Browsing Category
ଖବର
(Video) ଶେଷରେ ଏହା ଦେଖିବାକୁ ଥିଲା…ମହାକୁମ୍ଭ ଯିବା ପାଇଁ ମିଳିଲାନି ଟିକେଟ୍, ଇଂଜିନ ଭିତରେ ପଶି କବାଟ ଦେଇଦେଲେ ଯାତ୍ରୀ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ମହାକୁମ୍ଭ ମେଳା 2025 । ବର୍ତ୍ତମାନ ପ୍ରୟାଗରାଜରେ ଏକ ବିଶାଳ ଭିଡ଼ ଦେଖିବାକୁ ମିଳିଛି । ଏହି ଧାର୍ମିକ କାର୍ଯ୍ୟକ୍ରମ ଲକ୍ଷ ଲକ୍ଷ ଭକ୍ତଙ୍କୁ…
ଉତ୍ତମଙ୍କୁ ନେଇ ଆସିଲା ବଡ଼ ସୂଚନା, କିପରି ଅଛନ୍ତି ଅଭିନେତା
ଭୁବନେଶ୍ୱର: କିପରି ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା। କାରଣ ଦୁଇ ଦିନ ହେବ ସେ ଦିଲ୍ଲୀ ଗୁରୁଗାଁର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଅଧିକ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ…
(VIDEO) ଷ୍ଟେଜ ଉପରେ ହାର୍ଟଆଟାକ୍, ନାଚୁ ନାଚୁ ମୁହଁ ମାଡ଼ି ପଡ଼ିଲେ ଯୁବତୀ
ମଧ୍ୟପ୍ରଦେଶ: ନାଚୁ ନାଚୁ ଟଳିପଡିଲେ ଯୁବତୀ। ଭଉଣୀଙ୍କ ବାହାଘରରେ ବେଶ୍ ଖୁସି ଥିଲେ। ସେଥିପାଇଁ ତ ବାହାଘରର ମାସେ ଆଗରୁ ନାଚ ପ୍ରସ୍ତୁତି କରିଥିଲେ। ଆଉ ବାଛିଥିଲେ ସୁପର ହିଟ୍ ଗୀତ "ଲହରା କେ ବଲଖା କେ" ଗୀତ।…
ସମ୍ପତ୍ତି ଭାଗବଣ୍ଟା କଲାନି ଅଜା, ଛୁରୀ ଭୁସି ଭୁସି ମାରିଦେଲା ନାତି
ହାଇଦ୍ରାବାଦ: ସମ୍ପତ୍ତି ଲୋଭରେ ଅଜାକୁ ହାଣିଲା ନାତି। ଅଧା ରାତିରେ ରୁମରେ ପଶି ୭0ରୁ ଅଧିକ ଥର ଛୁରୀ ଭୁସିଲା। ଆଉ ନିଜ ମାକୁ ମଧ୍ୟ ଲହୁ ଲୁହାଣ କଲା। ଶେଷରେ ଆଖି ବୁଜି ଦେଲେ ୮୬ ବର୍ଷୀୟ ଅଜା। ଆଉ ହସ୍ପିଟାଲରେ ମରଣ ସହ…
(Video) ୫୦ ମିଟର ପର୍ଯ୍ୟନ୍ତ ଟ୍ରାକରେ ଚାଲିଲା SUV କାର, 35 ମିନିଟ ଯାଏଁ ଅଟକି ରହିଲା ଟ୍ରେନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ଏକ କାର ହଠାତ୍ ରେଳ ଟ୍ରାକରେ ପହଞ୍ଚିଗଲା ଏବଂ ପ୍ରାୟ 50 ମିଟର ପର୍ଯ୍ୟନ୍ତ ଟ୍ରାକ ଉପରେ ଦୌଡ଼ି ଚାଲିଲା। ଏହା ଦେଖି କିଛି…
Breaking: ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ
ପ୍ରୟାଗରାଜ: ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମହାମହିମ। ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର…
ଷ୍ଟେଜ ଦୁଲୁକାଇଲେ ନିଶା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ
କେନ୍ଦ୍ରାପଡ଼ା: ନିଶାଙ୍କ ପାଇଁ ଯାତ୍ରା ପଡ଼ିଆ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍, ଛୁରା ମାଡ଼। ଆହତ ହେଲେ ଶତାଧିକ ବ୍ୟକ୍ତି। ଥାନାରେ ପହଞ୍ଚିଲା ମାମଲା।
ନିଶାଙ୍କ ଆଇଟମ ଡ୍ୟାନ୍ସକୁ ବିରୋଧ…
ଆଜିଠୁ କଡ଼ା ଚେକିଂ, ଗଣିବେ ମୋଟା ଅଙ୍କର ତଣ୍ଡ
ଭୁବନେଶ୍ୱର: ରାଜଧାନୀରେ ଗାଡ଼ି ଧରି ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସାବଧାନ। ଗଣି ପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠାରୁ ଜୋରଦାର ହେବ ଚେକିଂ। ପୋଲିସକୁ ଦେବାକୁ ପଡିପାରେ ତଣ୍ଡ।
ଆଜିଠୁ ଭୁବନେଶ୍ୱର ଓ…
ମହିଳାମାନଙ୍କ ପାଇଁ ଖୁସି ଖବର, ମାର୍ଚ୍ଚରେ ଏକାଥରେ ଆସିବ ୧୦ ହଜାର
ଭୁବନେଶ୍ୱର: ମହିଳାମାନଙ୍କ ପାଇଁ ବଡ଼ ଘୋଷଣା। ଆସନ୍ତା ମାର୍ଚ୍ଚ ମାସରେ ୫ ହଜାର ନୁହେଁ ଆକାଉଣ୍ଟକୁ ଆସିବ ଏକାଥରେ ୧୦ ହଜାର ସୁଭଦ୍ରା ଟଙ୍କା। ଉପକୃତ ହେବେ କୋଟି କୋଟି ମହିଳା।
ହେଲେ ତା ପୂର୍ବରୁ ଆପଣଙ୍କ…
ଖସିଲା ପାରଦ, ୨୪ ଘଣ୍ଟା କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ୱର: ଆହୁରି କଲବଲ କରିବ କୁହୁଡ଼ି। ରାଜ୍ୟରେ କିଛି ଦିନ ହେବ ସିନା ଶୀତର ପ୍ରକୋପ କମି ଯାଇଥିଲା ହେଲେ ଘନ କୁହୁଡ଼ିର ପାର୍ଦୁଭାବ କମିନି। ଏହାସହ ଆସନ୍ତା ୨ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇବ। ଏଣୁ ଘନ…