CHARIDHAM
Browsing Category

ଖବର

Breaking: ଆରମ୍ଭ ହେଲା ବାଘ ଗଣନା, ୨୦୨୬ରେ ଆସିବ ରିପୋର୍ଟ

ବାରିପଦା: ଆଜିଠୁ ବାଘ ଗଣନା ଆରମ୍ଭ। ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ…

Breaking: ନେପାଳରେ ଭୂକମ୍ପ ଝଟକା, ଥରିଲା ଉତ୍ତର ଭାରତ

ନେପାଳ: ପୁଣି ଭୂକମ୍ପ ଝଟକା। ମିଆଁମାର ଭୂକମ୍ପରେ ପୁରା ଅଞ୍ଚଳ ଛାରଖାର ହୋଇଯିବା ପରେ, ଏବେ ନେପାଳରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ୩ ମିନିଟ୍ ମଧ୍ୟରେ ୨ ଥର ଭୂକମ୍ପ ଝଟକାରେ ଥରିଲା ନେପାଳ। ନେପାଳ ସହ ଉତ୍ତର ଭାରତରେ…

Breaking: ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍, ସସ୍ମିତଙ୍କ ବିରୋଧରେ ବିଜେଡି ନେବ କଠୋର କାର୍ଯ୍ୟାନୁଷ୍ଠାନ!

ଭୁବନେଶ୍ୱର: ବିଜେଡିରେ ବଡ଼ କମ୍ପନ। ଦୁଇଫାଳ ହୋଇଗଲା କି ଶଙ୍ଖ। ଓ୍ୱକଫ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନବୀନଙ୍କୁ ଚିଠି…

କଂଗ୍ରେସ କର୍ମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କଲେ ବିଜେପି କର୍ମୀ

ବେଙ୍ଗାଲୁରୁ: କଂଗ୍ରେସ ପାଇଁ ଜୀବନ ହାରିଦେଲେ ବିଜେପି କର୍ମୀ। କଂଗ୍ରେସ କର୍ମୀଙ୍କ ଅପମାନ ଓ ଲୋକଲଜ୍ୟା ସହିପାରିଲେନି। ଦୀର୍ଘ ୨ ମାସ କାଳ ଅପମାନିତ ହୋଇ ହୋଇ ଶେଷରେ ନିଜ ଅଫିସରେ ଆତ୍ମହତ୍ୟା କରିଦେଲେ ବିଜେପି କର୍ମୀ…

ଅଜବ କାରନାମା, ଅସୁନ୍ଦର ନାକର ସର୍ଜରୀ କରି ସୁନ୍ଦରୀ ହେଲେ, ପରେ ସ୍ୱାମୀଙ୍କୁ ଡିଭୋର୍ସ ଦେଲେ

ଫିଲାଡେଲଫିଆ: ଅନେକ ସମୟରେ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରନ୍ତି, ତ ଆଉ କେତେବେଳେ ନିଜର ଅସୁନ୍ଦର ଚେହେରା ପାଇଁ ମହିଳାଙ୍କୁ ଥଟ୍ଟା ପରିହାସର ସାମ୍ନା କରିବାକୁ ପଡେ। ହେଲେ ଏଠି ଏକ ନୂଆ ଘଟଣା ଘଟିଛି।…

ଆଉ ଡ଼େରି କରନ୍ତୁନି, ଶୀଘ୍ର ଯାଆନ୍ତୁ, ସୁନା କିଣନ୍ତୁ, ଦୀର୍ଘ ଦିନ ପରେ କମିଲା ସୁନା, ରୂପା ଦାମ୍

ଭୁବନେଶ୍ୱର: ଆପଣଙ୍କ ପାଇଁ ଏକ ଖୁସି ଖବର। ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ଆଉ ସୁନାର ଦାମ୍ ବୃଦ୍ଧି ହେବା କାରଣରୁ ଅଟକି ଯାଇଛନ୍ତି। ହେଲେ ଏବେ ଆଉ ଡେରି କରନ୍ତୁନି। ଶୀଘ୍ର ଯାଇ ସୁନା କିଣିନିଅନ୍ତୁ। କାରଣ…

ଯାତ୍ରା କରିବେନି ପୀୟୁଷ, ଯାତ୍ରା ଜଗତରୁ ଦୂରେଇ ରହିବାକୁ ନିଷ୍ପତ୍ତି !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଯାତ୍ରା ଜଗତର ପପୁଲାର କଳାକାର ପୀୟୁଷ ତ୍ରିପାଠୀ। ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ଯାତ୍ରା ଖଳନାୟକ ପୀଯୁଷ ତ୍ରିପାଠୀ। ନିକଟରେ ଜଣେ ଯାତ୍ରାପାର୍ଟି ମାଲିକଙ୍କ ପାଖରୁ ଟଙ୍କା…

Breaking: ପୁରୀରେ ଆଉ ଭକ୍ତଙ୍କୁ ଦୁର୍ବ୍ୟବହାର କରିବେନି ସେବାୟତ, ଦିଆଯାଉଛି ପ୍ରଶିକ୍ଷଣ

ପୁରୀ: ଏଣିକି ଭକ୍ତ ମାନଙ୍କୁ ଆଉ ପୁରୀରେ ଦୁର୍ବ୍ୟବହାର କରିପାରିବେନି ସେବାୟତ। ସେଥିପାଇଁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ଭକ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ, ବ୍ୟବାହର ଓ ନୀତିକାନ୍ତି ନେଇ…

Breaking: କାର୍ଡର ଶୁଭାରମ୍ଭ କରିବେ ନଡ୍ଡା, ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ

 ଭୁବନେଶ୍ୱର: ଆସୁଛି ଖୁସି ଖବର। ଆଉ ମାତ୍ର ଗୋଟେ ସପ୍ତାହ। ତାପରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ କାର୍ଡ। ହଁ ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍ କାର୍ଡର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ…

Breaking: ନରି ପଣ୍ଡାଙ୍କୁ ଯାତ୍ରାରୁ ବ୍ୟାନ୍, ଆଉ ଯାତ୍ରାରେ ଦେଖିବାକୁ ମିଳିବନି ନରିଙ୍କ କମେଡ଼ି

ଭୁବନେଶ୍ୱର: ଯାତ୍ରା ମାଲିକ ସଂଘର ବଡ଼ ନିଷ୍ପତ୍ତି। ନରି ପଣ୍ଡାଙ୍କୁ କଲେ ବୟକଟ୍। ଯାତ୍ରା ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ ଯାତ୍ରାରୁ ବୟକଟ୍ କରାଯାଇଛି। ନରି ପଣ୍ଡାଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ। ନରିଙ୍କୁ…