Browsing Category

ଖବର

ରୁଷ୍‌ ଅସ୍ତ୍ରାଗାରରେ ବଡ଼ ଧରଣର ବିସ୍ଫୋରଣ, ୟୁକ୍ରେନ୍‌ ମିସାଇଲ୍‌ ମାଡ଼ରେ ନଷ୍ଟ ଆଶଙ୍କା

କିଭ୍‌,: ରୁଷ୍‌ର ସାମରିକ ଡିପୋରେ ବଡ଼ଧରଣର ବିସ୍ଫୋରଣ । ୟୁକ୍ରେନ୍‌ ସୀମା ପାଶ୍ୱର୍ବର୍ତ୍ତୀ ରୁଷ୍‌ର ବେଲଗୋରଡ଼ ସହର ନିକଟରେ ଥିବା ଅସ୍ତ୍ରାଗାରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।…

ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନେଇ ବିବାଦ: ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା !

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ବିବାଦ ଲାଗି ରହିଥିବା ବେଳେଦଳର ମୁଖ୍ୟ ସଚେତକ ପଦରୁ ବିଧାୟକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଥିପୂର୍ବରୁ ବିଧାୟକ ଦଳ…

ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା, ଦୁଇ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌ ) :  ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା  ଆରମ୍ଭ ହେବ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନ, କଳା ଓ ବାଣିଜ୍ୟର…

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଆମ୍ବ ଟାକୁଆ, ବିଭିନ୍ନ ପେଟ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଲୋକ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରନ୍ତି । ଏମିତିରେ ଆମ୍ବ ଟାକୁଆ ଅତ୍ୟନ୍ତ ଲାଭଦାୟକ । ଯଦି ଆମ୍ବ ଖାଇବା ପରେ ଟାକୁଆକୁ ଫିଙ୍ଗି ଦେଉଛନ୍ତି ତେବେ ଏହା ଆଦୌ…

ଆରବ ସାଗରର ଭାରତୀୟ ଜଳସୀମାରେ ଧରାପଡିଲା ୩୦୦ କୋଟିର ହେରୋଇନ୍, ୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ବାନ୍ଧିଲା କୋଷ୍ଟ୍‌ଗାର୍ଡ

ଅହମ୍ମଦାବାଦ : ଗୁଜୁରାଟ ଏଟିଏସ୍‌ ଓ କୋଷ୍ଟ୍‌ଗାର୍ଡର ମିଳିତ ଅପରେସନ୍‌ରେ ଆରବ ସାଗରରେ ଭାରତୀୟ ଜଳସୀମା ଜଖୋ ନିକଟରୁ ୩୦୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି । ଜଖୋ ନିକଟରେ ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ…

ରଣପୁର ଥାନା ଲାଖପଡାରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ, ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ବୃଦ୍ଧ

ରଣପୁର, (ଭାସ୍କର ନ୍ୟୁଜ୍‌) : ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜନିତ ରୌଦ୍ର ତାପ ବଢିବାରେ ଲାଗିଥିବା ବେଳେ ପାଣିାଗ ବିଭାଗ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଥାନା…

ସୁମିତ-ତପସ୍ୱିନୀ ମଧ୍ୟସ୍ଥତା କେନ୍ଦ୍ରରେ ହାଜର, ଆସନ୍ତା ୪ ତାରିଖ ଉଭୟଙ୍କୁ ପୁଣିଥରେ ହାଜର ହେବାକୁ ଦିଆଗଲା ସମୟ

କଟକ (ଭାସ୍କର ନ୍ୟୁଜ୍‌): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ସୋମବାର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ ଉଭୟ ସୁମିତ-ତପସ୍ୱିନୀ ଦିନ ୩ଟା ସମୟରେ ମଧ୍ୟସ୍ଥତା…

ଆମେରିକା, ଚୀନ୍‌ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍‌ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।…

ଶ୍ରୀମନ୍ଦିର ପରିଚାଳନା ପାଇଁ ୨୪୮.୫୧ କୋଟିର ବଜେଟ୍ ଅନୁମୋଦ, ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ନିର୍ମାଣ ହେବ

ପୁରୀ, (ଭାସ୍କର ନ୍ୟୁଜ୍‌): ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦିତ ହୋଇଛି । ବଜେଟ୍‌ର ପରିମାଣ ୨୪୮.୫୧ କୋଟି ବୋଲି ସୂଚନା ଦିଆଯାଇଛି…

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ଗ୍ରୀଷ୍ମ  ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୬ ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ନିମନ୍ତେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ…