
Browsing Category
ଖବର
ପ୍ରସିଦ୍ଧ ମନ୍ଦିରରେ ଫୋଟସୁଟକୁ ବ୍ୟାନ୍ !
କର୍ଣ୍ଣାଟକ: ବାହାଘର ପୂର୍ବରୁ ଫଟୋ ସୁଟ୍ ଏବେ ଏକ ଟ୍ରେଣ୍ଡ ପାଲଟିଛି। କିଛି ଲୋକ ରୋମାଣ୍ଟିକ ଜାଗାକୁ ଯାଇ ଫଟୋ ସୁଟ୍ କରୁଛନ୍ତି, ତ ଆଉ କିଏ ମନ୍ଦିରରେ ଯାଇ ଫଟୋସୁଟ୍ କରୁଛନ୍ତି। ହେଲେ ଏବେ ମନ୍ଦିରରେ ଫଟୋସୁଟକୁ ବ୍ୟାନ…
ଯେଉଁ ହାତରେ ରାକ୍ଷୀ ବାନ୍ଧୁଥିଲା, ସେହି ହାତରେ ଭଉଣୀକୁ ହାତୁଡ଼ିରେ ପିଟିପିଟି ମାରିଦେଲା ଭାଇ,
ବିହାର: ନିଜ ଭଉଣୀକୁ ହାତୁଡିରେ ପିଟିପିଟି ମାରିଦେଲା ଭାଇ। କେବଳ ଭଉଣୀ ନୁହେଁ ଭଉଣୀ ସହ ଥିବା ତାଙ୍କ ପ୍ରେମିକକୁ ବି ହାତୁଡିରେ ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛି ଅଭିଯୁକ୍ତ ଭାଇ।
ଆଉ ଏହି ଘଟଣା ସାମ୍ନାକୁ…
ଡ୍ରେନରୁ ମିଳିଲା ପଚା ମୃତଦେହ, ମହିଳାଙ୍କ ନାକଫୁଲ ପାଇଁ ଧରା ପଡ଼ିଲା ହତ୍ୟାକାରୀ ସ୍ୱାମୀ
ନୂଆଦିଲ୍ଲୀ: ନାକଫୁଲ ଧରାଇ ଦେଲା ହତ୍ୟାକାରୀ। ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା, ହେଲେ ଏହା ସମ୍ପୂର୍ଣ୍ଣ ସତ। କିଛି ଦିନ ତଳେ ଡ୍ରେନରୁ ଜଣେ ମହିଳାଙ୍କ କପଡା ଗୁଡ଼ା ମୃତଦେହ ପାଇଥିଲା ପୋଲିସ। ଆଉ ମୃତଦେହରେ…
ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ
ନୂଆଦିଲ୍ଲୀ: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ପାଣ୍ଡିଆନଙ୍କ ନାଁ…
ଆଧାର ଆପର ଫାଇଦା.. ହସ୍ପିଟାଲରୁ ପରୀକ୍ଷା ସେଣ୍ଟର ପର୍ଯ୍ୟନ୍ତ ବଦଳିବ ବ୍ୟବହାର ଉପାୟ
ନୂଆଦିଲ୍ଲୀ: ଆଧାର କାର୍ଡର ବ୍ୟବହାରକୁ ସହଜ କରିବା ପାଇଁ ଏକ ନୂତନ ଆଧାର ଆପ୍ ଲଞ୍ଚ କରାଯାଇଛି। ଆପ୍ ମାଧ୍ୟମରେ ଲୋକଙ୍କ ଯାଞ୍ଚ ଜଲଦି କରାଯିବ ବୋଲି ଦାବି କରାଯାଇଛି।
ୟୁପିଆଇ ପେମେଣ୍ଟ ପରି ଏହା ସହଜ ହେବ । ଠିକ୍…
Breaking: ରାଜଧାନୀରେ କୁଆପଥର ବର୍ଷା ଆରମ୍ଭ, କାଳବୈଶାଖୀ ପ୍ରଭାବ
ଭୁବନେଶ୍ୱର: ହଠାତ୍ ବଦଳିଗଲା ପାଗ। ଘୋଟି ଆସିଲା କଳାହାଣ୍ଡିଆ ମେଘ। କଳାହାଣ୍ଡିଆ ମେଘରେ ଘୋଡ଼ାଇ ହୋଇଗଲା ଆକାଶ। ବହିବାକୁ ଲାଗିଲା ପବନ। ଚାରିଆଡେ ହୋଇଗଲା ଅନ୍ଧକାର।
ରାଜଧାନୀ ଭୁବନେଶ୍ୱର କଳାହାଣ୍ଡିଆ ମେଘରେ…
Breaking: ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ, ଭାଇକୁ ମାରି ବିଷ ପିଇଦେଲା
ବଣାଇ: ବଡ଼ ଭାଇର ମୃତ୍ୟୁକୁ ସହିପାରିନାଲି ସାନ ଭାଇ। ନିଜେ ବିଷ ପିଇଦେଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ବଡ଼ ଭାଇର ମୃତ୍ୟୁ ସାନ ଭାଇ ହାତରେ ହୋଇଛି। ହଁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ମୃତ୍ୟୁ ବରଣ କରିଛି।…
କାମୁକତାର ଶେଷ ସୀମା, ୧୩ କୁକୁରକୁ କଲା ଦୁଷ୍କର୍ମ
ନୂଆଦିଲ୍ଲୀ: ପ୍ରତିଦିନ ଜୀବଜନ୍ତୁଙ୍କୁ ଉପରେ ଅତ୍ୟାଚାର ହେଉଥିବା ଖବର ଆପଣ ଶୁଣିଥବେ। ହେଲେ ରାଜଧାନୀ ଦିଲ୍ଲୀର କୈଳାଶ ନଗରରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ଜଣେ…
ହଠାତ୍ ବଦଳିଗଲା ପାଗ, ତାଣ୍ଡବ ରଚିଲା କାଳବୈଶାଖୀ, ଚାଲିଗଲା ଜଣଙ୍କ ଜୀବନ
ନୂଆଦିଲ୍ଲୀ: ରାଜଧାନୀରେ କାଳବୈଶାଖୀ ତାଣ୍ଡବ। ହଠାତ୍ ବଦଳିଗଲା ପାଗ। ଆକାଶରେ ଘୋଟିଆସିଲା କଳାହାଣ୍ଡିଆ ମେଘ। ଆଉ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ। ଆଖି ପିଛୁଳାକେ ସବୁ କିଛି ଛାରଖାର କରିଦେଲା।
କାଳବୈଶାଖୀ…
ରେଳବାଇରେ ଖାଲି ପଡ଼ିଛି ୯୯୭୦ ପଦବୀ, ଆଜି ହିଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ରେଳବିଭାଗରେ ଚାକିରି କରିବା ପାଇଁ ଇଛା ପ୍ରକାଶ କରୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଆରଆରବି ୯୯୦୦ ପଦ ପାଇଁ ନିଯୁକ୍ତି ବାହାର କରିଛି। ୧୨ ଏପ୍ରିଲରୁ ଏଥିପାଇଁ ଆବେଦନ ଆରମ୍ଭ ହୋଇଛି।
ଏହି…