Browsing Category
ଖବର
‘ତାରକ ମେହତା କା ଉଲ୍ଟା ଚଷମା’ର ପ୍ରଯୋଜକଙ୍କ ଉପରେ ଯୌନ ନିର୍ଯାତନା ଆରୋପ, ଅଭିଯୋଗ ଆଣିଲେ ଶୋ’ର ଅଭିନେତ୍ରୀ ଜେନିଫର ମିସ୍ତ୍ରୀ
ମୁମ୍ବାଇ: ‘ତାରକ ମେହତା କା ଉଲ୍ଟା ଚଷମା’ ଟିଭି ଦୁନିଆର ସବୁଠୁ ଲୋକପ୍ରିୟ ଧାରାବାହିକ। ଅନେକ ବର୍ଷ ହେବ ଏହି ଶୋ ଲୋକଙ୍କ ମନରଞ୍ଜନ କରୁଛି। ଅନେକ କାରଣରୁ ଏବେ ଶୋ ବିବାଦ ଘେରରେ ରହିଛି।
ଏଥିରେ ଅଭିନୟ କରୁଥିବା…
ଏହି ୪ଟି ରାଶିର ପ୍ରେମ ଜୀବନରେ ମାଡିଆସିବ ଝଡ଼, ଛୋଟ ଭୁଲ ବି ପଡ଼ିପାରେ ଭାରି
ଓଡିଶାଭାସ୍କର: ଆଜି ହେଉଛି ଜୁଲାଇ ମାସ ୨୯ ତାରିଖ ମଙ୍ଗଳବାର। ଆଜି କିପରି ରହିବ ଆପଣଙ୍କ ଲଭ୍ ଲାଇଫ୍। ଦିନଟିକୁ କିପରି ଆପଣ ଭଲ କରିପାରିବେ। ଆସନ୍ତୁ ଜାଣିବା ପ୍ରସିଦ୍ଧ ଜ୍ୟୋତିଷଙ୍କ ପାଖରୁ।
ମେଷ: ଆଜି ମେଷ ରାଶିର…
ପୁରୀ ରତ୍ନଭଣ୍ଡାର ଫଟୋ ଭାଇରାଲ୍, ଅଡୁଆରେ ASI
ପୁରୀ: ଯଦି ସୁରକ୍ଷା ବ୍ୟବସ୍ଥାକୁ ନିିଜେ ସୁରକ୍ଷାରେ ଥିବା ଅଧିକାରୀ ନମାନନ୍ତି, ଆଉ ଭୁଲ କରନ୍ତି ତାହାଲେ ସାଧାରଣ ଲୋକଙ୍କୁ କହିବା କ'ଣ? ଆମେ ଏକଥା କହିବାର ଉଦ୍ଦ୍ୟଶ୍ୟ ହେଉଛି କି ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ…
ପୁରୀ ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା, ଆତଙ୍କବାଦୀ ଭଳି କାର୍ଯ୍ୟ କରୁଥିଲେ ଯୁବକ!
ପୁରୀ: ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା। ତାହା ପୁଣି ଚଷମାରେ। ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ। ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମଧ୍ୟ ସେହି କ୍ୟାମେରାରେ କଏଦ କରିଥିଲେ।…
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ନାଁରେ ଥାନାରେ ଏତଲା
ଯାଜପୁର: ପୂର୍ବତନ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା। ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ହୋଇଛି ମାମଲା ରୁଜୁ।…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ ସ୍ଥାନରେ ରେଡ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜାଲରେ ‘ଆର ଆଣ୍ଡ ବି’ ଡିଭିଜନ୍ର ସହକାରୀ ଯନ୍ତ୍ରୀ।
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚାଲିଛି ଚଢ଼ାଉ।
ଏକକାଳୀନ ୧୦ଟି…
ଝାରଖଣ୍ଡ ଦେବଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ କାଉଡ଼ିଆ ମୃତ
ଝାଡ଼ଖଣ୍ଡ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ। ୧୮ କାଉଡ଼ିଆ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଦେଓଘରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
କାଉଡ଼ିଆଙ୍କୁ…
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିବେନି ଜସପ୍ରିତ ବୁମରାହ!
ନୂଆଦିଲ୍ଲୀ: ଇଣ୍ଡିଆ ଟିମକୁ ବଡ଼ ଝଟକା। ଇଂଲଣ୍ଡ ବିପକ୍ଷ ଆଗାମୀ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିନପାରନ୍ତି ଦ୍ରୁତ ବୋଲର ଜସପ୍ରିତ ବୁମରାହ। ଯାହାକି ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମାଞ୍ଚେଷ୍ଟରରେ…
ମାତ୍ର 36 ମିନିଟରେ ଧ୍ବଂସ ହୋଇଯିବ ଆମେରିକା, ଏଭଳି କ୍ଷେପଣାସ୍ତ୍ର ତିଆରି କଲା ଇରାନ
ୱାଶିଂଟନ: ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଧ୍ବଂସ କରିବାକୁ ତିଆରି କଲା ଏକ ମାରାତ୍ମକ କ୍ଷେପଣାସ୍ତ୍ର । ଯାହାର ନାଁ ହେଉଛି ଖୋରମଶହର-5 ।
ଏହି…
“ପହଲଗାମ ଆତଙ୍କବାଦୀ ପାକିସ୍ତାନରୁ ଆସିଥିବାର କୌଣସି ପ୍ରମାଣ ନାହିଁ”
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ, ଯେଉଁ ରକ୍ତର ତାଣ୍ଡବ ରଚିଥିଲା ସେକଥା ଏବେବି ମନରୁ ଲିଭିନି। ଯେଉଁଥିପାଇଁ ଭାରତ ସରକାର ଆରମ୍ଭ କରିଥିଲେ 'ଅପରେସନ୍ ସିନ୍ଦୂର'। ଆଉ ପାକିସ୍ତାନରେ ଖୋଜି ଖୋଜି ଆତଙ୍କୀ ଆଡ୍ଡାକୁ…