Browsing Category
ଖବର
ଶ୍ରୀଜଗନ୍ନାଥଙ୍କ ସୁନା ମୁକୁଟ ଚୋରି, ଦାନବାକ୍ସ ସହ ଚମ୍ପଟ୍ ମାରିଲେ ଚୋର
ସୋର: ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।
ଉକ୍ତ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରର ତାଲା…
ଏହି ଡ୍ରାଏଫ୍ରୁଟ୍ସ ଖାଇଲେ ହେବନି ଲିଭର ସମସ୍ୟା, ଜାଣନ୍ତୁ କିପରି କରିବେ ବ୍ୟବହାର
ଓଡ଼ିଶା ଭାସ୍କର: ଆପଣ ସଦାସର୍ବଦା ସୁସ୍ଥ ରହିବାକୁ ଚାହାଁନ୍ତି କି? ତେବେ ପ୍ରତ୍ୟେକ ଦିନ ସକାଳୁ ନିଜ ବ୍ରେକଫାଷ୍ଟ କରିବା ପୂର୍ବରୁ ଖାଆନ୍ତୁ ଏହିସବୁ ଡ୍ରାଏଫ୍ରୁଟ୍ସ।
ଆଉ ଆପଣଙ୍କ ଶରୀରରେ ରହିବନି ଥକାପଣ। କି ଲିଭର…
Breaking: ପୁଣି ବିମାନକୁ ପିଟିଲା ବିମାନ, ୧୪୨ ଯାତ୍ରୀ ଥିବା ସୂଚନା
ଆମେରିକା: ପୁଣି ୨ ବିମାନ ଧକ୍କା। ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଦୁଇ ବିମାନ ମୁହାଁମୁହିଁ ଧକ୍କା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି।
ପୂର୍ବରୁ ମଧ୍ୟ…
ସ୍ୱାମୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ, କିନ୍ତୁ ଦମ୍ପତ୍ତି ହାତ ଧରାଧରି ହୋଇ ଚାଲିଗଲେ
ନୂଆଦିଲ୍ଲୀ: କେହି କୌଣସି ଆକ୍ସିଡେଣ୍ଟର ଶିକାର ହେଲେ ପ୍ରଥମେ ଆମ୍ୱୁଲାନ୍ସକୁ ଡକାଯାଏ। କେହି ରୋଗ ବ୍ୟାଧିରେ ପଡିଲେ ପ୍ରଥମେ ଆମ୍ୱୁଲାନ୍ସକୁ ଖୋଜାପଡେ଼। ହେଲେ ସେହି ଆମ୍ୱୁଲାନ୍ସ ଯେତେବେଳେ ଜମ ସାଜେ ସେତେବେଳେ ଆଉ…
Breaking: ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର। ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଲେଖାଏଁ ସହାୟତା ରାଶି।
ଆଜି ସକାଳେ କୁଆଖାଇ ନଦୀରେ ବୁଡ଼ି ଯାଇଥିଲେ…
Breaking: ସରିଗଲା ଟିକେଟ ବିକ୍ରି, ନିରାଶ ହେଲେ ଅନେକ କ୍ରିକେଟ ପ୍ରେମୀ
କଟକ: ଆଉ କରିପାରିବେନି ଟିକେଟ। ଗୋଟିଏ ଦିନରେ ସରିଗଲା ସବୁ ଟିକେଟ। ଠେଲା ପେଲା ଭିତରେ କେଇ ଘଣ୍ଟା ମଧ୍ୟରେ ସବୁ ଟିକେଟ ବିକ୍ରି ହୋଇଯାଇଛି।
ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା। ସବୁଠୁ ବଡ଼ କଥା…
ଦିଲ୍ଲୀରେ ସରକାର ଗଢ଼ିବ ବିଜେପି, ଏକଜିଟ୍ ପୋଲର ଆକଳନ ଆପକୁ ଧରାଶାୟୀ କରିବ ପଦ୍ମ
ନୂଆଦିଲ୍ଲୀ: ଦିଲ୍ଲୀରେ ହେବକି ସରକାର ପରିବର୍ତ୍ତନ। ଝାଡ଼ୁକୁ ଚକମା ଦେଇ ମୁଖ୍ୟମନ୍ତ୍ରୀ ଆସନ ହାତେଇ ପାରିବ ତ ବିଜେପି। ନା ଦୁଇ ଦଳ ମଧ୍ୟରେ ହେଉଥିବା କଳିର ଫାଇଦା ଉଠାଇବ କଂଗ୍ରେସ।
ତାହା ତ ନିର୍ବାଚନ ଫଳାଫଳ…
ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପ୍ରୟାଗରାଜକୁ ଚାଲିବ ମାଗଣା ଟ୍ରେନ
ଉତ୍ତରପ୍ରଦେଶ: ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ରାଜ୍ୟରୁ କୁମ୍ଭମେଳାକୁ ଚାଲିବ ମାଗଣା ଟ୍ରେନ। ଯିଏ ଚାହିଁବେ ଯାଇ ପାରିବେ। ବିନା ଟିକେଟରେ ପ୍ରୟାଗରାଜର ପବିତ୍ର ଭୂମିରେ ପହଞ୍ଚି ପାରିବେ।
ଏନେଇ ଏହି…
ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IOCL ବାହାର କଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦଶମ ପାସ୍ କରିଥିଲେ ବି ମିଳିବ ଚାକିରୀ। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଆପଣ ଚାକିରୀ କରିବାକୁ ଚାହୁଁଛନ୍ତି କି? ତାହାଲେ ଆପଣଙ୍କ ପାଖରେ…
ବ୍ୟାନ୍ ହେଲା ଏହି ଆପ୍, ବିଶେଷ କରି ସରକାରୀ କମ୍ପାନୀରେ ବ୍ୟବହାର ହେବନି ଏହି ସବୁ ଆପ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ। ଏଣିକି ବ୍ୟବହାର କରିପାରିବେନି ଏହିସବୁ ଆପ୍। ବିଶେଷ କରି ସରକାରୀ କର୍ମଚାରୀମାନେ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ କାର୍ଯ୍ୟାଳୟର…