Browsing Category
ଖବର
Breaking: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ କରିବ ଭାରତ
କଟକ: ବାରବାଟୀ ଫିଭର। ଟସ୍ ଜିତିଲା ଇଂଲଣ୍ଡ। ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ବାରବାଟୀ ଦିନିକିଆ ମ୍ୟାଚରେ ଟସ୍ ଜିତିଲା ଇଂଲଣ୍ଡ।
ଆଉ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି
ଭୁବନେଶ୍ୱର: ଆପଣ E-KYC କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC ଅବଧି ।
ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ…
Breaking: କେନ୍ଦୁଝର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
କେନ୍ଦୁଝର: ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିଡି ମେଡିକାଲ କଲେଜ ହେବ ପୂର୍ଣ୍ଣ କାର୍ଯ୍ୟକ୍ଷମ। କେନ୍ଦୁଝର ମେଡିକାଲ କଲେଜ ହେବ ଓଡ଼ିଶାର ନଂ ୧ କଲେଜ।
ନିଜ ଜନ୍ମମାଟିର ହେବ ବିକାଶ।…
ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ, ଦୁଇ ଯବାନ ସହିଦ
ବିଜାପୁର: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ।
ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୨ ଜଣ ଯବାନ ସହିଦ…
ପ୍ରେମ ସପ୍ତାହରେ କାହାକୁ କେଉଁ ଚକୋଲେଟ୍ ଦେବେ ଉପହାର
ନୂଆଦିଲ୍ଲୀ: ଏବେ ଚାଲିଛି ପ୍ରେମ ସପ୍ତାହ। ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଆଜି ତୃତୀୟ ଦିନ। ଯାହାକୁ ଚକୋଲେଟ୍ ଡ଼େ ବୋଲି କୁହାଯାଏ। ଏହି ଦିନ ଚକୋଲେଟ୍ ଦେଇ ଜଣେ ଅନ୍ୟ ଜଣଙ୍କ ପାଖରେ ନିଜ ମନର…
Breaking: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଆତିଶୀ, ସକାଳୁ ସକାଳୁ ପଦରୁ ଇସ୍ତଫା
ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆତିଶୀ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଗତକାଲି ବିଜେପି ଦିଲ୍ଲୀ ଆସନ କବଜା କରିବା ପରେ ଦିଲ୍ଲୀ ସଚିବାଳୟ ସିଲ୍ କରାଯାଇଥିଲା।
ଆଉ ବିଜେପିର ଏହି…
ଅଣ୍ଡାର ରହିଛି ଅନେକ ଉପକାରିତା, ଓଜନ କମାଇବାରେ ହେଉଛି ସହାୟକ
ନୂଆଦିଲ୍ଲୀ: ଅଣ୍ଡା ଖାଇଲେ ମିଳୁଛି ଅଜବ ଫାଇଦା। ଦେହରୁ ଦୂରେଇ ଯାଉଛି ଅନେକ ସମସ୍ୟା। ଦେହରେ ବଢୁଛି ଇମ୍ୟୁନିଟି ପାଓ୍ୱାରା। ଏମିତିରେ ବି ଆମେ ଜାଣିଛନ୍ତି ଅଣ୍ଡାରେ ରହିଛି ଭିଟାମିନ୍।
ତେଣୁ ଆପଣ ଯଦି ଅଣ୍ଡା…
ଗୋ ବଂଶ ହେବ ସୁରକ୍ଷିତ, ବୃଦ୍ଧି ହେଲା ଲାଳନ ପାଳନ ଭତ୍ତା
ଉତ୍ତରପ୍ରଦେଶ: ଗୋ ମାତାଙ୍କ ଦୈନିକ ଲାଳନ ପାଳନ ଭତ୍ତା ବୃଦ୍ଧି ହୋଇଛି ।
ଅସହାୟ ଗାଈମାନଙ୍କ ଯତ୍ନକୁ ଆଧିକ ପ୍ରଭାବଶାଳୀ କରିବା ପାଇଁ ଉତ୍ତରପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ସହଭାଗିତା ଯୋଜନା ଅନ୍ତର୍ଗତ ବଡ଼…
Breaking: ପାନ ଦୋକାନ ସହ ମହିଳା ଜୀବନ୍ତ ଦଗ୍ଧ, ଧୂପରୁ ନିଆଁ ଲାଗିଥିବା ସନ୍ଦେହ
ପଟ୍ଟାମୁଣ୍ଡାଇ: ମହିଳା ଜୀବନ୍ତ ଦଗ୍ଧ। ଦୋକାନ ସହ ଜଳିଗଲେ ମହିଳା। ପାନ ଦୋକାନରେ ନିଆଁ ଲାଗି ଅଘଟଣ। ଧୂପରୁ ନିଆଁ ଲାଗିଥିବା ଅନୁମାନ କରିଯାଉଛି। ଯେହେତୁ ଦୋକାନରେ ପେଟ୍ରୋଲ ବି ବିକ୍ରି ହେଉଥିଲା। ତେଣୁ ନିଆଁ ଶୀଘ୍ର…
Breaking: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ
ଜଗତସିଂହପୁର: ସକାଳୁ ସକାଳୁ ବ୍ୟାଙ୍କରେ ଲାଗିଲା ନିଆଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି…