Browsing Category
ଖବର
Breaking: କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ, ଆହତଙ୍କୁ ପଠାଗଲା ହସ୍ପିଟାଲ
ଚୌଦ୍ୱାର: ବଡ଼ ଦୁର୍ଘଟଣା। ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ। କାମାକ୍ଷା ଏକ୍ସପ୍ରେସର ଏକାଥରେ ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହେଲା ଟ୍ରେନ।
୧୧ଟି ବଗି ଲାଇନଚ୍ୟୁତ ନେଇ…
ଗୋଟେପଟେ ମୋହନ ବାଣ୍ଟୁଛନ୍ତି ଘର, ଅନ୍ୟପଟେ ସଭା କାର୍ଯ୍ୟକ୍ରମରେ ଲାଗିଗଲା ନିଆଁ
ବାଲେଶ୍ୱର: ବିଜେପି ସଭା କାର୍ଯ୍ୟକ୍ରମରେ ଲାଗିଗଲା ନିଆଁ। ନିଆଁ ଲାଗିଯିବା ଦେଖି ଏଣେତେଣେ ଦୌଡିଲେ ଲୋକେ। ଅନ୍ତ୍ୟୋଦୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ହଠାତ୍ ଲାଗିଗଲା ନିଆଁ। ଯାହାକୁ ଦେଖି ଚିନ୍ତାରେ ପଡିଗଲେ ବିଜେପି…
ବୃଦ୍ଧଙ୍କ ମୁଣ୍ଡ କାଟିଲେ, ଅଣ୍ଟାରୁ ପାଦ ଯାଏଁ ଖଣ୍ଡ ଖଣ୍ଡ କରି ହୋଲିକା ଦହନରେ ଜାଳିଦେଲେ
ବିହାର: ବର୍ବର ହତ୍ୟାକାଣ୍ଡ। ଗୁଣି ପାଇଁ ୬୫ ବର୍ଷୀୟ ବୃଦ୍ଧାଙ୍କୁ ବଳୀ ଚଢ଼ାଇ ଦେଲେ। ପ୍ରଥମେ ହତ୍ୟା କଲେ। ତାପରେ ମୁଣ୍ଡରୁ ଗଣ୍ଡିକୁ ହାଣି ଅଲଗା କରିଦେଲେ। ଆଉ ଶେଷରେ ଯେପରି ପୋଲିସ କୌଣସି ସୁରାକ ନପାଇବ ସେନେଇ ମଧ୍ୟ…
Breaking: କଂଗ୍ରେସ କର୍ମୀଙ୍କୁ ବେଆଇନ ଗିରଫ, ତୀବ୍ର ନିନ୍ଦା କଲେ ଯୁବ ବିଧାୟକ ସାଗର ଦାସ
କଳାହାଣ୍ଡି: ୮ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ। ସେପଟେ କଂଗ୍ରେସର ପ୍ରତିବାଦ ଜୋରଦାର। ଗିରଫଦାରୀକୁ କଡା ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ସାଗର ଚରଣ ଦାସ। "ଲୋକଙ୍କ ସ୍ୱରକୁ ଚାପି ଦେବାକୁ ପ୍ରୟାସ କରୁଛି…
ଜଣା ପଡ଼ିଲା ସତ, ଏହି କାରଣ ପାଇଁ IAS ଚାକିରି ଛାଡ଼ିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା
ଭୁବନେଶ୍ୱର: ସ୍ୱାମୀ IAS ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଲେ। ଆଉ ନୂଆ ସରକାରରେ ସ୍ତ୍ରୀ ରହିବାକୁ ଚାହୁଁ ନଥିଲେ। ସେଥିପାଇଁ ଛୁଟି ପରେ ଛୁଟି ମାଗୁଥିଲେ। ଆଉ ଯେତେବେଳେ ସରକାର ଛୁଟି ଡଦେବାକୁ ମନା କରିଦେଲେ,…
Breaking: ଓଡ଼ିଆ ପକ୍ଷ ପାଳନ କରିବେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୧-୧୪ ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ
ଭୁବନେଶ୍ୱର: ଓଡ଼ିଆ ପକ୍ଷ। ଯାହା ପ୍ରତିଟି ଓଡିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନକୁ ବେଶ ମହା ଆଡମ୍ୱରରେ ସବୁ ଓଡ଼ିଆ ମାନେ ଚାହିଁ ରହିଥାନ୍ତି। ଆଉ ଚଳିତ ବର୍ଷ ଏହି ଓଡ଼ିଆ ପକ୍ଷ ଆହୁରି ଧୁମଧାମରେ ପାଳନ…
BREAKING: ପ୍ରଥମ ଥର ପାଇଁ ୯୨ ହଜାର ଛୁଇଁଲା ସୁନା ଦର
ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚିଲିଛି ସୁନା ଦର। ନିକଟରେ ୯୦ ହଜାର ପାର କରିଥିବା ବେଳେ, ଆଜି ସୁନା ରେଟ୍ ୯୨ ହଜାର ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଡପଡି ଯାଇଛନ୍ତି ଗ୍ରାହକ। ତେବେ ଯଦି ଏହି ଭଳି ଦିନକୁ ଦିନ…
Breaking: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନଲାଇନରେ କରିପାରିବେ ଆବେଦନ
ଭୁବନେଶ୍ୱର: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେ…
ନବୀନ ନେଲେ ମୁସଲମାନ ବେଶ, ମୁଣ୍ଡରେ ରହିଛି ଟୋପି କାନ୍ଧରେ ଗାମୁଛା
ଭୁବନେଶ୍ୱର: ମୁସଲମାନ ବେଶ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଣ୍ଡରେ ରହିଛି ମୁସଲିମ୍ ଟୋପି ଆଉ କାନ୍ଧରେ ରହିଛି ଗାମୁଛା। ଆଉ ଶହ ଶହ ମୁସଲମାନ ଭାଇ ଭଉଣୀଙ୍କ ସହ ମିଶି ଇଦ୍ ପାଳିଛନ୍ତି ବିରୋଧୀ ଦଳ ନେତା…
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଘୋଷଣା କରିବେ କି ରାଜ୍ୟ ସଭାପତିଙ୍କ ନାମ?
ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ବିଜେପି ସଭାପତି ବର୍ତ୍ତମାନ…