Browsing Category
ଖବର
ଖୋଲିଲା ଦୁନିଆର ସବୁଠୁ ଲମ୍ୱା ଝୁଲନ୍ତା ପୋଲ, ଦୁଇଟି ମହାଦେଶ ସହ ସଂଯୋଗ କରୁଛି ବ୍ରିଜ
ନୂଆଦିଲ୍ଲୀ: ଏବେ ଦୁନିଆର ସବୁଠାରୁ ଲମ୍ୱା ସସ୍ପେନ୍ସ ବ୍ରିଜ ସାଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆର କମ୍ପାନୀ…
ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ
ବାଲିପାଟଣା, (ଭାସ୍କର ନ୍ୟୁଜ୍) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…
ସୁମିତ-ତପସ୍ୱନୀ ପାରିବାରିକ ବିବାଦ ମାମଲା: ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଆସନ୍ତା ୯ରେ ହେବ…
କଟକ(ଭାସ୍କର ନ୍ୟୁଜ୍): ବ୍ରହ୍ମପୁର ସୁମିତ-ତପସ୍ବନୀ ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଏ.କେ.…
ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କୁକୁର, ଗବେଷଣାରୁ ମିଳିଲା ନୂଆ ତଥ୍ୟ
ନୂଆଦିଲ୍ଲୀ: ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କେଉଁ ଆଦିମ ଯୁଗରୁ ମଣିଷର ପାଖେ ପାଖେ ଏହି କୁକୁର ରହି ଆସିଛି । କିଏ ଘର ଜଗିବା ପାଇଁ କୁକୁର ରଖିଥାଏ ତ ଆଉ କିଏ ସୌଖୀନରେ କୁକୁର ପାଳନ କରିଥାଏ । ହେଲେ…
ଗୁଗୁଲ ପେ’ ଆଣିଲା ନୂଆ ଫିଚର, ଏଣିକ ଗୋଟିଏ କ୍ଲିକରେ ଫଟାଫଟ୍ ଅନଲାଇନ ପେମେଣ୍ଟ ହେବ
ନୂଆଦିଲ୍ଲୀ: ଡିଗିଟାଲ ଯୁଗରେ ମାର୍କେଟିଂ ଠୁ ମନି ଟ୍ରାନ୍ସଫର ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଲୋକ ସାଥୀରେ ନଗଦ ଟଙ୍କା ନେବାକୁ ପସନ୍ଦ କରୁନାହାନ୍ତି । ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ…
୮୬ ବର୍ଷରେ ପାଦ ଥାପିଲା ଓଡ଼ିଶା, ଉତ୍କଳ ଦିବସରେ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ସଂକଳ୍ପର ବାର୍ତ୍ତା ଦେଲେ ପରିବେଶବିତ୍
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଜି ଅପ୍ରେଲ୍ ପହିଲା, ଉତ୍କଳ ଦିବସ । ୮୬ ବର୍ଷ ତଳେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସବୁ ଓଡ଼ିଆଙ୍କ ପାଇଁ ଏହି ଦିନଟି ସ୍ମରଣୀୟ । କାରଣ ଆଜି ଆମେ ଆମର ପରିଚୟ…
ଆଜି ଧୂମଧାମ୍ରେ ପାଳିତ ହେବ ଉତ୍କଳ ଦିବସ, ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହେବ । ରାଜ୍ୟସ୍ତରୀୟ ଓଡିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ…
ଭୀଷଣ ଖରା ଗରମରେ ସିଝୁଛି ଓଡିଶା, ଆହୁରି ୨ ଦିନ କଲବଲ କରିବ ତାତି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟରେ ଗତ କିଛିଦିନ ହେବ ଅସମ୍ଭାଳ ଗ୍ରୀଷ୍ମ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ପୂର୍ବାହ୍ନ ୮ଟାରୁ ସୂର୍ଯ୍ୟଙ୍କ ତେଜ ଆରମ୍ଭ ହୋଇଯାଉଛି । ଅପରାହ୍ଣ ୫ଟା…
କଙ୍ଗନା ରଣାଓ୍ଵତଙ୍କୁ ନିଜ ଫିଲ୍ମରେ ନେବାକୁ ଚାହାନ୍ତି ନାହିଁ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ, କହିଲେ କାରଣ
ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଯେବେଠୁ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖିଛନ୍ତି ତେବେଠୁ ସେ ଫିଲ୍ମର ପ୍ରଶଂସା କରି ଚାଲିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଏବଂ ଭିଡିଓ…
ଗ୍ରୀଷ୍ମ ପ୍ରବାହରେ ବଢୁଛି ତରଭୁଜର ଚାହିଦା ,ଚାଷୀକୁ ମିଳୁନି ଉଚିତ୍ ପଇସା: ବଜାର ଓ ଶୀତଳୀକରଣ କେନ୍ଦ୍ର ପାଇଁ କୃଷକଙ୍କ ଦାବି
ମାଲକାନଗିରି (ଭାସ୍କର ନ୍ୟୁଜ୍): ଖରାଦିନ ଆସିଗଲେ ବଜାରରେ ବଢିଥାଏ ଖରାଦିନିଆ ଫଳର ଚାହିଦା, ଆଉ ଗରମରୁ ଆଶ୍ୱସ୍ତି ଦେବାପାଇଁ ତରଭୁଜ ହେଇଥାଏ ଲୋକଙ୍କ ମୁଖ୍ୟ ପସନ୍ଦ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବେସ…