତ୍ତରାଖଣ୍ଡ: ଆପଣ ଯୁବତୀମାନଙ୍କୁ ରାସ୍ତାରେ ଲିଫ୍ଟ ଦେଉଛନ୍ତି କି? ଅସହାୟ ଭାବି ଯୁବତୀଙ୍କୁ ସାହାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଲିଫ୍ଟ ଦେଉଛନ୍ତି କି? ତାହାଲେ ଟିକେ ସାବଧାନ ରୁହନ୍ତୁ। କାରଣ ଲିଫ୍ଟ ବାହାନାରେ…

କ୍ରୁରତାର ସବୁ ସୀମା ପାର, ମଦ ପିଇ ବାଛୁରୀର ଆଖି ପୋଡ଼ିଦେଲା ନିଶାଡ଼ି

ବଲାଙ୍ଗିର: ମଦୁଆର ଉନ୍ମତ୍ତକାଣ୍ଡ। ମଦ ପିଇ ଭୁଲିଗଲା ହିତାହିତ ଜ୍ଞାନ। ନିଶାଡ଼ି ଅବସ୍ଥାରେ ପୋଡ଼ିଦେଲା ନିରୀହ ବାଛୁରୀର ଆଖି। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ବାଛୁରୀଟି। ଆଉ ଏପଟେ ମଜା ନେଉଥିଲା ମଦୁଆ।…

ଲାଗୁହେଲା କଟକଣା, ଆଉ ସମୁଦ୍ରରେ ଧରିପାରିବେନି ମାଛ

ଭୁବନେଶ୍ୱର: ଆଜିଠାରୁ ଆଉ ମାଛ ଧରିପାରିବେନି ମତ୍ସ୍ୟଜିବୀ। ସରକାରଙ୍କ କଟକଣା ଆଜିଠାରୁ ସମୁଦ୍ରରେ ମାଛ ଧରା ନିଷେଧ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଛଧରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଯେହେତୁ ଏବେ ମାଛ…

ଅନ୍ଧୁଣୀ ମା’ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର: ୨ ଦିନ ପରେ ଉଦ୍ଧାର ହେଲା ଚୋରି ଶିଶୁପୁତ୍ର। ଭୁବନେଶ୍ୱରରୁ ରାମ ମନ୍ଦିର ନିକଟରୁ ଅନ୍ଧୁଣୀ ମା' କୋଳରୁ ବିଳମ୍ୱିତ ରାତିରେ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। ପୋଲିସକୁ ମିଳିଲା ବଡ଼ ସଫଳତା। ପିଲା…

ଆଜିପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, କାଳବୈଶାଖୀ ବର୍ଷା ବେଳେ ପବନର ବେଗ ରହିବ ୪୦ରୁ୫୦ କିମି

ଭୁବନେଶ୍ୱର: ଆଜି ବି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୧୯ଟି ଜିଲ୍ଲାକୁ ଆଜି ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ମଧ୍ୟ…

ରାମନବମୀ ଯାତ୍ରା ହେଲା ୩ ଯୁବକଙ୍କ ଶେଷଯାତ୍ରା

ସୁନ୍ଦରଗଡ଼: ରାମନବମୀ ଯାତ୍ରା ହେଲା ୩ ଯୁବକଙ୍କ ଶେଷ ଯାତ୍ରା। ମନଖୁସିରେ ଯାତ୍ରା ଦେଖି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ଯମ। ଆଉ ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ…